Browsing Category

ଓଡିଶା

ଲାଞ୍ଚୁଆ ଜେଇଙ୍କୁ ବାନ୍ଧିଲା ଭିଜିଲାନ୍ସ, ନେଉଥିଲେ ୧ ଲକ୍ଷ ୩୬ ହଜାର ଟଙ୍କା

ଭୁବନେଶ୍ବର: ଲାଞ୍ଚୁଆ ସରକାରୀ ବାବୁଙ୍କୁ ଓଡ଼ିଶା ଭିଜିଲାନ୍ସର ଶକ୍ତ ଚାପୁଡ଼ା । ୧ ଲକ୍ଷ ୩୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମ୍ୟ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ବେସରକାରୀ ସହଯୋଗୀ…

ଟ୍ରେଲର-କାର ମୁହାଁମୁହିଁ ଧକ୍କା, ଚାଲିଗଲା ମାଆ ଓ ଝିଅଙ୍କ ଜୀବନ

ନବରଙ୍ଗପୁର: ନବରଙ୍ଗପୁରରେ ଦେଖାଦେଇଛି ଛାତିଥରା ଦୁର୍ଗଟଣା । ମର୍ମନ୍ତୁଦ ଦୁର୍ଘଟଣାରେ ଏକାସଙ୍ଗରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ । ମୁହାଁମୁହିଁ ଧକ୍କା ହେଲା ଟ୍ରେଲର ଓ କାର। ଅନ୍ୟ ୩ ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ଅଛି ।…

ଦୁର୍ଦ୍ଦାନ୍ତ ଅପରାଧୀ ମନୀଷ ସାହୁକୁ ଏନକାଉଣ୍ଟର  

ସମ୍ବଲପୁର: ସମ୍ବଲପୁରରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ମନୀଷ ସାହୁକୁ ଏନକାଉଣ୍ଟର। ପ୍ଲାନେଟୋରିୟମ ଛକ ନିକଟରେ ଏନକାଉଣ୍ଟର କରିଛି ବୁର୍ଲା ଥାନା ପୋଲିସ । ପୋଲିସ ରେଡ୍ କରୁଥିବା ଜାଣି ମନୀଷ ପ୍ରଥମେ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା । ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ…

କଣାସରେ ବାର୍ଡ ଫ୍ଲୁ ! ରାସ୍ତା କଡ଼ରେ ପଡ଼ିଛି କୁଢ଼ କୁଢ଼ ମଲା କୁକୁଡ଼ା

କଣାସ: ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଏବେ କୁକୁଡ଼ା ମଡ଼କକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। କଣାସ ନୂଆ ଜଗନ୍ନାଥ ସଡ଼କର କଉଡିଆପୁରରୁ କାଦୁଆ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ଏକାଧିକ ମଲା ବ୍ରଏଲର କୁକୁଡ଼ା ପଡ଼ି ରହିଥିବା ଦେଖିବାକୁ ମିଳିଛି।…

ସାବିତ୍ରୀ ଅମାବାସ୍ୟାରେ ମା ‘ ପାଟଖଣ୍ଡା “ସାବିତ୍ରୀ ବେଶ”ରେ ଭକ୍ତଙ୍କୁ ଦର୍ଶନ ଦେଲେ

ବାଲିଗୁଡା, ତା, ୧୬/୦୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡା ମନ୍ଦିର ପରିସରରେ ସାବିତ୍ରୀ ବ୍ରତ ମହାସମାରୋହ ରେ ପାଳନ ହୋଇଯାଇଛି l ଶନିବାର ସାବିତ୍ରୀ ଅମାବାସ୍ୟା ଅବସରରେ ମା' ପାଟଖଣ୍ଡା "ସାବିତ୍ରୀ ବେଶ" ରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି l…

କାନ୍ଥ ପଡି ଶ୍ରମିକ ମୃତ

ପୁରୀ : ନିର୍ମାଣଧୀନ କାନ୍ଥ ପଡି ଶ୍ରମିକ ମୃତ । ପୁରୀ ଚକ୍ରତୀର୍ଥ ରୋଡରେ ଘଟିଛି ଏପରି ଅଭାବନୀୟ ଘଟଣା । ନିର୍ମାଣାଧୀନ ଲଜ୍ ର କାନ୍ଥ ପଡି ଶ୍ରମିକ ମୃତ । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ କରିଛନ୍ତି ଉଦ୍ଧାର । ମୃତ ଶ୍ରମିକ ଜଗତସିଂହପୁର ଅଞ୍ଚଳର ପପୁ ବୋଲି ଜଣାପଡିଛି ।…

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ

ଭୁବନେଶ୍ୱର : ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ବର୍ଷର କାରାଦଣ୍ଡାଦେଶ । ଶୁଣାଇଲେ ଯାଜପୁରର ପୋକ୍ସୋ ସ୍ବତନ୍ତ୍ର କୋର୍ଟ । ଧରମ ଝିଅକୁ ୫ ମାସ ଗର୍ଭବତୀ କରି ୨୦ବର୍ଷ ପାଇଁ ଜେଲ ଗଲେ ଦିବ୍ୟାଙ୍ଗ ଧରମ ବାପା । ୨୦୨୫ ମସିହା ଯାଜପୁର ଜିଲ୍ଲା ଧର୍ମଶାଳା…

ତରଭୁଜ ନେଲା ଶିଶୁର ଜୀବନ, ୪ ଗୁରୁତର

କେନ୍ଦ୍ରାପଡା : ତରଭୁଜ ଖାଇ ଗଲା ଜୀବନ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର କୁପୁଣି ଗାଁରେ ଅଘଟଣ । ତରଭୁଜ ଖାଇ ଗୋଟିଏ ପରିବାରର ଜଣେ ଶିଶୁ ମୃତ । ଆଉ ଜଣେ ଶିଶୁ ସମେତ ୪ ଅସୁସ୍ଥ ଅଛନ୍ତି । ତରଭୁଜ ଖାଇବା ପରେ ପେଟରେ ଯନ୍ତ୍ରଣା ଓ ଝାଡ଼ା ହେବା ସହ…

ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ବର: ସଅଳ ଆସିଲା ମୌସୁମୀ । ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଆଣ୍ଡାମାନ ଛୁଇଁଛି । ଦକ୍ଷିଣପୂର୍ବ ଆରବ ସାଗର, ଦକ୍ଷିଣପଶ୍ଚିମ ଓ ଦକ୍ଷିଣପୂର୍ବ ବଙ୍ଗୋପସାଗର କିଛି ଅଂଶ, ଆଣ୍ଡାମାନ ସାଗରର ଅଧିକାଂଶ ଅଂଶକୁ ମୌସୁମୀ ଛୁଇଁଛି । ମୌସୁମୀ…

ଛଅ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପୁଣି ଲଜ୍ଜା । ଛଅ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ବୁଧବାର ବାତ୍ୟା ଆଶ୍ରୟସ୍ଥଳୀରେ ସାଙ୍ଗଙ୍କ ସହ ଖେଳୁଥିବା ବେଳେ କୁରୁକୁରି ଦେବାକୁ କହି ଡାକିଥିଲା ଅଭିଯୁକ୍ତ। ଶୌଚାଳୟକୁ ଡ଼ାକି ୨୫ ବର୍ଷର ଯୁବକ ଦୁଷ୍କର୍ମ ଉଦ୍ୟମ…