Browsing Category

ଓଡିଶା

ଭୁବନେଶ୍ୱରରେ ଜି-୨୦ ସମ୍ମିଳନୀ : ଉଦଘାଟନ କଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ଜି-20 ଶିକ୍ଷା ୱାର୍କିଂ ଗ୍ରୁପର କର୍ମଶାଳା ଆରମ୍ଭ । କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁବାଷ ସରକାର କର୍ମଶାଳାକୁ ଉଦଘାଟନ କରିଛନ୍ତି । ଭୁବନେଶ୍ୱର ସିଏସଆଇଆର-ଆଇଆଇଏମଟିରେ ବିଭିନ୍ନ ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି । ଏହି ସେମିନାରରେ

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୪୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ । ଦିନକରେ ୫୦୦ ଉପରେ ରହିଛି ପଜିଟିଭ୍‌ କେସ୍‌। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୪୨ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩୯୩ । ଏହି ସମୟରେ ମୋଟ୍‌ ୭ହଜାର ୫୭୧ କୋଭିଡ୍‌ ଟେଷ୍ଟ ହୋଇଛି । ଜଣଙ୍କ ଜୀବନ ନେଇଛି ମାରାତ୍ମକ

ମେ’ ୨୨ରୁ ମୁଖ୍ୟମନ୍ତ୍ରୀ କରିବେ ବିଭିନ୍ନ ବିଭାଗର ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ ହେବ ମେ ୨୯ରେ । ରାଜ୍ୟବାସୀଙ୍କୁ ସରକାର ଦେବେ ସଫଳତାର ହିସାବ। ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ । ମେ ୨୨ରୁ ବିଭିନ୍ନ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ସବୁ ମନ୍ତ୍ରୀ ଦେବେ ନିଜ ବିଭାଗର ୫

ପରକିଆ ପ୍ରୀତିରୁ ହତ୍ୟା ଉଦ୍ୟମ, ପତ୍ନୀ ପ୍ରେମିକର ତଣ୍ଟି କାଟି ସ୍ୱାମୀ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ତୁରୁମୁଙ୍ଗା ମଝି ସାହିରେ ପରକିଆ ପ୍ରୀତିକୁ ନେଇ ପତ୍ନୀ ପ୍ରେମିକର ତଣ୍ଟି କାଟି ଥିବା ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ବାରିଆ ଥାନା ବଳା ଗ୍ରାମର ଚିନ୍ମୟ ମୁଣ୍ଡା (୩୨) ବୋଲି ଜଣାପଡିଛି। ତୁରୁମୁଙ୍ଗା ମଝିସାହିର ଭାଗୀରଥି ମୁଣ୍ଡା

ଜଙ୍ଗଲରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଢେଙ୍କାନାଳ: ଯାତ୍ରା ଦେଖିବାକୁ ଯାଇ ଗାଁକୁ ଫେରିନଥିଲେ ଯୁବକ। ଆଜି ସକାଳେ କାଜୁ ଜଙ୍ଗଲରୁ ମିଳିଲା ମୃତଦେହ। ଯୁବକଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ଖୁକୁଣ୍ଡି ଗୋଠ ନିକଟରେ। ମୃତ

ବିବାହ ଉତ୍ସବକୁ ଆସି ନିଖୋଜର ୩ ଦିନ ପରେ ମିଳିଲା ମୃତଦେହ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା କୁକୁରପେଟା ଗ୍ରାମକୁ ୩ ଦିନ ତଳେ ଜଣେ ଯୁବକ ଏକ ବିବାହ ଉତ୍ସବକୁ ଆସି ନିଖୋଜ ଥିବା ବେଳେ ଆଜି ତାଙ୍କ ମୃତଦେହ ବାଲିପଟ୍ଟା ତେଲିପୋଲ ନିକଟରୁ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ଠାକୁରଗଡ ଥାନା କରଡାବାହାଳ ଗ୍ରାମର ଅମର ସାହୁ ବୋଲି

ସିମାନ୍ତ ଛତିଶଗଡ଼ରେ ବଡ଼ଧରଣର ନକ୍ସଲ ହମ୍‌ଲାରେ ୧୧ ଯବାନ ସହିଦ…

ମାଲକାନଗିରି :ସୀମାନ୍ତ ଛତିଶଗଡର ଦନ୍ତେୱାଡାରେ ବଡ ଧରଣର ନକ୍ସଲ ଆକ୍ରମଣ ନକ୍ସଲ ଆକ୍ରମଣ । କୁମ୍ବି ଅପରେସନ ସାରି ଫେରୁଥିବା (DRG) ଯବାନଙ୍କ ଗାଡିକୁ ଆଇଡି ବିସ୍ଫୋରଣ ଦ୍ୱାରା ନକ୍ସଲ ମାନେ ଉଡାଇଦେଥିବା ସୂଚନା ମିଳିଛି । ଏହି ଆକ୍ରମଣ ରେ ୧୦ଜଣ ଯବାନ ସହିତ ଜଣେ ଗାଡିଚାଳକ ସହ ସହିଦ

୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାର ୧୦୬ଟି

ବଢ଼ିବ ଛେନା-ପନୀର ଦର

କଟକ : ଶାକାହାରୀଙ୍କୁ ଏକ ବଡ ଝଟକା ଲାଗିବାକୁ ଯାଉଛି। ହୋଟେଲ, ରେସ୍ତୋରାଁରେ ଖାଇବା ପୂର୍ବରୁ ଚାରିଥର ଭାବିବେ। କାରଣ ଛେନା ଓ ପନୀର ମହଙ୍ଗା ହେବ। କଟକରେ ଏହି ଦୁଗ୍ଧ ଜାତୀୟ ଦ୍ରବ୍ୟର ଦର ବୃଦ୍ଧି ପାଇବ। ଏନେଇ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ

ଜାଲ ସାର୍ଟିଫିକେଟ ମାମଲାରେ କାର୍ଯ୍ୟାନୁଷ୍ଠାନ, ୩ ପୋଷ୍ଟ ମାଷ୍ଟର ନିଲମ୍ବିତ

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଜାଲ ସାର୍ଟିଫିକେଟ ମାମଲାରେ କାର୍ଯ୍ୟାନୁଷ୍ଠାନ । ୩ ପୋଷ୍ଟ ମାଷ୍ଟର ନିଲମ୍ବିତ । ନକଲି ସାର୍ଟିଫିକେଟ ଦେଇ କେନ୍ଦ୍ରାପଡା ଡାକ ବିଭାଗରେ ଚାକିରୀ କରିଥିବା ୩ ପୋଷ୍ଟ ମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି। ସମସ୍ତଙ୍କ ବିରୋଧରେ ଟାଉନ ଥାନାରେ ମାମଲା ରୁଜୁ