Browsing Category

ଓଡିଶା

ଆଜି ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର

ଝାରସୁଗୁଡା : ଅସହ୍ୟ କଲାଣି ତାତି। ତା’ସାଙ୍ଗକୁ ଗୁଳୁଗୁଳି। ମଝିରେ ମଝିରେ ଝାଞ୍ଜି ବୋହୁଥିବାରୁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୧୦ଟା ପରେ ଘରୁ ବାହାରିବାକୁ ନିରାପଦ ମଣୁନାନ୍ତି। ଆଜି ଝାରସୁଗୁଡ଼ା ହେଉଛି ସବୁଠାରୁ ଉତ୍ତପ୍ତ ସହର। ଏଠି ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ

ଝାରସୁଗୁଡ଼ାରୁ ନିଖୋଜ ନାବାଳକକୁ ବିଳାସପୁରରୁ ଉଦ୍ଧାର କଲା ପୁଲିସ

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ନିଖୋଜ ନାବାଳକକୁ ଛତିଶଗଡ଼ର ବିଳାସପୁରରେ ଠାବ କରାଯାଇଛି। ଏନେଇ ଝାରସୁଗୁଡ଼ା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୁଲିସ କହିଛି ଯେ ଉକ୍ତ ନାବାଳକକୁ କେହି ଅପହରଣ କରି ନ ଥିଲେ, ବରଂ ସେ ନିଜ ଇଚ୍ଛାରେ ଟ୍ରେନରେ ଯାଉଥିଲା। ଏବେ ନାବାଳକକୁ ବିଳାସପୁରରୁ

କରୋନା ମୁକାବିଲା ପାଇଁ ମକଡ୍ରିଲ୍‌…

ନୂଆଦିଲ୍ଲୀ :ପୁଣି ଥରେ ମୁଣ୍ଡ ଟେକିଲାଣି କରୋନା। ଡରାଇଲାଣି କରୋନାର ସବ୍ ଭାରିଆଣ୍ଟ XBB1.16 । ମହାମାରୀ ଏବେ ଉପରମୁହାଁ ଥିବା ବେଳେ ମାସେ ଭିତରେ ପିକ୍‌ ଆସିପାରେ ବୋଲି ଚେତାବନୀ ଦେଲେଣି ବିଶେଷଜ୍ଞ । ତେଣୁ ମୁକାବିଲା ପାଇଁ କେନ୍ଦ୍ର ଆଡଭାଇଜରି ଅନୁସାରେ ରାଜ୍ୟରେ ଆରମ୍ଭ ହେଲାଣି

ଝାରସୁଗୁଡା ଉପନିର୍ବାଚନ ପାଇଁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା କଂଗ୍ରେସ…

ଝାରସୁଗୁଡା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କଲା ଦଳ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ତରୁଣଙ୍କ ନାଁରେ ମୋହର ମାରିଛନ୍ତି। ଏନେଇ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ

ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ହାଜର ହେଲେ ଅର୍ଚ୍ଚନା ଓ ଜଗବନ୍ଧୁ

ଭୁବନେଶ୍ବର: ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ହାଜର ହେଲେ ଅର୍ଚ୍ଚନା ଓ ଜଗବନ୍ଧୁ । ଇଡି ଓ ଖଣ୍ଡଗିରି ଥାନା ମାମଲାରେ ସେମାନେ ହାଜର ହୋଇଛନ୍ତି । ଶ୍ରଦ୍ଧାଞ୍ଜଳି କାହିଁକି ହାଜର ହେଉନାହାନ୍ତି ବୋଲି କୋର୍ଟରେ ପ୍ରଶ୍ନ ଉଠାଇଛନ୍ତି ଅର୍ଚ୍ଚନା । ତାଙ୍କ ପାଇଁ କଣ ଆଇନ ଅଲଗା ବୋଲି କହିଲେ ଅର୍ଚନା

ପୁରୀରେ ଆଜିଠୁ ଇଭିଏମ ଟେଷ୍ଟିଂ ଆରମ୍ଭ

ପୁରୀ: ପୁରୀରେ ଆଜିଠୁ ଇଭିଏମ ଗୁଡିକର ଟେଷ୍ଟିଂ ଆରମ୍ଭ ହୋଇଛି । ପୁରୀ ଜିଲ୍ଲାକୁ ହାଇଦ୍ରାବାଦ ସ୍ଥିତ ଇସି ଆଇଏଲ କମ୍ପାନୀରୁ ସମ୍ପୂର୍ଣ୍ଣ ନୂଆ ଇଭିଏମ ପହଞ୍ଚିଛି । ୪୧୦୦ ବାଲାଟ ୟୁନିଟ ଓ ୪୧୦୦ କଣ୍ଟ୍ରୋଲ ୟୁନିଟ ପୁରୀରେ ପହଞ୍ଚିଥିଲା । ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ରାଜନୈତିକ

ଜାଲି ସାର୍ଟିଫିକେଟ ଦେଇ ଚାକିରି ପାଇଥିବା ୧୨ ଶିକ୍ଷକ ବହିଷ୍କୃତ…

ଫୁଲବାଣୀ : ନକଲି ଶିକ୍ଷା ପ୍ରମାମଣପତ୍ର ବା ସାର୍ଟିଫିକେଟ ଦେଇ ସରକାରୀ ସ୍କୁଲରେ ଚାକିରି କରୁଥିବା ୧୨ ଶିକ୍ଷକ ବହିଷ୍କୃତ। କନ୍ଧମାଳ ଜିଲ୍ଲାରୁ ଏହି ଘଟଣା ସାମ୍ନାକୁ ଆସିଛି। ଫେକ୍‌ ସାର୍ଟିଫିକେଟ ଓ ଜବ୍ ରାକେର୍ଟ ରାଜ୍ୟରେ କାୟା ବିସ୍ତାର କରିଥିବା ଘଟଣା ଅଲୋଚନାର ବିଷୟ ହୋଇଥିବା ବେଳେ

ନକଲି ସାର୍ଟିଫିକେଟ ଦେଇ ସରକାରୀ ଶିକ୍ଷକ ଚାକିରି, ୩୦୦ ଅଭିଯୋଗରୁ ଅନେକ ସତ

ଭୁବନେଶ୍ୱର : କେଉଁମାନେ ନକଲି ସାର୍ଟିଫିକେଟ ଦେଇ ସରକାରୀ ସ୍କୁଲମାନଙ୍କରେ ଶିକ୍ଷକ ଚାକିରି କରିଛନ୍ତି, ସେ ସଂପର୍କରେ ଆସନ୍ତା ଦୁଇ ଦିନ ଭିତରେ ରିପୋର୍ଟ ଦେବେ ବିିଇଓ ଓ ଡିଇଓ। ଖାଲି ଏତିକି ନୁହେଁ, ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସଂପର୍କରେ ରିପୋର୍ଟ

ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲା, ଆଉ ୪ ଅଟକ

ବଲାଙ୍ଗିର: ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲାରେ ଆଉ ଚାରି ଜଣ ଅଟକ । କ୍ରାଇମ ବ୍ରାଞ୍ଚର ସେମାନଙ୍କୁ ପଚରା ଉଚରା କରୁଛି । ଦୁଇ ଦିନ ଭିତରେ ମୋଟ ୭ ଜଣଙ୍କୁ ଅଟକ ରଖିଲାଣି । ଏମାନଙ୍କ ଭିତରେ କିଛି ଦଲାଲ ଓ ସରକାରୀ ଚାକିରିଆ ଥିବା ସୂଚନା ମିଳିଛି । ଗତ ଦଶ ଦିନ ହେଲା ବଲାଙ୍ଗିରରେ

ସୋର ଟ୍ରକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ସୋର : ଟ୍ରକ୍ ଧକ୍କାରେ ଜଣେ ମୃତ ଜଣେ ଗୁରୁତର । ସୋର ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଛକ ନିକଟରେ ଦୁର୍ଘଟଣା । ବାଲିଆପାଳରୁ କଟକ ଯାଉଥିବା କ୍ଷୀର ଗାଡିର ଡ୍ରାଇଭର ଓ ହେଲପର୍‌ ଗାଡିରୁ ଓହ୍ଲାଇ ତଳେ ଠିଆ ହୋଇଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ଏକ ଟ୍ରକ୍ । ଟ୍ରକ ଧକ୍କାରେ