Browsing Category

ଓଡିଶା

ବ୍ରହ୍ମପୁର ଏମକେସିଜିରେ ବିରଳ ଅସ୍ତ୍ରୋପଚାର…

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜିରେ ବିରଳ ଅସ୍ତ୍ରୋପଚାର। ବଞ୍ଚିଗଲା ଯୁବକଙ୍କ ଜୀବନ। ଗତ ୯ ତାରିଖରେ ଫୁଲବାଣୀ ସହରର ମୃତ୍ୟୁଞ୍ଜୟ ପାତ୍ର ନାମକ ଜଣେ ଯୁବକଙ୍କ ମଳଦ୍ୱାରରେ ପାଇପ୍‌ ଭର୍ତ୍ତି କରିଦେଇଥିଲେ ଦୁବ୍‌ୃର୍ତ୍ତ। ପରେ ସେହି ପାଇପ୍‌ ଯୋଗେ ପମ୍ପ ଦେଇ ପବନ ଭର୍ତ୍ତି

ପୌରପାଳିକାର ଗୋଦାମ ଗୃହରେ ଭୟାବହ ଅଗ୍ନିକାଣ୍ଡ

ଯାଜପୁର : ପୌରପାଳିକାର ଗୋଦାମ ଗୃହରେ ଭୟାବହ ଅଗ୍ନିକାଣ୍ଡ । ଯାଜପୁର ଗାନ୍ଧୀଛକ ସ୍ଥିତ ଲାଲବାଗ ଉର୍ଦ୍ଧ୍ୱ ପ୍ରାଥମିକ ବିଦ୍ୟାଳୟରେ ନିଆଁ ଲାଗିଛି । ନିଆଁରେ ଫିନାଇଲ, ବ୍ଲିଚିଂ, ମଶାତେଲ ସହ ବ୍ୟାପକ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ସର୍ଟ ସର୍କିଟ ଯୋଗୁ ନଆଁ ଲାଗିଥିବା ଅନୁମାନ

ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ

ଚାନ୍ଦବାଲି: ଗେଙ୍ଗୁଟି ନଦୀରେ ଦେଖିବାକୁ ମିଳିଛି କୁମ୍ଭୀର ଆତଙ୍କ । କୁମ୍ଭୀରକୁ ନେଇ ନଦୀକୂଳିଆ ଲୋକମାନେ ଭୟଭୀତ ହୋଇପଡିଥିବା ବେଳେ ବନ ବିଭାଗ ତରଫରୁ ଲୋକମାନଙ୍କୁ ସଚେତନ କରାଯାଉନଥିବା ଆସିଛି ଅଭିଯୋଗ। ଭରା ନଈରେ ବାରମ୍ବାର ଘୁରି ବୁଲୁଛି କୁମ୍ଭୀର । ଏ ହେଉଛି ଭଦ୍ରକ ଜିଲ୍ଲା

ରୋଗୀଣା ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀର ଆତ୍ମହତ୍ୟା

କଣ୍ଟାବାଞ୍ଝି: ସହିପାରିଲେନି ଦାମ୍ପତ୍ୟ ବିଚ୍ଛେଦ । ସ୍ତ୍ରୀର ଚିତା ଲାଗିନି ସ୍ୱାମୀ ହାରିଦେଲେ ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର କଣ୍ଟାବାଞ୍ଝି ଅଂଚଳରେ । ଜଣେ ସ୍ୱାମୀ ରୋଗୀଣା ସ୍ତ୍ରୀର ମୃତ୍ୟୁ ପରେ କରିଛନ୍ତି ଆତ୍ମହତ୍ୟା । ଗାଁରେ ଶୋକାକୁଳ ପରିବେଶ

ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ୍ ଡାକରା

ରାୟଗଡା : ଆଜି ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ୍ ଡାକରା ଦିଆଯାଇଛି । ରାୟଗଡା ଜିଲ୍ଲା ର ଚନ୍ଦ୍ରପୁର ବ୍ଲକ୍ ର ହନୁମନ୍ତପୂର ନିକଟସ୍ଥ ପାଙ୍କାଲଗୁଡ଼ି ଠାରେ ରାଜ୍ୟ ରାଜପଥ ରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ଚନ୍ଦ୍ରପୁର କୁ ଗମନାଗମନ ବାଧା

ମଦ ନିଶାରେ ଚୁର୍‌ ଯୁବକ ଜାଳିଦେଲା ନିଜ ଘର…

କନ୍ଧମାଳ : ମଦ ନିଶାରେ ଚୁର୍‌ ଯୁବକ ନିଜ ଘର ଜାଳିଦେଲା । ଏଭଳି ଏକ ଦୃଶ୍ୟ ଏବେ ଭାଇରାଲ ହେଉଛି। ତେବେ ଏହି ଘଟଣା କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଘଟଣାଟି କନ୍ଧମାଳ ଜିଲ୍ଲା ସାହାଜଖାଲ ଗାଁର ହୋଇଥିବା ଚର୍ଚ୍ଚା ହେଉଛି। ଘର ଜାଳିବା ପରେ ମଦ୍ୟ ଯୁବକ

ଭୁବନେଶ୍ୱରରେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ ଆରମ୍ଭ

ଭୁବନେଶ୍ୱର :ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ। ଏଥିରେ ଯୋଗଦେଉଛନ୍ତି ଜି -୨୦ ସଦସ୍ୟ ରାଷ୍ଟ୍ରର ୮ ଜଣ ଅତିଥି ଓ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧି। ବୈଠକରେ ୪ଟି ପ୍ରମୁଖ ବିଷୟ ଉପରେ ଆଲୋଚନା ହେବ। ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ

ରାଜ୍ୟର ୧୪ଟି ଜିଲ୍ଲାର ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଦେଶ। ଜଗନ୍ନାଥ ସଂସ୍କୃତି ସହିତ ଆମର ଜନଜାତି ସଂସ୍କୃତିର ଗଭୀର ସଂପର୍କ ରହିଛି। ପ୍ରକୃତି ଓ ପରିବେଶର ବିଶେଷ ଗୁରୁତ୍ବ ରହିଛି। ପ୍ରକୃତି, ପୂଜା ଓ ଭାଇଚାରା ଆଦିବାସୀ ସଂସ୍କୃତିର ମୁଖ୍ୟ ଆଧାର। ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ରାଜନୀତି ଆଦି

ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି ଦାସ

ଭୁବନେଶ୍ୱର : ନବୀନ ନିବାସରେ ଦୀପାଳି ଦାସ । ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି ଦାସ । ସାଙ୍ଗରେ ଅଛନ୍ତି ଭାଇ ବିଶାଳ ଦାସ । ଆଜି ଅପରାହ୍ଣରେ ଭୁବନେଶ୍ୱରରେ ପହଞ୍ଚିଥିଲେ ଦୀପାଳି । ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି

ରାଜ୍ୟରେ ଆଗାମୀ ୨ଦିନ ଯାଏ ୩ରୁ ୫ଡିଗ୍ରୀ ବଢିବ ଦିନର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଖରାର ପ୍ରକୋପ ଜାରି। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳ ୯ଟା ପରଠାରୁ ବଢୁଛି ଖରାର ପ୍ରକୋପ। ଟାଣ ଖରା ଯୋଗୁଁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଦେଶର ଉତ୍ତର ପଶ୍ଚିମ ଭାଗରୁ ରାଜ୍ୟ ମଧ୍ୟକୁ ଶୁଖିଲା ଓ ଉତ୍ତପ୍ତ ବାୟୁ