Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ
କୋରାପୁଟ: ବାପା ଟାଙ୍ଗିଆ ଚୋଟରେ ପୁଅ ମୃତ । ଦାମନଯୋଡ଼ି ଥାନା ଆମ୍ବଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ବାପାର ଟାଙ୍ଗିଆ ଚୋଟରେ ପୁଅ ସୁରେନ୍ଦ୍ର ବୁଡିଆର ମୃତ୍ୟୁ ଘଟିଛି। ମୃତ ସୁରେନ୍ଦ୍ର ବୁଡ଼ିଆଙ୍କ ବୟସ ୧୮ ବର୍ଷ ହେବ ବୋଲି ଜଣାପଡିଛି।
ପାରିବାରିକ କଳହ କିମ୍ବା ମାତ୍ରାଧିକ!-->!-->!-->…
ଶଶୀଭୂଷଣ ବେହେରାଙ୍କ ବୋହୂ ରୋନାଲି ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ…
ବାଙ୍କୀ: ଅଡୁଆରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା । ବିଧାୟକ ଶଶି ବେହେରାଙ୍କ ପୁଅ ସତ୍ୟପ୍ରକାଶଙ୍କ ନାଁରେ ଯୌତୁକ ନିର୍ଯାତନା ନେଇ ବାଙ୍କୀ ଥାନାରେ ଅଭିଯୋଗ କରିଛନ୍ତି ବୋହୂ ରୋନାଲି।
ରୋନାଲିଙ୍କ ଅଭିଯୋଗ ମୁତାବକ, ବିବାହ ପରେ ୪୦ ଲକ୍ଷ ଟଙ୍କାର ଯୌତୁକ ମାଗିଛନ୍ତି!-->!-->!-->…
ପତଞ୍ଜଳି ଷ୍ଟୋରରେ କଳାକନା ବୁଲାଇଲେ ଦୁର୍ବୃତ୍ତ…
ଭୁବନେଶ୍ୱର: ପତଞ୍ଜଳି ଷ୍ଟୋରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ମୁହଁରେ ମୁଖା, ହାତରେ ଶାବଳ ଧରି ରାଜଧାନୀରୁ ଲୁଟିଲେ ଲୁଟେରା । ତମାଣ୍ଡୋ ଥାନା କଳିଙ୍ଗ ବିହାର K4ଏଲଆଇଜି ପ୍ଲଟ ୮୬୭ ଥିବା ପତାଞ୍ଜଳି ଷ୍ଟୋରରୁ ଲୁଟ୍ ଲକ୍ଷାଧିକ ଟଙ୍କାର ମେଡିସିନ ସହ ୫୦ ହଜାରରୁ ଊର୍ଦ୍ଧ୍ବ ନଗଦ ଟଙ୍କା!-->…
ଆସନ୍ତା ୧୮ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ
କଟକ: ୧୮ ତାରିଖରେ ବାହାରିବ ମାଟ୍ରିକ ରେଜଲ୍ଟ। କଟକ ବୋର୍ଡ କାର୍ଯ୍ୟାଳୟରେ ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି। ବୋର୍ଡର ୱେବସାଇଟ www.bseodisha.ac.in ରେ ପରୀକ୍ଷାର୍ଥୀ ଦେଖିପାରିବେ ରେଜଲ୍ଟ। ପିଲାମାନେ ମୋବାଇଲରେ ଏସଏମଏସ କରି ମଧ୍ୟ ଜାଣିପାରିବେ। ଅପରାହ୍ନ ୧୨!-->…
ଅର୍କେଶଙ୍କ ବିରୋଧ ଅଭିଯୋଗ କଲେ ପତ୍ନୀ ଅଦ୍ରିଜା…
ବଲାଙ୍ଗିର : ଏବେ ଚର୍ଚ୍ଚାରେ ବଡ ଘର ବଡ ଗୁମର କଥା। ପଦାରେ ପଡିଲା ବଲାଙ୍ଗିର ରାଜ ପରିବାରର ଘରୋଇ କଳି । ଏବେ ରାଜ ପରିବାରର ଅର୍କେଶ ନାରାୟଣ ସିଂଦେଓ ଓ ଆଦ୍ରିଜା ମଞ୍ଜରୀ ସିଂ ଦେଓଙ୍କ କଳି ହାଟରେ ପଡି ଦାଣ୍ଡରେ ଗଡୁଛି । ଅଦ୍ରିଜାଙ୍କୁ ତାଙ୍କ ସ୍ୱାମୀ ଅର୍କେଶ ମାଡ ମାରିଥିବା ନେଇ!-->…
ଜମି ରୁ ଅଜଣା ବ୍ୟକ୍ତିର ମୃତ ଦେହ ଠାବ, ହତ୍ୟା ନା ଆତ୍ମହତ୍ୟା…!
ଉମରକୋଟ (୧୬/୦୫/୨୦୨୩)ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ପାରୁଆ ପଞ୍ଚାୟତ ଅନ୍ତର୍ଗତ ମହୁଭାଟା ଗ୍ରାମର ପବିତ୍ର ଗଣ୍ଡଙ୍କୁ ଧାନ ବିଲ ଭିତରେ ଏକ ଅଜଣା ବ୍ୟାକ୍ତିର ଶବ ପଡ଼ିଥିବା ଛେଳି ଚରାଇ ଯାଉ ଥିବା ଛୋଟ ଛୋଟ ପିଲା ମାନେ ଦେଖି ଡରରେ ଦୌଡ଼ି ପଳାଇ ଗ୍ରାମରେ ଯାଇ ନିଜ ପରିବାର ଓ!-->…
ଚୋର ଲେଖିଲା ପ୍ରାୟଶ୍ଚିତ ଚିଠି, ନଅ ବର୍ଷ ପରେ ଫେରାଇଲା ଠାକୁର ଗୋପୀନାଥଙ୍କ ଚୋରି ଗହଣା
ଭୁବନେଶ୍ୱର: “ହଁ ମାନୁଛି ନଅ ବର୍ଷ ତଳେ ପ୍ରଭୁ ଗୋପୀନାଥଙ୍କର ଅଳଙ୍କାର ସବୁ ଚୋରି କରି ନେଇଯାଇଥିଲି। ହେଲେ ଶାନ୍ତିରେ ଗୋଟିଏ ଦିନ ବି ରହିପାରିନି। ବିଭିନ୍ନ ରୋଗ ବ୍ୟାଧି ହେଲା । ଯେତେ ଯୁଆଡେ ଡାକ୍ତର ଦେଖାଇଲି ଭଲ ହୋଇପାରୁନଥିଲା । ଯୁଆଡେ ଗଳି କନ୍ଦି ଗଲି ସାପ ଜଗି ବସି ରହିଲା ।!-->…
ବ୍ୟବସାୟୀଙ୍କୁ ଗୁଳିମାଡ଼, ଲୁଟେରାକୁ କାବୁ କରି ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ବ୍ୟବସାୟୀଙ୍କୁ ଗୁଳିମାଡ଼ । ଜାତୀୟ ରାଜପଥ ଉପରେ ଲୁଟେରାଙ୍କ ଗୁଳି ମାଡ଼ରେ ବ୍ୟବସାୟୀ ଗୌରବ କୁମାର ଦାସଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ବହଳଦା ବାଇପାସ ୨୨୦ ନଂ ଜାତୀୟ ରାଜପଥରେ!-->!-->!-->…
ରୁଜାଙ୍ଗି ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ପାୟଲ ପଟ୍ଟନାୟକ ପାଇଲେ ଓଇଏସ…
ଫୁଲବାଣୀ:୧୫/୫ ମେଧାବୀ ଛାତ୍ରୀ ତଥା ବର୍ତ୍ତମାନ ସ୍ଥାନୀୟ ରୁଜାଙ୍ଗି ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ପାୟଲ ପଟ୍ଟନାୟକ ଓଡ଼ିଶା ଶିକ୍ଷା ସେବା ଅଧିକାରୀ (ଓ ଇ ଏସ୍) ଭାବେ ମନୋନୀତ ହୋଇଛନ୍ତି। ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ଦ୍ଵାରା ଅନୁଷ୍ଠିତ ପରୀକ୍ଷାର ଆଜି ଫଳାଫଳ ବାହାରିଥିବା!-->!-->!-->…
ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ”ର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ…
ଜଳବାୟୁ ପରିବର୍ତ୍ତନର ପରି ବୈଶ୍ଵିକ ସମସ୍ୟାର ମୁକାବିଲା ସହିତ ସମାଜର ପଛୁଆ ବର୍ଗଙ୍କ ଜୀବିକା ସୁଦୃଢୀକରଣ ନିମନ୍ତେ ନିରନ୍ତର ପ୍ରୟାସ କରିବା : ପ୍ରତିଷ୍ଠାତା ଶ୍ରୀ ଗୋପାଳ ଚନ୍ଦ୍ର ଓଝା...ସୁନ୍ଦରଗଡ -୧୫/୦୫/୨୩ ସମାଜର ନିସ୍ଵଃ, ଦୁଃସ୍ଥ, ଅବହେଳିତ ଆଦିବାସୀଙ୍କ ଅଧିକାର ଉପରେ ଦକ୍ଷତା!-->…