Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଦିନେ ଦୁଇ ଦିନ ଭିତରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବ ବିଜେପି: ମନମୋହନ ସାମଲ
ଭୁବନେଶ୍ବର: ଡବଲ୍ ଇଞ୍ଜିନ ସରକାର ଲକ୍ଷ୍ୟ ନେଇ ଓଡ଼ିଶା ବିଜେପି କାମ କରୁଛି ଏବଂ ସେନେଇ ଯୋଜନା ପ୍ରସ୍ତୁତ ହୋଇଛି। ଦିଲ୍ଲୀ ଗସ୍ତରୁ ଫେରିବା ପରେ ଏଭଳି ସୂଚନା ଦେଇଛନ୍ତି ଓଡ଼ିଶା ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ। ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ରାଜ୍ୟରେ ସରକାର କରିବା!-->…
ରାଜ୍ୟରେ କେତେ ଶିକ୍ଷିତ ବେକାର ପାଉନାହାନ୍ତି ଚାକିରି, କେତେ ମଲେଣି ଦାଦନ ଶ୍ରମିକ ?; ତଥ୍ୟ ରଖିଲା ବିଜେପି…
ଭୁବନେଶ୍ୱର : ନିର୍ବାଚନକୁ ତତ୍ତ୍ୱାବଧାନ କରୁଥିବା ଏଡିଆର ତାହାର ରିପୋର୍ଟରେ ବିଜେଡି ଦେଶର ୩୬ ଆଞ୍ଚଳିକ ରାଜନୈତିକ ଦଳ ଭିତରୁ ଧନୀ ବୋଲି ପ୍ରକାଶ କରିଛି। ସେପଟେ ସିଏଜି ଜାରି କରିଥିବା ରିପୋର୍ଟ ମୁତାବକ ଓଡ଼ିଶାରେ ଉତ୍ପାଦିନ ଖଣିଜ ପଦାର୍ଥରୁ ୫୦ ହଜାର କୋଟି ଟଙ୍କାର ରୟାଲିଟି ମିଳୁଛି!-->…
“ସର୍ବଭାରତୀୟ ସ୍ତରର ଅଧିକାରୀ ଜଣେ ଜଣେ ଡକାୟତ”, ବିବାଦୀୟ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ
ଜଳେଶ୍ୱର: ପୁଣି ବିବାଦ ଘେରରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ସର୍ବଭାରତୀୟ ସ୍ତରର ଅଧିକାରୀ ଜଣେ ଜଣେ ଡକାୟତ । ତାଙ୍କଠୁ ବଡ଼ ଡକାୟତ ପୃଥିବୀରେ କେହି ନାହାନ୍ତି । ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।
!-->!-->!-->…
ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ +୨ ପରୀକ୍ଷା ଫଳ
ଭୁବନେଶ୍ଵର : ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି, ଆସନ୍ତାକାଲିଠାରୁ ପ୍ରଥମେ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୨୩ ଯାଏ ଚାଲିବ। ଦ୍ଵିତୀୟ ପର୍ଯ୍ୟାୟ!-->…
କ୍ୟାବିନେଟ ବୈଠକ: ୭ଟି ପ୍ରସ୍ତାବରେ ବାଜିଲା ମୋହର
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ପ୍ରଥମ ଡିଜିଟାଲ କ୍ୟାବିନେଟ ବୈଠକ। ପ୍ରଥମ ଥର ଡିଜିଟାଲ ଗଭର୍ଣ୍ଣାନ୍ସରେ ଡିଜିଟାଲ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସାତଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିଲା ମୋହର। FPO ପାଇଁ ଆରମ୍ଭ ହେବ ସହାୟତା ପାଣ୍ଠି । ଓଡ଼ିଶା ପରିବାର!-->…
କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଘରୁ ଲୁଟ, ୧୨ ଘଣ୍ଟା ଭିତରେ ଲୁଟେରାଙ୍କୁ କାବୁ କଲା ପୋଲିସ
ଭୁବନେଶ୍ବର: ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ସଫଳତା। ଲୁଟର ୧୨ ଘଣ୍ଟା ମଧ୍ୟରେ ଲୁଟେରାଙ୍କୁ ଧରିଲା ପୋଲିସ। ଗତକାଲି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଘରୁ ହୋଇଥିଲା ଲୁଟ। ଆପୋଲୋ ବିହାର ପ୍ଲଟ ନମ୍ବର ୭ରୁ ଝରକା ତାଡି ହୋଇଥିଲା ଲୁଟ। ବିକ୍ରମ ବର୍ମାଙ୍କ ଘର ଝରକା ତାଡି ସୁନା,!-->…
ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
ଫୁଲବାଣୀ :ସାମାନ୍ୟ କଳିରୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କ୍ରାଣ୍ଡିବାଲି ଗାଁରେ।
ମୃତ ମହିଳାଙ୍କ ନାଁ ଲକ୍ଷ୍ମୀ ବିନ୍ଧାଣି। ତାଙ୍କ ସ୍ୱାମୀଙ୍କ ନାଁ ନାରାୟଣ ବିନ୍ଧାଣି। ନାରାୟଣଙ୍କୁ!-->!-->!-->…
ଜିଲ୍ଲାରେ ପ୍ରତିଷ୍ଠା ହେବ ଆଉ ଏକ ଶିଳ୍ପାଞ୍ଚଳ, ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି
ସୁନ୍ଦରଗଡ଼ //ରାଉରକେଲା: ରାଉରକେଲା, କଲୁଙ୍ଗା ପରେ କୁଆରମୁଣ୍ଡା ରିଉଁରେ ପ୍ରତିଷ୍ଠା ହେବାକୁ ଯାଉଛି ଆଉ ଏକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାଞ୍ଚଳ। ୧୩୨ ଏକର ଜାଗାରେ ପ୍ରତିଷ୍ଠା ହେବାକୁ ଯାଉଥିବା ଶିଳ୍ପାଞ୍ଚଳ ଯୁବ ଶିଳ୍ପୋଦ୍ୟୋଗୀଙ୍କୁ ସୁଯୋଗ ମିଳିବ। ଏଥିସହ ସ୍ଥାନୀୟ ଶିଳ୍ପତାଲିମ ପାଇଥିବା!-->…
ନିର୍ମାଣର ଦୁଇମାସ ପରେ ଭୁଶୁଡ଼ିଲା ରମାଦେବୀ ବିଶ୍ୱବିଦ୍ୟାଳୟ ପାଚେରି
ରମାଦେବୀ ବିଶ୍ଵବିଦ୍ୟାଳୟର ପାଚେରି ଭୁଶୁଡ଼ି ଯାଇଛି। ପ୍ରାୟ ୧୦୦ ଫୁଟ ଲମ୍ବର ତଥା ୧୨ ଫୁଟ ଉଚ୍ଚର ପାଚେରି ଭୁଶୁଡ଼ି ପଡ଼ିଛି। ଜନପଥ ପଟକୁ ରହିଥିବା ଏହି ପାଚେରି ଭୁଶୁଡ଼ି ବିଶ୍ୱବିଦ୍ୟାଳୟରେ ବଗିଚାରେ ପଡ଼ିଛି। ତେବେ ସୌଭାଗ୍ୟବଶତଃ ପାଚେରି ଭୁଶୁଡ଼ି ସମୟରେ ବଗିଚାରେ କେହି ନଥିଲେ। ତେଣୁ!-->…
ଜୁନାଗଡ଼-ନବରଙ୍ଗପୁର ରେଳପଥକୁ ମଞ୍ଜୁରି
ନବରଙ୍ଗପୁର : ବହୁ ପ୍ରତୀକ୍ଷିତ ଜୁନାଗଡ଼-ନବରଙ୍ଗପୁର ରେଳପଥକୁ ମଞ୍ଜୁରି ଦେଇଛନ୍ତି କେନ୍ଦ୍ର ସରକାର। ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଅଧୀନରେ ଥିବା ଏନ୍ପିଜିର ଅଧିବେଶନରେ ୧୧୬କିମି ବିଶିଷ୍ଟ ବ୍ରଡ-ଗଜ୍ ଲାଇନ୍କୁ କାର୍ଯ୍ୟକାରୀ କରିବା ନିମନ୍ତେ ଅନୁମତି ଦିଆଯାଇଛି। ଯାହାଫଳରେ!-->…