Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଟ୍ରେନ୍ ଟଏଲଟରେ ମହିଳାଙ୍କ ମୃତଦେହ ମିଳିବା ଘଟଣା, ପୋଷ୍ଟର ଲଗାଇଲା GRP
ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରେ ଏକ ଟ୍ରେନ ଟଏଲଟରେ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଷ୍ଟର ଲଗାଇଲା GRP। ମୃତ ମହିଳାଙ୍କ ପରିଚୟ ଜାଣିବାକୁ ଭୁବନେଶ୍ୱର ଷ୍ଟେସନ, ରାଜ୍ୟ ବାହାର ଷ୍ଟେସନ ଓ ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ପୋଷ୍ଟର ଲଗାଯାଇଛି। ସେଥିରେ ମହିଲାଙ୍କ!-->…
ଝଡ଼ ବର୍ଷା ସହ କୁଆପଥର ମାଡ଼ରେ ଅସ୍ତବ୍ୟସ୍ତ ୭ ଗାଁ ଲୋକ
ନବରଙ୍ଗପୁର: କାଳ ହେଲା କାଳବୈଶାଖୀ । ତାଣ୍ଡବ ରଚିଛି । ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ । ଆକାଶରୁ ଖସିଲା ଗଦା ଗଦା କୁଆପଥର । ଏଦୃଶ୍ୟ ନବରଙ୍ଗପୁର ଜିଲ୍ଲା ପୂଜାରୀଗୁଡା ପଞ୍ଚାୟତର । ଝଡ଼ ବର୍ଷା ସହ କୁଆପଥର ମାଡ଼ରେ ଅସ୍ତବ୍ୟସ୍ତ ହୋଇଛି ୭ ଖଣ୍ଡ ଗାଁ ଲୋକ । ଏତେ କୁଆପଥର!-->…
ଭୁବନେଶ୍ୱରରେ ଦୁଇ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ
ଭୁବନେଶ୍ୱର: ଭୁବନେଶ୍ୱରରେ ଦୁଇ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ । ଜଣେ ଛାତ୍ରଙ୍କର ଆପାର୍ଟମେଣ୍ଟର ୮ ମହଲା କୋଠାରୁ ଖସି ପ଼ଡି ମୃତ୍ୟୁ ହୋଇଛି । ଆଉ ଜଣେ କଲେଡ ହଷ୍ଟେଲରେ ଫ୍ୟାନରେ ଝୁଲି ପଡ଼ିଲେ । ଚନ୍ଦ୍ରମା ଆପାର୍ଟମେଣ୍ଟରୁ ଖସି ନ୍ୟାସନାଲ୍ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ର ଅନିରାଜ!-->…
ଓଡ଼ିଶାର ପ୍ରଥମ ହିନ୍ଦୀ-ଅବଧୀ ଭାଷାର ସ୍ମାର୍ଟ ସିନେମାର ମହୁରତ…
ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ବ୍ଲକ୍ ଅନ୍ତର୍ଗତ ଐତିହାସିକ ଗ୍ରାମ କବିତୀର୍ଥ ସାନପଦର ତୃତୀୟା ଦେବ (ଜଗନ୍ନାଥ) ମନ୍ଦିରରେ ଓଡ଼ିଶାରେ ପ୍ରସ୍ତୁତ ହେବାକୁ ଯାଉଥିବା ପ୍ରଥମ ହିନ୍ଦୀ-ଅବଧି ଭାଷାର ସିନେମା "ଦି ୱେ ଅଫ୍ ଲାଇଫ୍"ର ଶୁଭ ମହୁରତ୍ ଆଜି ଅକ୍ଷୟ ତୃତୀୟାରେ ଅନୁଷ୍ଠିତ!-->…
ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ, ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ
ପୁରୀ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଛି । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତ ମାନେ ରଥଖଳାରେ ପହଞ୍ଚିବା ପରେ ସେଠାରେ ସୁନା କୁରାଢିରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ!-->…
ସମ୍ପର୍ଣ ହେଲା ସମ୍ବଲପୁର ର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ର ଆଦ୍ୟ କାର୍ଯ୍ଯକ୍ରମ ଥାଳଉଠା ପର୍ବ
ସମ୍ବଲପୁର : ସମ୍ପର୍ଣ ହେଲା ସମ୍ବଲପୁର ର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ର ଆଦ୍ୟ କାର୍ଯ୍ଯକ୍ରମ ଥାଳଉଠା ପର୍ବ । ସମ୍ପୂର୍ଣ ରୀତି ନୀତି ଅନୁଯାୟୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ଥାଳ ଉଠା । ଆଜି ପବିତ୍ର ଅକ୍ଷୟ ତୃତୀୟା ରେ ସହରର ପ୍ରସିଦ୍ଧ ଶିବାଳୟ ଗୁଡିକରେ ଅନୁଷ୍ଠିତ!-->…
ବିଜେଡି କାର୍ଯ୍ୟାଳୟରେ ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ବୟାନକୁ ନେଇ ଚର୍ଚ୍ଚା
ଭୁବନେଶ୍ବର: ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ବୟାନକୁ ନେଇ ଚର୍ଚ୍ଚା। ଶଙ୍ଖ ଭବନ ଲୋକାର୍ପଣ ଉତ୍ସବରେ ତଥାଗତ ଶତପଥୀଙ୍କୁ ଦେଖିବାକୁ ମିଳିଥିଲା । ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଥିଲେ, କୌଣସି ଦଳରେ ନାହିଁ। ସାମ୍ବାଦିକ ଭାବେ ଆଜି ଶଙ୍ଖ ଭବନ ଲୋକାର୍ପଣ ଉତ୍ସବକୁ ଆସିଥିଲି। ବିଜେଡି!-->…
ଭୁବନେଶ୍ୱର ଠାରେ ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ” ଉଦଘାଟିତ
ଆବାହାମାନକାଳରୁ ଓଡ଼ିଶାର ପରମ୍ପରାରେ ଦକ୍ଷତା ରହିଛି- ଧର୍ମେନ୍ଦ୍ର ପ୍ରଧାନ
• ଜି-୨୦ ଜନଭାଗିଦାରୀରେ ଓଡ଼ିଶାବାସୀଙ୍କ ଯୋଗଦାନ ଉତ୍ସାହପୂର୍ଣ୍ଣ, ଜି- ୨୦ର ମ୍ୟାସେବ୍ୟାପୀ ଚାଲିଥିବା କାର୍ଯ୍ୟକ୍ରମରେ ଓଡ଼ିଶାର ୧ ଲକ୍ଷ ଯୁବବର୍ଗଙ୍କ ଅଂଶଗ୍ରହଣ ପ୍ରଶଂସନୀୟ• ଉଦଘାଟିତ ପ୍ରଦର୍ଶନୀ ଡିଜିଟାଲ!-->!-->!-->…
ଟ୍ରକ ମାଡିଯାଇ ୭ବର୍ଷର ନାବାଳିକାର ମୃତ୍ୟୁ: ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ
ରେଢାଖୋଲ: ଟ୍ରକ ଚାପାରେ ୭ବର୍ଷର ନାବାଳିକାର ମୃତ୍ୟୁ ପରେ ଉତ୍ତେଜନା। ରାସ୍ତା ଉପରେ ମୃତଦେହ ରଖି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ। ରେଢାଖୋଲ ଥାନା ୫୫ ନଂ ଜାତୀୟ ରାଜପଥର ଝରଣପଦା ଗାଁ ନିକଟରେ ଦୁର୍ଘଟଣା। ରାସ୍ତା କଡ଼ରେ କେନ୍ଦୁ, ଚାର ଆଦି ବିକ୍ରୀ କରୁଥିବା ନାବାଳିକା ଉପରେ!-->…
ଭୁବନେଶ୍ୱର ମହାରାଜା ସିନେମା ହଲ ପାର୍କିଂ ପ୍ଲେସରେ ଯୁବକ ଓ ମହିଳା ପିଟାପିଟି
ଭୁବନେଶ୍ବର: ଗାଡ଼ି ପାର୍କିଂକୁ ନେଇ ତୁମୁଳକାଣ୍ଡ। ଭୁବନେଶ୍ୱର ମହାରାଜା ସିନେମା ହଲ ପାର୍କିଂ ପ୍ଲେସରେ ଯୁବକ ଓ ମହିଳା ପିଟାପିଟି। ଗାଡ଼ି ପାର୍କିଂକୁ ନେଇ ପ୍ରଥମେ ବଚସା ହେବା ପରେ ମାଡ଼ପିଟ ହୋଇଛି। ଯୁବତୀ ଜଣକ କାରର ବନେଟ ଉପରେ ବସି କାରକୁ ବାହାରକୁ ଛାଡ଼ିନଥିଲେ। ତାଙ୍କ ସହ ଥିବା ଯୁବକ!-->…