Browsing Category

ଓଡିଶା

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଇନ୍ଧନ ଯାନ ବନ୍ଦ, ପ୍ରତି ଶନିବାର ଲାଗୁ ହେବ ନିୟମ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବନ୍ଦ ହୋଇଛି ଇନ୍ଧନ ଜାନ । ବାଇକ୍, କାର ଆଉ ଅଟୋ ଭଳି ଇନ୍ଧନ ଯାନକୁ ମୁଖ୍ୟ ଫାଟକରେ ଛଡ଼ା ଯାଉନି । ଏଣିକି ପ୍ରତି ଶନିବାର ଦିନ ଏହି ନିୟମକୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗୁ କରାଯିବ । ବିଶ୍ୱବିଦ୍ୟାଳୟରେ ପାଳନ ହେବ ଗ୍ରୀନ୍…

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍ କାଟ, ଜନସାଧାରଣ ଛଟପଟ

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍ କାଟ । ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହାସହ ଯୋଡ଼ି ହୋଇଯାଇଛି ବିଜୁଳି ସମସ୍ୟା । ତାତି ବଢିବା ସହ ବିଦ୍ୟୁତ କାଟ ଯୋଗୁ ଛଟପଟ ହେଉଛନ୍ତି ଜନସାଧାରଣ ! । ରାଜ୍ୟରେ ଏବେ ବିଦ୍ୟୁତ୍ ଚାହିଦା ସମସ୍ତ…

ନାବାଳକକୁ ଝୁଣିଦେଲେ କୁକୁର ପଲ, ଅବସ୍ଥା ଗୁରୁତର

ବ୍ରହ୍ମପୁର: ନାବାଳକକୁ ଝୁଣିଦେଲେ କୁକୁର ପଲ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁରରେ ଏପରି ଅଭାବନୀୟ ଘଟଣା ଘଟିଛି । ଜଣେ ନାବାଳକକୁ ଝୁଣି ମୁଣ୍ଡର ଖପୁରୀ ବାହାର କରିଦେଇଛନ୍ତି ବୁଲା କୁକୁର ପଲ । ନାବାଳକର ଖପୁରୀର ଗୋଟିଏ ସ୍ଥାନ ବାହାରି ପଡ଼ିଥିବା ଦେଖିବାକୁ ମିଳିଛି । …

ପୁଅର ମୃତ୍ୟୁ ଖବର ଶୁଣି ଜୀବନ ହାରିଲେ ବାପା

ଯାଜପୁର : ଯାଜପୁର ମଙ୍ଗଳପୁର ଥାନାରେ ଅଭାବନୀୟ ଘଟଣା ଘଟିଛି । କନିକାପଡା ପଞ୍ଚାୟତ ମାନସୀପାଟଣା ଗାଁରେ ଗୋଟିଏ ରାତିରେ ତିନି ତିନିଟି ମୃତ୍ୟୁ ଖବର ସାମ୍ନାକୁ ଆସିଛି । ପ୍ରଥମେ ବିଷ ପିଇଥିବା ଯୁବକଙ୍କୁ ମେଡିକାଲକୁ ଆଣିବାକୁ ଯାଇ ହୃଦଘାତରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପୁଅର…

ତ୍ରିକୋଣୀୟ ପ୍ରେମକୁ ନେଇ ପ୍ରେମିକାର ମାମୁ ଓ ମା କୁ ହାଣିଲା ପ୍ରେମିକ

ବାଲେଶ୍ବର: ବାଲେଶ୍ବରରେ ଘଟିଛି ଅଘଟଣ । ତ୍ରିକୋଣୀୟ ପ୍ରେମକୁ ନେଇ ହଣାକଟା । ପ୍ରେମିକାର ମାମୁ ଓ ମା କୁ ହାଣିଲା ପ୍ରେମିକ । ବାଲେଶ୍ବର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଷ୍ଟେସନ ପରିସରରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା । ସୂଚନା ମୁତାବକ ଗତକାଲି ପ୍ରେମିକା ନିଜ ମା ଓ ମାମୁ…

ସ୍ଥଗିତ ରହିଲା ରତ୍ନଭଣ୍ଡାର ଗଣତି କାର୍ଯ୍ୟ, ପୁଣି ଜୁନରୁ ହେବ ଆରମ୍ଭ

ପୁରୀ:ଆସନ୍ତାକାଲି ଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଗଣତି କାର୍ଯ୍ୟ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜୁନ୍‌ ମାସରେ ପୁଣି ଗଣତି ଆରମ୍ଭ କରିବାକୁ…

ଅଂଶୁଘାତରେ ବନ ବିଭାଗର ପାରା କର୍ମଚାରୀଙ୍କ ମୃତ୍ୟୁ

ମାଲକାନଗିରି : ଅସହ୍ୟ ଖରା, ତାତି, ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛି ସାରା ରାଜ୍ୟ। ତେବେ ଏହା ମଧ୍ୟରେ କିଛି ସ୍ଥାନରୁ ଅଂଶୁଘାତ ଜନିତ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଛି। ଶନିବାର ଅଂଶୁଘାତରେ ବନ ବିଭାଗର ପାରା କର୍ମଚାରୀଙ୍କ ମୃତ୍ୟୁ ହେବା ଭଳି ଏକ ଅଭାବନୀୟ ଘଟଣା…

ଦ୍ରୁତ ଗତିରେ ଆଗେଇ ଚାଲିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ମୌସୁମୀ ବାୟୁର ସକ୍ରିୟତା ବୃଦ୍ଧି ପାଇବା…

ଆସନ୍ତା ୨୬ରୁ ଜୁନ୍‌ ୩୦ ଯାଏଁ +୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ବର:ଚଳିତ ଶିକ୍ଷାବର୍ଷ (୨୦୨୬-୨୭) ପାଇଁ + ୨ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍‌ ୩୦ ଯାଏଁ ଛାତ୍ରୀଛାତ୍ର ଅନଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ୮ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ପ୍ରଥମ ପଯ୍ୟାୟରେ ଚୟନ ଛାତ୍ରୀଛାତ୍ର ଜୁଲାଇ…

ବଦଳିଲା OTET 2026 ପରୀକ୍ଷା ତାରିଖ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ଶୁକ୍ରବାର ଦିନ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) 2026 ପାଇଁ ତାରିଖ ପରିବର୍ତ୍ତନ କରିଛି । ତାଙ୍କର ସଦ୍ୟତମ ପ୍ରେସ୍ ବିଜ୍ଞପ୍ତିରେ, BSE, ଓଡ଼ିଶା ସୂଚନା ଦେଇଛି ଯେ ଜୁନ୍ 21 ତାରିଖରେ ହେବାକୁ ଥିବା OTET 2026…