Browsing Category

ଓଡିଶା

ଭାରସାମ୍ୟ ହରାଇ ତଳକୁ ଖସିଲା ବୋଲେରୋ, ୨ ଗୁରୁତର

ପାରାଦୀପ : ଭାରସାମ୍ୟ ହରାଇ ତଳକୁ ଖସିଲା ବୋଲେରୋ । ୨ ଗୁରୁତର । ପାରାଦୀପ କୁଜଙ୍ଗ ଥାନା ସନ୍ତରା ଗଡା ନିକଟରେ ଦୁର୍ଘଟଣା । ବୋଲେରୋଟି ପାରାଦୀପରୁ କଟକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଥିଲା । ଦୁର୍ଘଟଣାରେ ଗାଡି ସମ୍ପୁର୍ଣ୍ଣ ଭାଙ୍ଗିରୁଜି ଯାଇଛି

ଆଜିଠୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର :ଆଜିଠୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । ସାମସ୍‌ ପୋର୍ଟାଲରେ ଅନ୍‌ ଲାଇନ୍‌ରେ ଆବେଦନ । samsodisha.gov.inରେ ହେବ ଆବେଦନ। ଜୁନ୍‌ ୨୦ ଯାଏଁ ଚାଲିବ ଆବେଦନ । ଜୁନ୍‌ ୨୮ରେ ପ୍ରକାଶ ପାଇବ ପ୍ରଥମ କଟ ଅଫ ତାଲିକା । ଜୁନ ୨୯ରୁ ୫ ଜୁଲାଇ ପର୍ଯ୍ୟନ୍ତ ପ୍ରଥମ

ପାଲା ଗାୟିକାଙ୍କୁ ପଥରରେ ଛେଚି ହତ୍ୟା

କେନ୍ଦୁଝର : ପାଲା ଗାୟିକାଙ୍କୁ ପଥରରେ ଛେଚି ହତ୍ୟା । କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ବିନିଦା ଗ୍ରାମରେ ପୂର୍ବତନ ସମିତି ସଭ୍ୟା ତଥା ପାଲା ଗାୟିକା ସତ୍ୟଭାମା ସିଂହଙ୍କୁ ପଥରରେ ଛେଚି ହତ୍ୟା । ଘର ଠାରୁ ୩୦୦ ମିଟର ଦୂରରେ ସତ୍ୟଭାମାଙ୍କୁ ହତ୍ୟା କରାଯାଇଛି । ସକାଳେ ଘଟଣା

ଇନ୍ଦ୍ରାବତୀ ନଦୀରେ ବୁଡି ଠିକା ସଂସ୍ଥା କମ୍ପାନୀ ମ୍ୟାନେଜରଙ୍କ ମୃତ୍ୟୁ

ନବରଂଗପୁର : କାଳ ହେଲା ନଦୀରେ ଗାଧୁଆ । ଇନ୍ଦ୍ରାବତୀ ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଏକ ଠିକା ସଂସ୍ଥା କମ୍ପାନୀର ସିନିୟର ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି । ମୃତକ ଆର କେ ଇମ୍ଫ୍ରା କମ୍ପାନୀର ସିନିୟର ମାନେଜର ଦୁର୍ଗେସ୍‌ ବ୍ରମ ଭଟ । ନବରଙ୍ଗପୁର ସହର ଉପକଣ୍ଠରେ ଥିବା

ବିବାହ ଭୋଜି ଖାଇ ଫେରିବାବେଳେ ଜେଇଙ୍କୁ ସଂଘବଦ୍ଧ ଆକ୍ରମଣ

ବାଲେଶ୍ୱର : ଜେଇଙ୍କୁ ସଂଘବଦ୍ଧ ଆକ୍ରମଣ। ବିବାହ ଭୋଜି ଖାଇ ଫେରିବାବେଳେ ମରଣାନ୍ତକ ଆକ୍ରମଣ। ବିଦ୍ୟୁତ୍‌ କାଟ୍‌ ନେଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ନୀଳଗିରି ବିଦ୍ୟୁତ୍‌ ବିଭାଗ ଜେଇ ପାର୍ଥ ସାରଥୀ ବାରିକ ଓ ଜଣେ କର୍ମଚାରୀ ବିବାହ ଭୋଜି ଖାଇ ଫେରିବାବେଳେ

ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ

ଧର୍ମଗଡ଼: ଡୋକରୀଚଞ୍ଚରା ଜଳପ୍ରପାତରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଛନ୍ତି। ଜଳ ପ୍ରପାତରେ ସେଲଫି ନେଉଥିବାବେଳେ ଖସିପଡ଼ି ଜଣେ ଯୁବକ ନିଖୋଜ ହୋଇଛନ୍ତି। ଡୋକରୀଚଞ୍ଚରାର ୪ ଯୁବକ ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ଜଣେ ଯୁବକ ସେଲଫି ନେଉଥିବା ବେଳେ ପାଣିକୁ ଖସିପଡ଼ି ଥିଲେ। ଫଳରେ

ୟୁଟୁବ୍ ଭିଡ଼ିଓକୁ କେନ୍ଦ୍ରକରି ଫୁଟିଲା ଗୁଳି, ୟୁଟୁବର ସମେତ ୬ ଅଭିଯୁକ୍ତ ଗିରଫ

ବାଲେଶ୍ବର: ଅଶ୍ଳୀଳ ଭାଷା ବ୍ୟବହାର କରି ୟୁଟ୍ୟୁବରେ ଭିଡ଼ିଓ ପୋଷ୍ଟିଂ କରୁଥିଲା। ଆଉ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିଲା। ଏକ ପୋଷ୍ଟିଂ ଭିଡ଼ିଓରେ ଜଣେ ଫଲୋଅରଙ୍କ କମେଣ୍ଟକୁ କେନ୍ଦ୍ର କରି ୟୁଟୁବର ଗୁଳି ଚଳାଇଥିଲା। ଗୁଳିକାଣ୍ଡ ସମ୍ପର୍କରେ ଅଭିଯୋଗ ହେବା ପରେ ପୁଲିସ ୬ଜଣ ଅଭିଯୁକ୍ତକୁ

ଗଞ୍ଜେଇ କାରବାରରୁ ବାପ, ପୁଅ କୋଟିପତି

ବ୍ରହ୍ମଗିରି : ନିଶା କାରବାରରୁ କୋଟିପତି ହୋଇଥିବା ଓ ଆଖି ଖୋସିଦେଲା ଭଳି ଅଚଳାଚଳ ସମ୍ପତ୍ତି ଠୁଳ କରିଥିବା ମାଫିଆ ବାପ, ପୁଅଙ୍କୁ ଗିରଫ କରିଛି ଏସ୍‌ଟିଏଫ୍ ଓ ବ୍ରହ୍ମଗିରି ପୁଲିସ। ନିଶା କାରବାର କରି ଠୁଳ କରୁଥିବା ବହୁ ସଂଖ୍ୟକ ପ୍ଲଟ, ଏକାଧିକ ଆଲିସାନ୍ ଘର, ଦୋକାନ, ଗୋଦାମ, କାର,

ସରକାରୀ କର୍ମଚାରୀଙ୍କ ବଦଳି ନେଇ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଲା ରାଜସ୍ବ ବିଭାଗ

ଭୁବନେଶ୍ବର: ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଏବେ ଠାରୁ ଆରମ୍ଭ ହୋଇଯାଇଛି। ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି। ସବୁ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀମାନଙ୍କୁ ଚିଠି ଲେଖି ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗ ସଚିବ ଟି ମାଝୀ ନିର୍ଦ୍ଦେଶ

ପରକିୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ପିଟିପିଟି ହତ୍ୟା, ୪ଦିନ ପରେ ସ୍ୱାମୀ ଗିରଫ

ନୂଆପଡା : ପରକିୟା ପ୍ରୀତି ସନ୍ଦେହରେ ପତ୍ନୀକୁ ହତ୍ୟା। ଜଙ୍ଗଲ ମଧ୍ୟରେ ପିଟିପିଟି ହତ୍ୟା ପରେ ଫେରାର ସ୍ୱାମୀ ଫେରାର। ୪ଦିନ ପରେ ମୃତଦେହ ଉଦ୍ଧାର ସହ ଗିରଫ ହେଲା ସ୍ୱାମୀ। ନୂଆପଡା ଜିଲା କୋମନା ଥାନା ଅଞ୍ଚଳରେ ଘଟିଛି ଏଭଳି ହତ୍ୟାକାଣ୍ଡ। ସୂଚନା ଅନୁଯାୟୀ , ୨୪ତାରିଖରେ ଛତାଗାଁର