Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଯୁବକର ଆକ୍ରମଣରେ ବୃଦ୍ଧାଙ୍କ ସମେତ ୩ ଗୁରୁତର
ମୟୂରଭଞ୍ଜ/ଚିତ୍ରଡ଼ା: ଜନୈକ ଯୁବକର ଅତର୍କିତ ଆକ୍ରମଣରେ ତିନିଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଗୁରୁତର ତିନିଜଣଙ୍କ ମଧ୍ୟରୁ ବୃଦ୍ଧାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ କି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧିନ ଜୁଆଳିଭଙ୍ଗା ପଞ୍ଚାୟତର କାଳିଆନାଳ ଗ୍ରାମରେ!-->…
ଗେଟ ସୋ ଆପ ଜରିଆରେ ବଡ଼ ଠକେଇ: ଅଭିଯୁକ୍ତକୁ ଗିରଫ କଲା ଇଓଡବ୍ଲ୍ୟୁ
ଭୁବନେଶ୍ବର: ଗେଟ ସୋ ଆପ ଜରିଆରେ ବଡ଼ ଠକେଇର ପର୍ଦାଫାସ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ୯ କୋଟି ଟଙ୍କାର ଠକେଇ ଅଭିଯୋଗରେ, ପୁନେରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଇଓଡବ୍ଲ୍ୟୁ। ଏନେଇ ସୂଚନା ଦେଇଛନ୍ତି ଇଓଡବ୍ଲ୍ୟୁ ଏସପି ଦିଲୀପ ତ୍ରିପାଠୀ।
ତାଙ୍କର!-->!-->!-->…
ପୁଣି ଗୁହାଳରୁ ଟେକି ନେଇ ବାଛୁରିକୁ ମାରି ଖାଇଲା ବାଘ…
ନୂଆପଡ଼ା : ନୂଆପଡ଼ାରେ ଥମୁନି ବାଘ ଆତଙ୍କ। ସୁନାବେଡ଼ା ଅଭୟାରଣ୍ୟ ପରେ କୋମନା ବ୍ଳକ ବେଲରଦନା ଗାଁରେ ବାଘ ଭୟ। ଗତକାଲି ରାତିରେ ବେଲରଦନା ଗାଁର ଅର୍ଜୁନ ଧରୁଆଙ୍କ ବାଛୁରୀକୁ ଗୁହାଳରୁ ଟାଣିନେଇ ମାରିଖାଇଥିବା ଅଭିଯୋଗ ହୋଇଛି। ସକାଳେ ବାଛୁରୀ ଗୁହାଳରେ ନଥିବାରୁ ପରିବାର ଲୋକେ!-->…
ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ କଂଗ୍ରେସର ବିକ୍ଷୋଭ
ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ ଏଜି ଛକରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଚାଲିଥିବା ବେଳେ ଘଟଣାସ୍ଥଳରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ବିଧାୟକ ସୁର ରାଉତରାୟଙ୍କୁ ପୁଲିସ ଉଠାଇନେଇଥିବାର ଖବର ମିଳିଛି।
ରାଜଧାନୀରେ ବିଧାନସଭା ଘେରାଉ ପାଇଁ ଉଦ୍ୟମ କରିଛି!-->!-->!-->…
ନକଲି ସାର୍ଟିଫିକେଟ ମାମଲା: କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ…
ବଲାଙ୍ଗୀର: ନକଲି ସାର୍ଟିଫିକେଟ ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଆଜି ୫ ଜଣିଆ ଟିମ୍ ଟାଉନ ଥାନାରେ ପ୍ରଥମେ ପହଞ୍ଚି ମାମଲାର ସବୁ ଜବତ କାଗଜପତ୍ର ନିଜ ହାତକୁ ନେଇଛି। ଆଜି କେସ ଦାୟିତ୍ବ ନିଆଯିବ ବୋଲି ଟିମରେ ଆସିଥିବା ଅଧିକାରୀ ସୂଚନା ଦେଇଛନ୍ତି।ଗତକାଲି ଟିମ ପହଞ୍ଚି!-->…
ଭୁବନେଶ୍ବର-ତ୍ରିଶୁଳିଆ ମେଟ୍ରୋ ରେଳ ପ୍ରକଳ୍ପ ଏକ ସମୟୋଚିତ ପଦକ୍ଷେପ: ଭର୍ତ୍ତୃହରି ମହତାବ
କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ଭୁବନେଶ୍ବର-ତ୍ରିଶୁଳିଆ ମେଟ୍ରୋ ରେଳ ପ୍ରକଳ୍ପ ଏକ ସମୟୋଚିତ ପଦକ୍ଷେପ ବୋଲି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି। ଜାତୀୟ ରାଜପଥରେ ଓ ତ୍ରିଶୁଳିଆ-ନନ୍ଦନକାନନ ରାସ୍ତାରେ ଗମନାଗମନ ବହୁ ମାତ୍ରାରେ ବୃଦ୍ଧି ପାଇଛି।ଫଳରେ ଅଧିକାଂଶ!-->…
ଛୁରା ମାଡ଼ରେ ଅମ୍ପାୟର ହୋଇଥିବା ଯୁବକ ମୃତ
କଟକ : କ୍ରିକେଟ ଟୁନାମେଣ୍ଟ ଚାଲିଥିବା ବେଳେ ଅମ୍ପାୟାରଙ୍କୁ ହତ୍ୟା। ଛୁରା ମାଡ଼ରେ ଅମ୍ପାୟର ହୋଇଥିବା ଯୁବକ ମୃତ। ଆଜି କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ମହିଁସାଲଣ୍ଡା ପଞ୍ଚାୟତରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ଜଣକ ମହିଂସାଲଣ୍ଡା ଗ୍ରାମର ଲକି ରାଉତ(୨୨) ବୋଲି ଜଣାପଡ଼ିଛି।
!-->!-->!-->…
ଖାକୀରେ ଲାଗିଲା କଳଙ୍କ..! : ସନ୍ଦେହ ଜନକ ଅବସ୍ଥାରେ ଗଛରୁ ମିଳିଲା ଅଭିଯୋଗକାରୀଙ୍କ ଝୁଲନ୍ତା ଶବ…
ମାଲକାନଗିରି //ବାଲିମେଳା: ମିଥ୍ୟା ମକୋଦ୍ଦମା , ହାଜତ ମୃତ୍ୟୁ , ଅତିରିକ୍ତ କାର୍ଯ୍ୟାନୁଷ୍ଠାନ , ହତ୍ୟା ପରେ ମିଛ ଏନ୍କାଉଣ୍ଟର ଦର୍ଶାଇବା ଭଳି ଅନେକ ମାନବାଧିକାର ଉଲ୍ଲଂଘନ ଘଟଣା ଆଇନ୍ ରକ୍ଷକ ମାନଙ୍କ ବିରୋଧରେ ଅନେକ ସମୟରେ ଦେଖିବାକୁ ମିଳୁଥିବା ସ୍ଥଳେ ନିକଟ ଅତୀତର ଏକ ସଦ୍ୟତମ!-->!-->!-->…
ସଫଳ ହେଲା ଅସ୍ତ୍ରୋପଚାର: ଦୀର୍ଘ ୪ ଘଣ୍ଟାର ଅପରେସନ୍ ପରେ ଯୁବକଙ୍କ ମଳଦ୍ୱାରରୁ ବାହାରିଲା ଶାବଳ
ବାଲିଗୁଡା : ଦୀର୍ଘ ଚାରିଘଣ୍ଟାର ଅପରେସନ୍ ପରେ ଯୁବକଙ୍କ ମଳଦ୍ୱାରରେ ପଶିଥିବା ଶାବଳକୁ ବାହାର କରାଯାଇଛି। ବ୍ରହ୍ମପୁର ଏମ୍କେସିଜି ମେଡିକାଲର ସର୍ଜରୀ ବିଭାଗ ବରିଷ୍ଠ ଡାକ୍ତରମାନଙ୍କ ଦ୍ଵାରା ଅସ୍ତ୍ରୋପଚାର ସଫଳ ହୋଇଛି। ୧୬ ବର୍ଷୀୟ ଶକ୍ତି ପାଟଗୁରୁଙ୍କ ମଳଦ୍ୱାରରୁ ବାହାର କରାଯାଇଛି!-->…
ଖେଳୁଥିବା ବେଳେ କୂଅ ଭିତରକୁ ଖସି ପଡିଲା ୩ ବର୍ଷର ଶିଶୁ
ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମରେ ଅଘଟଣ। ଖେଳୁଥିବା ବେଳେ କୂଅ ଭିତରକୁ ଖସି ପଡିଲା ୩ ବର୍ଷର ଶିଶୁ। ଅଗ୍ନିଶ୍ରମ କର୍ମଚାରୀ ମାନେ ଖବର ପାଇ ତୁରନ୍ତ କୂଅ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଶିଶୁପୁତ୍ରକୁ ।
ସୂଚନା ଅନୁଯାୟୀ ପିଲାଟି!-->!-->!-->…