Browsing Category

ଓଡିଶା

ଧରାପଡ଼ିଲେ ୫ ଜଣିଆ ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର : କମିଶନରେଟ ପୁଲିସ ଏକ ୫ ଜଣିଆ ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗକୁ ଧରିଛି। ସେମାନଙ୍କ ଠାରୁ ୪୫ ଗ୍ରାମ ସୁନା, ୧୦ଟି ସୁନା ଚେନ୍, ୪୦ ହଜାର ଟଙ୍କା, ଦୁଇଟି ବାଇକ୍, ୮ଟି ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ଗିରଫ ‍ଡକାୟତମାନେ ହେଉଛନ୍ତି- ବିଶ୍ୱଜିତ ଦାସ…

ବାହାନଗା ବଜାର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ

ନିଃସର୍ତ୍ତ ଅଫିସ : ବାହାନଗା ବଜାର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ । ଭୁବନେଶ୍ୱର CBI ଅଫିସରେ ହାଜର ପାଇଁ ସମନ କରାଯାଇଥିବା ସୂଚନା ମିଳିଛି । କରମଣ୍ଡଳ ଟ୍ରେନ ଦୁର୍ଘଟଣା ପୂର୍ବରୁ ସିଗ୍‌ନାଲ ଅବ୍ୟବସ୍ଥା ନେଇ ଷ୍ଟେସନ ମାଷ୍ଟର ଏସବି ମହାନ୍ତି ଅବଗତ ଥିଲେ । କିନ୍ତୁ ସେ ଏ ବାବଦରେ…

ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ୧୦ ତାରିଖ ଯାଏ ୟେଲାେ ଆଲର୍ଟ ଜାରି

ଭୁବନେଶ୍ୱର:ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା  ନେଇ ଚେତାବନୀ ଦେଲା ଭାରତୀୟ ପାଣିପାଗ ବିଭାଗ । ରବିବାର ଆଇଏମଡି ପକ୍ଷରୁ କୁହାଯାଇଛି, ସୋମବାର ସକାଳ ସୁଦ୍ଧା ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ଅନଗୁଳ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାର ଗୋଟିଏ ବା ୨ଟି ସ୍ଥାନରେ ପ୍ରବଳ ବର୍ଷା…

ପାଇକ ବିଦ୍ରୋହକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି

ଭୁବନେଶ୍ୱର: ପାଇକ ବିଦ୍ରୋହକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି । ପାଇକ ବିଦ୍ରାହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବା ନେଇ ରାଜ୍ୟ ବିଜେଡି ସରକାର କେନ୍ଦ୍ରକୁ ଦାୟୀ କରୁଛି । ଅନ୍ୟପକ୍ଷେ ପାଲଟା ଜବାବ ଦେଇ ବଜେପି କହିଛି ଓଡ଼ିଶାରେ ପାଇକ ସ୍କାରକୀ ନ କରିବା ଲାଗି ବିଜେଡି…

ଲକର ଭାଙ୍ଗିଲା ବେଳେ ବାଜିଲା ସାଇରନ୍‌, ଦୌଡ଼ି ପଳାଇଲେ ଲୁଟେରା

ଗଞ୍ଜାମ : ବ୍ୟାଙ୍କ ଗେଟ୍‌ ଭାଙ୍ଗିଲେ, ଭିତରେ ପଶିଲେ। ହେଲେ ଲକର ଭାଙ୍ଗିଲା ବେଳକୁ ବାଜି ଉଠିଲା ସାଇରନ୍‌। ସବୁ ଛାଡ଼ିଛୁଡ଼ି ଦୌଡ଼ି ପଳାଇଲେ ଲୁଟେରା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜରଡ଼ ଗାଁ ଛକ ନିକଟ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି ଉଦ୍ୟମ ବିଫଳ ହୋଇଛି…

ପ୍ରତି ସେକେଣ୍ଡରେ ହୀରାକୁଦକୁ ପ୍ରବେଶ କରୁଛି ୫୬ ହଜାର ୭୨୮ ଘନଫୁଟ ଜଳ

ସମ୍ୱଲପୁର : ପୁଣି ବଢ଼ିଲା ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶର ପରିମାଣ । ପ୍ରତି ସେକେଣ୍ଡରେ ହୀରାକୁଦକୁ ପ୍ରବେଶ କରୁଛି ୫୬ ହଜାର ୭୨୮ ଘନଫୁଟ ଜଳ । ବିଭିନ୍ନ କେନାଲ ଦେଇ ୩୬ ହଜାର ୩୧୫ ଘନଫୁଟ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୫ ଦଶମିକ ୦୬ ଫୁଟରେ ପହଞ୍ଚିଛି ।…

ବନ୍ଧୁକ, ଗୁଳି ସହ ୧୧ ଲକ୍ଷ ଟଙ୍କା ଜବତ, ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ସମ୍ବଲପୁର :ସମ୍ବଲପୁରର ୪ଟି ଥାନା ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ବନ୍ଧୁକ ରଖିବା ତଥା ଚାଲାଣ କରୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୮ଟି ବନ୍ଧୁକ, ୨୨ଟି ଗୁଳି, ୬ଟି ମୋବାଇଲ ଫୋନ୍‌, ୩ଟି ଗାଡ଼ି (ଗୋଟିଏ ପିକ୍‌ଅପ୍‌ ଭ୍ୟାନ, ଗୋଟିଏ ବୁଲେଟ…

କୃଷିମନ୍ତ୍ରୀଙ୍କ ଘର ସାମ୍ନାରେ ଶସ୍ତାରେ ପରିବା ବିକ୍ରି କଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର:ପନିପରିବାର ଦର ଆକାଶଛୁଆଁ ହୋଇଥିବାବେଳେ ଏହାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛି ଚାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ପକ୍ଷରୁ ଆଜି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ  ସ୍ୱାଇଁଙ୍କ ଘର ଗେଟ୍ ଆଗରେ ଛାତ୍ର କଂଗ୍ରେସ କର୍ମୀ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା । …

ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର, ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ପାଇଁ ସଜାଗ ପୋଲିସ୍

ଭୁବନେଶ୍ୱର: ଆସନ୍ତାକାଲି ପ୍ରଥମ ସୋମବାର ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ । ଏନେଇ ସ୍ୱତନ୍ତ୍ର ନୀତି କାନ୍ତି ପାଇଁ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଯୋଡା ଶ୍ରବଣ ହୋଇ ଥିବାରୁ ପୂର୍ବରୁ ନୀତି ର୍ନିଘଣ୍ଟ କରାଯାଇଛି । ଆସନ୍ତାକାଲି ଶ୍ରଦ୍ଧାଳୁ…

ଶାରଳା ମନ୍ଦିରରେ ଜାରି ହେଲା କଟକଣା, ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ୍ ମନା

ଜଗତସିଂହପୁର: ଜଗତସିଂହପୁର ମା’ ଶାରଳା ମନ୍ଦିରରେ ନୂଆ ନିୟମ ଲାଗୁ ହୋଇଛି । ମନ୍ଦିର ପରିଚାଳନା କମିଟି ବୈଠକରେ ନୂଆ ନିୟମ ନେଇ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ ନେବା ଉପରେ କଟକଣା ଲାଗିଛି । ମନ୍ଦିରରେ ଶୃଙ୍ଖଳା  ଆଣିବାକୁ ଏହି ନିୟମ ଲାଗୁ କରାଯାଇଛି । …