Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓଭର ବ୍ରିଜରେ ସଡ଼କ ଦୁର୍ଘଟଣା: ଭାରସାମ୍ୟ ହରାଇ ତଳକୁ ଖସି ପଡିଲେ ବାଇକ ଆରୋହୀ
ସମ୍ବଲପୁର: କ୍ଷେତରାଜପୂର ଠାରେ ଥିବା ଓଭର ବ୍ରିଜରେ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଓଭର ବ୍ରିଜ ର ବାଡ଼କୁ ଧକ୍କା ଦେଇ ତଳକୁ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଯୁବକଙ୍କୁ ସଦର ମେଡିକାଲକୁ ନେଇଥିଲେ। ହେଲେ ଅବସ୍ଥା ଗୁରୁତର ହେବାରୁ ଯୁବକଙ୍କୁ!-->…
ଆଇସିଏସ୍ଇ ଦଶମ ପରୀକ୍ଷା ଫଳ:୯୯.୪ % ମାର୍କ ସହ ଓଡ଼ିଶାରୁ ପ୍ରିୟଙ୍କା ଓ ବିଷ୍ଣୁ ଶ୍ରେଷ୍ଠ
ଭୁବନେଶ୍ବର: ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରି ଏଜୁକେସନ (ଆଇସିଏସ୍ଇ) ଦଶମ ଓ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ରବିବାର ପ୍ରକାଶିତ ହୋଇଛି। ଆଇସିଏସ୍ଇ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପ୍ରିୟଙ୍କା ପରାସର ଓ ବିଷ୍ଣୁ ଶତପଥୀ ଟପ୍ପର ହୋଇଛନ୍ତି। ଉଭୟ!-->…
ଆସନ୍ତାକାଲି ୭ଟି ଜିଲ୍ଲାରେ ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରା
ଭୁବନେଶ୍ୱର : ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରା। ବାର ଦଫା ଦାବିରେ ଆସନ୍ତାକାଲି ୭ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି ମାଓ ସଂଗଠନ। ଏନେଇ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ବଣ୍ଡା ପିପିଲି ଗାଁ ନିକଟରେ ଲାଗିଛି ମାଓ ବ୍ୟାନର। ମାଓବାଦୀଙ୍କ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟି!-->…
ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ କାଗଜପତ୍ର ପୋଡି ପାଉଁଶ
ପିପିଲି : ପୁରୀ ଜିଲ୍ଲା ଡେଲାଙ୍ଗ ଘୋରଡିଆ ଗ୍ରାମ ବ୍ଯାଙ୍କରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ଯାପକ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି। ତେବେ ଅଗ୍ନି କାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ଡେଲାଙ୍ଗ ପୋଲିସ ଓ ଡେଲାଙ୍ଗ!-->…
ଭୁବନେଶ୍ୱର ଆରଏମ୍ଆରସି ପରିସରରେ ଅଗ୍ନିକାଣ୍ଡ
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (RMRC) ପରିସରରେ ରବିବାର ଅଗ୍ନିକାଣ୍ଡ ଘଟିଛି। RMRC ପରିସରରେ ଥିବା ଏକ ଷ୍ଟୋର ରୁମ୍ରେ ନିଆଁ ଲାଗି ଯାଇଥିଲା। ଏଥିରେ ଅନେକ ବ୍ୟବହାର ହୋଇସାରିଥିବା ସାମଗ୍ରୀ ରହିଥିଲା।
ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା!-->!-->!-->…
ଆସନ୍ତାକାଲିଠୁ ଦୁବାଇକୁ ସିଧା ଫ୍ଲାଇଟ୍
ଭୁବନେଶ୍ବର: ଆସନ୍ତାକାଲିଠୁ ଦୁବାଇକୁ ସିଧା ଫ୍ଲାଇଟ୍ । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇକୁ ଉଡିବ ବିମାନ । ସପ୍ତାହରେ ତିନି ଦିନ ଚଳାଚଳ କରିବ ଫ୍ଲାଇଟ୍ । ସୋମବାର, ବୁଧବାର, ଶୁକ୍ରବାର ଦୁବାଇକୁ ବିମାନ ଉଡ଼ିବ । ପର୍ଯ୍ୟଟକଙ୍କ ପସନ୍ଦର ଡେଷ୍ଟିନେସନ୍ ପାଲଟିଥିବା!-->…
ବନ୍ଦ ଘରୁ ୩ ମୃତଦେହ ମିଳିବା ଘଟଣା, ସନ୍ଦିଗ୍ଧ ଯୁବକଙ୍କୁ ଖୋଜୁଛି ପୋଲିସ
ସମ୍ବଲପୁର: ଘର ଭିତରେ ତିନି ଜଣଙ୍କୁ ଗଳା କାଟି ହତ୍ୟା । ସେଥିରେ ପୁଣି ଅଛନ୍ତି ଦୁଇ ଜଣ ନିରୀହ ଶିଶୁ । ଇଏ ହେଉଛି ସମ୍ବଲପୁର ଟ୍ରିପଲ ମର୍ଡ଼ର ଘଟଣା । ସମ୍ବଲପୁର ଧନୁପାଲି ଥାନା ସୁନାପାଲି ଅଞ୍ଚଳରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ମା ଓ ଦୁଇ ଛୁଆଙ୍କୁ ହତ୍ୟା କରି ଘର ଭିତରେ ବନ୍ଦ!-->…
ଓଡ଼ିଶାରେ ପାକିସ୍ତାନ ଲିଙ୍କ୍: ୩ ଓଡ଼ିଆ ଯୁବକ ଗିରଫ
ଭୁବନେଶ୍ବର: ଦେଶ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବନ୍ଧା ହେଲେ ୩ ଅଭିଯୁକ୍ତ। ଏମାନଙ୍କୁ ନୟାଗଡ଼ ଓ ଯାଜପୁରରୁ ଗିରଫ କରିଛି ଏସଟିଏଫ୍। ଅଭିଯୁକ୍ତମାନେ ହେଲେ ନୟାଗଡ଼ର ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି। ଏସଟିଏଫ୍ ସେମାନଙ୍କ ନିକଟରୁ!-->…
ସମ୍ବଲପୁର ସର୍କଲ ଜେଲରେ ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା…
ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା । ମୃତକ ହେଲେ ସିନ୍ଦୁରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ । ଘରୋଇ କଳି ଓ ସ୍ତ୍ରୀକୁ ମାଡ଼ ମାରିବା ଅଭିଯୋଗରେ ଗତକାଲି ସେ ଗିରଫ ହୋଇ ଜେଲକୁ ଆସିଥିଲେ । ଆଜି ଭୋର ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ବେକରେ ଗାମୁଛା ଲଗାଇ!-->…
ଯାତ୍ରା କଳାକାରଙ୍କୁ କମେଣ୍ଟ ମରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି
ଆଠଗଡ଼: ରଣକ୍ଷେତ୍ର ପାଲଟିଲା ଯାତ୍ରା ପେଣ୍ଡାଲ । ସାମାନ୍ୟ ବଚସାକୁ କେନ୍ଦ୍ର କରି ଯାତ୍ରା ପେଣ୍ଡାଲରେ ପିଟାପିଟି । ଚେୟାର୍ ଫିଙ୍ଗା ଫୋପଡା । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ନୂଆପାଟଣା ତଳ ସାହିର । ଚନ୍ଦନ ଯାତ୍ରାରେ ଗାଁରେ ଅପେରା ପଡିଥିଲା । ଯାତ୍ରା କଳାକାରଙ୍କୁ କମେଣ୍ଟ!-->…