Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମୃତ୍ୟୁ ପୂର୍ବରୁ ପ୍ରେମିକାଙ୍କ ସହ ୯୭ ସେକେଣ୍ଡ କଥା ହୋଇଥିଲେ ଆଜେକ୍ସ
ଭୁବନେଶ୍ୱର: ବ୍ରେକ୍ଅପ୍ରୁ ସୁଇସାଇଡ୍ । ଡିଜେ ଆଜେକ୍ସଙ୍କ ଡେଥ୍ ମିଷ୍ଟ୍ରି ଉପରୁ ପରଦା ହଟୁଛି । ସାମ୍ନାକୁ ଆସିଲା ନୂଆ ତଥ୍ୟ । ଆତ୍ମହତ୍ୟା ପୂର୍ବରୁ ଶେଷ ଥର ଜିଜ୍ଞାସାଙ୍କ ସହ ୯୭ ସେକେଣ୍ଡ କଥା ହୋଇଥିଲେ ଆଜେକ୍ସ । ତାପୂର୍ବରୁ ୧୮ ତାରିଖ ସନ୍ଧ୍ୟା ୬ଟା ୩୧ ମିନିଟରେ!-->…
ବଜ୍ରକାପ୍ତା ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା STF, ଦୁଇ ଶିକାରୀ ଗିରଫ
ବୌଦ୍ଧ : STF ଦ୍ୱାରା ଦୁଇଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇ ଗିରଫ। ବୌଦ୍ଧ ବଘିଆପଡା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବୌଦ୍ଧ ଫୁଲବାଣୀ ସୀମାରେ STFର ଚଢ଼ାଉ । ବଜ୍ରକାପ୍ତା ଡିଲ୍ ଚାଲି ଥିବା ବେଳେ ମାଡ଼ିବସିଲା STF । ଦୁଇ ଶିକାରୀ ହେଲେ ବାଘିଆପଡ଼ା ସେସ୍କେନ୍ ଜମୁଖୋଲ ଗାଁର ବୋଲି!-->…
ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂଆ ସଭାପତି…
ଭୁବନେଶ୍ୱର : ବଦଳିଲେ ରାଜ୍ୟ ବିଜେପି ସଭାପତି । ନୂଆ ସଭାପତି ହେଲେ ମନମୋହନ ସାମଲ । ସମୀର ମହାନ୍ତିିଙ୍କ ସ୍ଥାନରେ ତାଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ପୂର୍ବରୁ ମଧ୍ୟ ମନମୋହନ ରାଜ୍ୟ ବିଜେପି ସଭାପତି ଥିଲେ । ରାଜ୍ୟରେ ବିଜେପି-ବିଜେଡି!-->…
ମାଓବାଦୀ ପୋଡିଲେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଟ୍ରକ ଓ ମେସିନ
ମାଲକାନଗିରି : ମାଓବାଦୀଙ୍କ ଲଙ୍କାକାଣ୍ଡ । ମାଲକାନଗିରି ଜିଲ୍ଲା ସିମାନ୍ତ ଛତିଶଗଡ଼ର ଦାନ୍ତେଓ୍ଵାଡାରେ ମାଓ ତାଣ୍ଡବ । ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଗୋଟିଏ ଟ୍ରକ ଏବଂ ପୋକ୍ଲିନ ମେସିନକୁ ଜାଳିଦେଲେ ମାଓବାଦୀ ।
ଜିରୋଣ୍ଡୁଲ ନିକଟରେ ଶତାଧିକ ସଶସ୍ତ୍ର ମାଓବାଦୀ ଆସି!-->!-->!-->…
ମହାନଦୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା…
ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା। ସ୍ୱତନ୍ତ୍ର ମୋସନ ଆକାରରେ ମହାନଦୀ ପ୍ରସଙ୍ଗ ଆଲୋଚନା ହେଉ ବୋଲି କଂଗ୍ରେସ ବିଧାୟକ ଦଳ ନେତା ଦାବି ରଖିଥିଲେ। ବିଜେପି ମଧ୍ୟ କଂଗ୍ରେସ ସହିତ ସ୍ୱର ମିଳାଇଥିଲା। ଉଭୟ ଦଳର ସଦସ୍ୟ ଗୃହରେ ହଟ୍ଟଗୋଳ କରିବା କାରଣରୁ ଗୃହକୁ!-->…
ଓଡ଼ିଶାରେ ହାତୀ ସୁରକ୍ଷା ଓ ସଂରକ୍ଷଣକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବେଗ
ଭୁବନେଶ୍ବର: ଓଡ଼ିଶାରେ ହାତୀ ସୁରକ୍ଷା ଓ ସଂରକ୍ଷଣକୁ ନେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟରେ ବଢ଼ୁଥିବା ହାତୀ ମୃତ୍ୟୁକୁ ନେଇ ସେ ଗଭୀର ଉଦବେଗ ପ୍ରକାଶ କରି କହିଛନ୍ତି, ହାତୀ-ମଣିଷ!-->…
ଯୋଗାଣ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରୁ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟଙ୍କୁ ଉଠାଇନେଲା ପୋଲିସ…
ଭୁବନେଶ୍ବର: ଆଜି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଘେରାଉ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟ। ଧାନ କିଣା ବିକାରେ ଅନିୟମିତତା ନେଇ ପ୍ରତିବାଦ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ ।
ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ!-->!-->!-->…
ଜେଲ୍ ଯିବେ ମଦୁଆ ଡ୍ରାଇଭର…
ଭୁବନେଶ୍ୱର: ମଦୁଆ ଡ୍ରାଇଭରଙ୍କୁ ସାବାଡ ପାଇଁ ଆଜିଠୁ ବଡ ଅଭିଯାନ । ଆଜିଠାରୁ ସାରା ରାଜ୍ୟରେ ୩ ଦିନ ଧରି ଚାଲିବ ଚେକିଂ । ସୂଚନା ଦେଲେ ପରିବହନ ଏପଫୋର୍ସମେଣ୍ଟ ଅତିରିକ୍ତ କମିଶନର । ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚେକିଂ କଡାକଡି ।
ଧରାପଡିଲେ କେବଳ ଜରିମାନା ନୂହେଁ ଜେଲ!-->!-->!-->…
ଆଜିଠୁ ରମଜାନ୍ ମାସ ଆରମ୍ଭ, କାଲି ପ୍ରଥମ ରୋଜା ରଖିବେ ମୁସଲମାନ୍ ଭାଇ ଭଉଣୀ
ଭୁବନେଶ୍ୱର: ଆଜିଠୁ ରମଜାନ୍ ମାସ ଆରମ୍ଭ। ଆସନ୍ତାକାଲି ପ୍ରଥମ ରୋଜା। ପ୍ରତିବର୍ଷ ଏହି ପବିତ୍ର ମାସକୁ ଅପେକ୍ଷା କରି ରହିଥାନ୍ତି ମୁସଲମାନ୍ ସଂପ୍ରଦାୟର ଭାଇ, ଭଉଣୀ। ୩୦ ଦିନ ଯାକ ସମସ୍ତେ କାଷ୍ଠା ଉପବାସ ରଖିଥାନ୍ତି। ସୂର୍ଯ୍ୟୋଦୟ ପୂର୍ବରୁ ସେୟରୀ ତଥା ଖାଦ୍ୟ ଖାଇ ଉପବାସ ରଖନ୍ତି।!-->…
ଆନନ୍ଦ ଟପ୍ପୋ ହତ୍ୟା ଘଟଣା: ପୁଣି ହାଇକୋର୍ଟରେ ମାମଲା ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ ଦାବି କଲା ପରିବାର
କଟକ: ଆନନ୍ଦ ଟପ୍ପୋଙ୍କ ହତ୍ୟା ମାମଲାର ପୁନଃ ତଦନ୍ତ ତାଙ୍କ ପାଇଁ ପରିବାର ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନିରପେକ୍ଷ ସଂସ୍ଥା ଦ୍ୱାରା ଏହି ହତ୍ୟା ଘଟଣାର ତଦନ୍ତ କରିବାକୁ ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ପୂର୍ବରୁ ହାଇକୋର୍ଟ ଏହି ମାମଲାର!-->…