Browsing Category

ଓଡିଶା

ଟିପିଏସ୍ଓଡିଏଲ୍ ତରଫରୁ ରକ୍ତଦାନ ଶିବିର : ମୋଟ ୧୦୬ ୟୁନିଟ୍ ରକ୍ତ ସଂଗୃହୀତ

ବ୍ରହ୍ମପୁର, ଫେବୃଆରୀ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ଜୟପୁର ଏବଂ ମାଲକାନଗିରିଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏଭଳି ପଦକ୍ଷେପ ମାଧ୍ୟମରେ ସମୁଦାୟର ସ୍ୱାସ୍ଥ୍ୟ ଏବଂ ସାମାଜିକ ଦାୟିତ୍ୱବୋଧ ପ୍ରତି ଥିବା ପ୍ରତିବଦ୍ଧତାକୁ ସୁନିଶ୍ଚିତ

ହାଇକୋର୍ଟରେ ବିଧାୟକ ବାବୁ ସିଂଙ୍କ ଆବେଦନ ଖାରଜ

ଭୁବନେଶ୍ୱର: ବିଧାୟକ ବାବୁ ସିଂଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ । ଭୁବନେଶ୍ୱର ଏକାମ୍ର ନିର୍ବାଚନୀ ମାମଲାରେ ଆବେଦନ ଖାରଜ ହୋଇଛି । ବିନା ଶୁଣାଣିରେ ମାମଲା ଖାରଜ କରିବାକୁ କରିଥିଲେ ଆବେଦନ । ନିର୍ବାଚନୀ ମାମଲାର ଶୁଣାଣି ହେବ କହିଲେ ହାଇକୋର୍ଟ । ସପଟେ, ହାଇକୋର୍ଟରେ ଆଗକୁ ବଢ଼ିଛି

ମଣ୍ତି ଅବ୍ୟବସ୍ଥା ନେଇ ୫ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ

ଆଠଗଡ: ଚଳିତବର୍ଷ ଆଠଗଡ ଉପଖଣ୍ଡରେ ଧାନ ମଣ୍ତିରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଦେଖାଦେଇଛି। ଗତ ମାସ ୩୦ ତାରିଖରେ କଟକର ଅତିରିକ୍ତ ଜିଲ୍ଲାପାଳ ଇପସିତା ପ୍ରିୟଦର୍ଶିନୀ ମିଶ୍ର ଆଠଗଡର କେତେକ ମଣ୍ତି ପରିଦର୍ଶନ କରିଥିଲେ। ଏଡିଏମଙ୍କ ପରିଦର୍ଶନ ବେଳେ କେତେକ ମଣ୍ଡିରେ ଦାୟିତ୍ବରେ ଥିବା

ଫେବୃୟାରୀରେ କୃମିନାଶ ଅଭିଯାନ ଆରମ୍ଭ

ଭୁବନେଶ୍ୱର : ଶିଶୁ ପୁଷ୍ଟିସାରକୁ ସୁଦୃଢ଼, ରକ୍ତହୀନତା ନିରାକରଣ ଏବଂ କୃମି ସଂକ୍ରମଣକୁ ଅଟକାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ୟୁନିସେଫ୍ ସହାୟତାରେ ଫେବୃଆରୀ ୧୦ରେ ଜାତୀୟ କୃମିନାଶକ ଦିବସ (NDD) ପାଳନ କରିବାକୁ ଯାଉଛି ।ଏହା ସହିତ ମାସସାରା ରାଜ୍ୟରେ ଭିଟାମିନ୍-ଏ

ଆଇସକ୍ରିମ ଖାଇ ୧୮ ଅସୁସ୍ଥ

ବାଙ୍କୀ : ଆଇସକ୍ରିମ ଖାଇବା ପରେ ୧୮ରୁ ଅଧିକ ପିଲା ଅସୁସ୍ଥ  ।  ବାଙ୍କୀର କିଆପଲା ପଞ୍ଚାୟତ କୁମୁସର ଗାଁରେ ଅଷ୍ଟପ୍ରହରୀ ଚାଲିଥିବା ବେଳେ ଆଇସକ୍ରିମ ଖାଇଥିଲେ ପିଲା । ଗାଁରେ ବୁଲା ବିକାଳୀଠାରୁ ଆଇସକ୍ରିମ ଖାଇଥିଲେ  ।  ଆଇସକ୍ରିମ ଖାଇବା ପରେ ପାଟି ଓ ଜିଭରେ ଘା’ ହୋଇଥିଲା  ।  ସବୁ

ଧାନ କିଣାରେ ଅବ୍ୟବସ୍ଥା, ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ନବୀନ

ଭୁବନେଶ୍ୱର : ଧାନ କିଣାରେ ଅବ୍ୟବସ୍ଥା । ବିଜେପି ସରକାରଙ୍କୁ ନବୀନଙ୍କ ତୀବ୍ର ସମାଲୋଚନା । ମଣ୍ଡିରେ ଚାଷୀ ହନ୍ତସନ୍ତ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଓଡ଼ିଶାରେ ଚାଲିଥିବା ଖରିଫ ଧାନ କିଣା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ

୩୦୮୨ ସେଣ୍ଟରରେ ହେବ ମାଟ୍ରିକ୍ ପରୀକ୍ଷା: କାଲିଠୁ ଯିବ ପ୍ରଶ୍ନପତ୍ର

କଟକ: ଏଥର ରାଜ୍ୟର ୩୦୮୨ ସେଣ୍ଟରରେ ହେବ ମାଟ୍ରିକ୍ ପରୀକ୍ଷା। ମାଟ୍ରିକ ପରୀକ୍ଷା ପାଇଁ କାଲିଠୁ ଯିବ ପ୍ରଶ୍ନପତ୍ର, ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା। ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି। ମାଟ୍ରିକ୍ ପାଇଁ ୫

ଉକୁଣୀ ନେଲା ନାବାଳିକାର ଜୀବନ

ଗୋପ : ଉକୁଣୀ ନେଲା ନାବାଳିକାର ଜୀବନ । ପୁରୀ ଜିଲ୍ଲା ବଳଙ୍ଗା ଥାନା ଚମ୍ପାଗଡ଼ ସାହି ୧୨ ବର୍ଷିୟା ନାବାଳିକା ମୃତ । ମୃତକ ଲିଙ୍ଗରାଜ ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁ । କିଛି ମାସ ତଳେ ଲକ୍ଷ୍ମୀପ୍ରିୟାଙ୍କ ମୁଣ୍ଡରେ ଉକୁଣୀ ହୋଇଥିଲା । ଅନେକ ପ୍ରତିକାର କରିବା ସତ୍ତ୍ୱେ ଭଲ

ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଓଲା, ଉବେର ସେବା ବନ୍ଦ

ଭୁବନେଶ୍ୱର : ଧର୍ମଘଟରେ ଓଲା, ଉବେର । ଯାତ୍ରୀ ହନ୍ତସନ୍ତ । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟା ସେବା ବନ୍ଦ । ଓଲା, ଉବେର, ରାପିଡୋ ଆଦି ଆପ୍ ଭିତ୍ତିକ ଡ୍ରାଇଭରଙ୍କ ଧର୍ମଘଟ । ଭୁବନେଶ୍ବର ରସୁଲଗଡ଼ ଛକରୁ ଜୟଦେବବିହାର ପର୍ଯ୍ୟନ୍ତ ଅଟକି ରହିଛି ଶହ ଶହ ଗାଡ଼ି । ଗତ ୭ ତାରିଖରେ

ଜଟଣୀରୁ ନିର୍ବାଚନ ଲଢ଼ିବେ ସୁର ରାଉତରାୟ

ଭୁବନେଶ୍ୱର : ସୁରଙ୍କ ୟୁଟର୍ଣ୍ଣ । ନିର୍ବାଚନୀ ମଇଦାନକୁ ଓହ୍ଲାଇବେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ଦେଲେ ସଂକେତ । କଂଗ୍ରେସ ଟିକେଟରୁ ଲଢ଼ିବେ ବୋଲି ଇସାରା ଦେଇଛନ୍ତି ସୁର ରାଉତରାୟ । କହିଛନ୍ତି, ଲୋକ ଚାହିଁଲେ ଲଢ଼ିବି । ମୁଁ ଛାଡି ଦେଇଥିଲି