Browsing Category

ଓଡିଶା

ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ମାତାଲ ବ୍ୟକ୍ତି

ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ମାତାଲ ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତକାଣ୍ଡ। ଗଛରେ ଚଢ଼ି ଯିବା ପରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ। ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ତେବେ ଏହି ବ୍ୟକ୍ତି ଜଣଙ୍କ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛନ୍ତି ଜଣାପଡିନି। ତେବେ

୨୦ ଦିନର ଝିଅକୁ ବିଷ ଇଞ୍ଜେକସନ ଦେଲା ପିଶାଚ ବାପା

ନୀଳଗିରି : ୨୦ ଦିନର ଝିଅକୁ ବିଷ ଇଞ୍ଜେକସନ ଦେଇଦେଲା ବାପା। କନ୍ୟା ସନ୍ତାନ ଚାହୁଁନଥିବା ବାପା ଘଟାଇଛି ଏହି ନାରକୀୟ କାଣ୍ଡ। ଶ୍ୱଶୁର ଘରେ ପଶି ପିଶାଚ ବାପା ଝିଅ ଦେହରେ ବିଷ ଇଞ୍ଜେକସନ୍ ଦେଇ ହତ୍ୟା ଉଦ୍ୟମ କରିଛି। ଝିଅକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଭର୍ତ୍ତି

ସ୍ତ୍ରୀକୁ କୋଦାଳ ବେଣ୍ଟରେ ପିଟିପିଟି ମାରିଦେଲା ସ୍ୱାମୀ

ସୁନ୍ଦରଗଡ଼:ଘରୋଇ କଳିରୁ ସ୍ତ୍ରୀକୁ ହତ୍ୟା କରି ଘର ସାମ୍ନାରେ ପୋତି ଦେଲା ସ୍ୱାମୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବାବୁନୁଆ ଗାଁରେ ଅଭାବନୀୟ ଘଟଣା । ଘରୋଇ କଳିକୁ ନେଇ ସ୍ତ୍ରୀ ସରସ୍ୱତୀକୁ ସ୍ୱାମୀ ତ୍ରିଲୋଚନ କିସାନ କୋଦାଳ ବେଣ୍ଟରେ ପିଟି ପିଟି ହତ୍ୟା କରିଛି । ହତ୍ୟା

ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ଯୋଗଦାନ କରିଥିଲେ । ଏହାପରେ ସାମ୍ବାଦିକ

ଆରମ୍ଭ ହେଲା ମୋ ଘର ଯୋଜନା

ଭୁବନେଶ୍ବର: ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ମୋ ଘର ଉପହାର। ଆରମ୍ଭ ହେଲା ମୋ ଘର ଯୋଜନା। ଏହାକୁ ମିଳିଲା କ୍ୟାବିନେଟ ଅନୁମୋଦନ। ଗୃହ ନିର୍ମାଣ ଯୋଜନାରେ ଥିବା କଠୋର ଚୟନ ମାପଦଣ୍ଡ ଯୋଗୁ ବାଦ୍‌ ପଡିଥିବା ଏବଂ ସ୍ୱଳ୍ପ ଗୃହ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ କାରଣରୁ

ବିଶ୍ଵ ପ୍ରସିଦ୍ଧ ମହିମା ଗାଦିରେ ୫ଟି ସଚିବ ଭି.କେ ପାଣ୍ଡିଆନ

ଢେଙ୍କାନାଳ : ଢେଙ୍କାନାଳ ଗଁଦିଆ ବ୍ଲକର ଯୋରନ୍ଦା ମହିମାଗାଦିରେ ୫ଟି ସଚିବ ଭି.କେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ପରେ ଆଜି ଯୋରନ୍ଦା ଗସ୍ତ କରି ମହିମା ଧର୍ମପୀଠର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର

୧୨ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ କରଞ୍ଜିଆ ତହସିଲଦାରଙ୍କୁ ଧରିଲା ଭିଜିଲାନ୍ସ

କରଞ୍ଜିଆ :ଭିଜିଲାନ୍ସ ଇତିହାସରେ ସର୍ବାଧିକ ଲାଞ୍ଚ । ଦୁଇଟି ବ୍ଲାଙ୍କ ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ କରଞ୍ଜିଆ ତହସିଲଦାରଙ୍କୁ ଧରିଲା ଭିଜିଲାନ୍ସ । ଜମି ଅଧିଗ୍ରହଣ ଅର୍ଥ ରିଲିଜ ପାଇଁ ଲାଞ୍ଚ ନେଉଥିଲେ ଚାଲର୍ସ ନାୟକ । ୫୧ ଲକ୍ଷ ଅର୍ଥ ରାଶି ଦେବାକୁ ବ୍ଲାଙ୍କ ଚେକରେ ନେଉଥିଲେ ୧୨

୧୮ ପ୍ରସ୍ତାବକୁ କ୍ୟାବିନେଟ ମୋହର

ଭୁବନେଶ୍ୱର: ୧୮ ପ୍ରସ୍ତାବକୁ କ୍ୟାବିନେଟ ମୋହର। ଆପାର୍ଟମେଣ୍ଟ ଓ ସାମୁହିକ ଗୃହନିର୍ମାଣ ନିମନ୍ତେ ପ୍ରତ୍ସୋହନ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ସେ ଗୁଡିକରେ ଉତ୍ତରାଧୀକାରୀ ଓ ହସ୍ତାନ୍ତରଯୋଗ୍ୟ ଅଧିକାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ କ୍ୟାବିନେଟରେ ପରିବର୍ତ୍ତିତ ଅଧିନିୟମ ଆଗତ

ଭୁବନେଶ୍ବରରୁ ୨୭୩ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର : ଭୁବନେଶ୍ବରରୁ 273କେଜି ଗଞ୍ଜେଇ ଜବତ କରିଛି NCB। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଟାଟା ଟ୍ରକ୍ ରେ ଡ୍ରାଇଭର ସିଟ ପଛରେ ଥିବ କ୍ୟାବିନ୍ ରେ ପ୍ୟାକେଟ ରେ ରଖା ଯାଇଥିଲା ଗଞ୍ଜେଇ। ପୁଷ୍ପା ଫିଲ୍ମ ଷ୍ଟାଇଲ ରେ ଗଞ୍ଜେଇ ଚୋରା ଚାଲାଣ ହେଇଥିଲା। NCB ଟିମ୍

କଟକ ତାଳଦଣ୍ଡା କେନାଲକୁ ଖସିଲା କାର, ଜଣଙ୍କର ମୃତ୍ୟୁ

କଟକ: ଭାରସାମ୍ୟ ହରାଇ କଟକ ତାଳଦଣ୍ଡା କେନାଲକୁ ଖସିଲା କାର। ମାତୃଭବନ ସମୁଖରେ ଭାରସାମ୍ୟ ହରାଇ କେନାଲକୁ ଖସିଯାଇଥିବା ସୂଚନା ରହିଛି । ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କାଯ୍ୟ ଜାରି ରହିଥିବାବେଳେ କାରରେ ୨ ଜଣ ଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ କଟକ ବଡ଼