Browsing Category

ଓଡିଶା

ରାଜ୍ୟରେ ଅଚଳ ହେଲା ୫୧ ହଜାରରୁ ଅଧିକ ସିମ୍‌‌, ୨୪୧୭ ଡିଲର୍‌ଙ୍କୁ କଳା ତାଲିକାଭୁକ୍ତ କଲା ଟେଲିକମ୍‌‌ ବିଭାଗ

ଭୁବନେଶ୍ୱର : ଏଣିକି ମନ୍ଦ ଉଦ୍ଦେଶ୍ୟାରେ ସିମ୍‌‌ କାର୍ଡ ସଂଯୋଗ ନେବା ଆଉ ତାକୁ କାମରେ ଲଗାଇବା ସହଜ ହେବ ନାହିଁ। କିଛି ବି ଜାଲିଆତି ହୋଇଥିଲେ ଧରାପଡ଼ିବା ସୁନିଶ୍ଚିତ। ଏଥିପାଇଁ ଓଡ଼ିଶା ଟେଲିକମ୍‌‌ ବିଭାଗ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ ଫେସିଆଲ ରେକଗନିସନ୍‌‌ ପାୱାରଡ୍‌‌

ଛେଳିଗଡ଼ ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ

ଗଜପତି: ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ 5T ସଚିବ ଭି. କେ ପାଣ୍ଡିଆନ । ଗଜପତି ଜିଲ୍ଲା ଛେଳିଗଡ଼ ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ । ଟନେଲ ନିକଟରେ ପହଂଚି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଜଳସମ୍ପଦ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା

ଅପରେସନ ପରେ ଡିଏସପିଙ୍କ ଗୋଡରୁ ବାହାରିଲା ଗୁଳି…

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ମାଓ ଅପରେସନରେ ଗୁରୁତର ସ୍ପେଶାଲ୍‌ ଇଣ୍ଟେଲିଜେନ୍ସ ଓ୍ଵିଙ୍ଗ ଡିଏସପି ଅତୁଲ୍ୟ କୃଷ୍ଣ ଦାସଙ୍କୁ ଭୁବନେଶ୍ୱର ଏମ୍‌ସରେ ଭେଟିଲେ ପୋଲିସ ଡିଜି ସୁନୀଲ କୁମାର ବଂଶଲ । ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ତାଙ୍କ ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା ।

ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର : ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦାନ କରିପାରନ୍ତି ପ୍ରଧାନମନ୍ତ୍ରୀ। ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦାନ କରି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବାର

କାର ସିକ୍ରେଟ ଚାମ୍ବର ଭିତରୁ ଗଞ୍ଜେଇ ଜବତ

କଟକ: କାର ସିକ୍ରେଟ ଚାମ୍ବର ଭିତରେ ଗଞ୍ଜେଇ। ଏକ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ। ଏକ ଦାମୀ କାର ଜବତ। ଉତ୍ତରପ୍ରଦେଶର ଅମଜାଦ ଖାନ ଓ ତଭରେଜ ଗିରଫ। ଆନ୍ଧ୍ରପ୍ରଦେଶରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା ଗଞ୍ଜେଇ। ମଙ୍ଗୁଳି ନିକଟରେ ଧରିଲା

ଚର୍ଚ୍ଚାରେ ଧର୍ମେନ୍ଦ୍ରଙ୍କ ଚିଠି, ଅପରାଜିତାଙ୍କ ଟ୍ବିଟ୍‌…

ଭୁବନେଶ୍ବର: କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଏବଂ ଉନ୍ନତି ଦା‌ୟିତ୍ବ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ଦେବା ପ୍ରସଙ୍ଗରେ ବିଜେପିର ଆଭ୍ୟନ୍ତରୀଣ ଛକାପଞ୍ଝା ପଦାକୁ ଆସିଛି। ଆଜି (ମଙ୍ଗଳବାର) ସକାଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର

ଚେକ୍ ବାଉନ୍ସ ଘଟଣାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

କଟକ: ଚେକ୍ ବାଉନ୍ସ ପ୍ରସଂଗରେ ହାଇକୋର୍ଟ ଗୁରୁ୍ତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଚେକ୍ ବାଉନ୍ସ ଘଟଣାରେ ଯଦି ଅଭିଯୁକ୍ତ କମ୍ପାନିକୁ ପକ୍ଷଭୁକ୍ତ ନ କରି କେବଳ ଏହାର ନିର୍ଦ୍ଦେଶକଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିବ ତେବେ ଅଭିଯୋଗ ଗ୍ରହଣୀୟ ହେବ ନାହିଁ। ଅଭିଯୋଗକାରୀଙ୍କ ନିକଟରୁ ଧାନ

ପାଓ୍ଵାର ଚାନେଲରେ ଭାସି ଯୁବତୀ ନିଖୋଜ

ସମ୍ବଲପୁର : ବସିଥିଲେ, ହଠାତ୍‌ ମାଡ଼ି ଆସିଲା ପାଣି। ବୁର୍ଲା ପାଓ୍ଵାର ଚାନେଲରେ ଭାସି ଯୁବତୀ ନିଖୋଜ। ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାୱାର କେନାଲରେ ବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ହଠାତ୍‌ ପାଣି ମାଡ଼ି ଆସିବାରୁ ଦୁଇ ଜଣ ଯାକ ଭାସି ଯାଇଥିଲେ।

ମହାଠକର ଆକାଉଣ୍ଟରୁ ବାହାରିଲା ମାତ୍ର ୬୫ ଟଙ୍କା, ଟଙ୍କା ଗାୟବ ନେଇ STF ତାଜୁବ୍‌

ଭୁବନେଶ୍ୱର: ମହାଠକର ଆକାଉଣ୍ଟରୁ ବାହାରିଲା ମାତ୍ର ୬୫ ଟଙ୍କା। ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକିଥିବା ମନୋଜ ଆକାଉଣ୍ଟରୁ କୁଆଡେ ଗାୟବ ହେଲା ଏତେ ଟଙ୍କା। ତାକୁ ନେଇ ତାଜୁବ୍‌ STF। ୩ଟି ଆକାଉଣ୍ଟରୁ ୬୫ ଟଙ୍କା ବାହାରିବା ପରେ ଠକ ମନୋଜ ନାଁରେ ଆଉ କେତୋଟି ଆକାଉଣ୍ଟ ଅଛି ତାହା

ଆଜି ରାଜ୍ୟର ୧୮ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ

ଭୁବନେଶ୍ବର: କ୍ରମାଗତ ଦ୍ବିତୀୟ ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳର ଲୋକେ ଗ୍ରୀଷ୍ମପ୍ରବାହରେ ଛଟପଟ ହୋଇଛନ୍ତି। ପ୍ରାୟ ୨ ସପ୍ତାହ ପରେ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ଲହରିର ପ୍ରଭାବ ଦେଖିବାକୁ ମିଳିଛି। ଆଜି ରାଜ୍ୟର ୧୮ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ ରହିଛି। ବୌଦ୍ଧରେ କ୍ରମାଗତ ଭାବେ