Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ୍ୟରେ ୨ ଲକ୍ଷ ୨୬ ହଜାର ୫୫୯ ସରକାରୀ ପଦବୀ ଖାଲି ପଡ଼ିଛି: ଅର୍ଥମନ୍ତ୍ରୀ…
ଭୁବନେଶ୍ବର: ରାଜ୍ୟରେ ଏବେ ୨ ଲକ୍ଷ ୨୬ ହଜାର ୫୫୯ଟି ସରକାରୀ ପଦବୀ ଖାଲି ପଡ଼ିଛି ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି। ଆଜି ଗୃହରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଏହା କହିଛନ୍ତି। ସେ ଆହୁରି ମଧ୍ୟ!-->…
ଟ୍ରକକୁ ପଛରୁ ପିଟିଲା ପିକ୍ଅପ୍ ଭ୍ୟାନ୍, ଘଟଣାସ୍ଥଳରେ ୨ ମୃତ
ଖୋର୍ଦ୍ଧା : ଟ୍ରକ୍କୁ ପଛରୁ ପିଟିଲା ଭ୍ୟାନ୍। ଘଟଣାସ୍ଥଳରେ ୨ ମୃତ। ଖୋର୍ଦ୍ଧା ଗଙ୍ଗପଡା ପୁରୁଣା ଟୋଲଗେଟ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଟ୍ରକଟି ରାସ୍ତା କଡରେ ଛିଡା ହୋଇଥିବାବେଳେ ଏକ ପିକଅପ୍ ଭ୍ୟାନ୍ ପଛ ପଟୁ ଧକ୍କା ଦେଇଥିଲା।
ଘଟଣା ସ୍ଥଳରେ ଅଗ୍ନିଶମ!-->!-->!-->…
ବିଡିଓଙ୍କ ବଦଳି ଦାବିରେ ୧୨ ଘଣ୍ଟିଆ କୋଇଡ଼ା ବନ୍ଦ
ସୁନ୍ଦରଗଡ: ଥମିବାର ନାଁ ଧରୁନି କୋଇଡା ବିଡ଼ିଓଙ୍କ ବଦଳି ଦାବି । ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି ଦାବି ନେଇ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସିପିଆଇଏମ ନେତୃତ୍ୱରେ ଦିର୍ଘ ଆଠ ଦିନ ହେଲା ବ୍ଲକ କାର୍ଯ୍ୟାଳୟ ଘେରାଉ ସହିତ ବନ୍ଦ କରି ବିକ୍ଷୋଭ ପଦର୍ଶନ କରିଥିଲେ ହଜାର ହଜାର!-->…
ବାଲେଶ୍ୱରରେ ପୋଲିସର ଫ୍ଲାଗ୍ମାର୍ଚ୍ଚ, ଶାନ୍ତିଶୃଙ୍ଖଳାର ସହ ରାମନବମୀ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି
ବାଲେଶ୍ୱର : ୩୦ ତାରିଖରେ ରାମନବମୀ । ବାଲେଶ୍ୱରରେ ରାମ ନବମୀ ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି । ବାଲେଶ୍ୱର ପୋଲିସ ଏବଂ ରାପିଡ୍ ଆକ୍ସନ ଫୋର୍ସ ସହରରେ ଫ୍ଲାଗ ମାର୍ଚ୍ଚ । ଶାନ୍ତିଶୃଙ୍ଖଳାର ସହ ରାମନବମୀ ପାଳନ କରାଯିବା ନେଇ ପୋଲିସର ବ୍ୟାପକ ପ୍ରସ୍ତୁତି ହୋଇଛି ।
ରାମନବମୀ ପାଇଁ!-->!-->!-->…
କୁଡୁମୀ ସେନା ପକ୍ଷରୁ ୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା…
ମୟୂରଭଞ୍ଜ : କୁଡୁମୀ ମହାନ୍ତ ସମ୍ପ୍ରଦାୟକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଆଜି କୁଡୁମୀ ସେନା ପକ୍ଷରୁ ୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। ଏ ନେଇ ଆଜି ସଂଗଠନର କର୍ମକର୍ତ୍ତା ମାନେ ଜିଲ୍ଲା ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହିତ ରାଜରାସ୍ତା ଅବରୋଧ କରି ହରତାଳ!-->…
ଆଜି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…
ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୩ ଦିନିଆ ଗସ୍ତରେ ଆସୁଛନ୍ତି ମମତା ବାନାର୍ଜୀ। ଆଜି ପୁରୀରେ ରାତ୍ରୀଯାପନ କରିବେ। ନିର୍ମାଣ ନିବାସରେ ରାତ୍ର ରହଣି କରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଆସନ୍ତାକାଲି!-->…
ଗୃହ ବିଭାଗର ଶ୍ୱେତପତ୍ର: ରାଜ୍ୟରେ ୧୫% ବଢ଼ିଛି ଅପରାଧ…
ଭୁବନେଶ୍ୱର : ପ୍ରକାଶ ପାଇଲା ରାଜ୍ୟ ଗୃହ ବିଭାଗର ଶ୍ୱେତପତ୍ର । ୨୦୨୧ ତୁଳନାରେ ୨୦୨୨ରେ ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ହାର ପ୍ରାୟ ୧୪.୬୫ପ୍ରତିଶତ ବୃଦ୍ଧି ପାଇଛି । ୨୦୨୧ରେ ରାଜ୍ୟରେ ୧ ଲକ୍ଷ ୫୫ ହଜାର ୪୨୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜିକୃତ ହୋଇଥିଲା । ୨୦୨୨ରେ ୨୨ ହଜାର ୭୭୦!-->…
ମାଓ ଅଭିଯାନ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ…
ମାଲକାନଗିରି : ମାଲକାନଗିରି ସୀମାନ୍ତ ରେ ସର୍ଚ୍ଚ ଅପରେସନ ବେଳେ ଓଡିଶା ପୋଲିସ କୁ ମିଳିଲା ବଡ଼ ସଫଳତା, ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ନେଇ ମାଲକାନଗିରି ଏସପି ସୂଚନା ଦେଲେ । ତେବେ ଏହି ଅପରେସନ ଓଡିଶା, ଆନ୍ଧ୍ର ଓ ଛତିଶଗଡ଼ ପୋଲିସ ପକ୍ଷରୁ ମିଳିତ ଭାବେ କରାଯାଉଥିବା ସମୟରେ!-->!-->!-->…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମହିଳାଙ୍କ ସମେତ ୩ ମୃତ…
ଉମରକୋଟ :ରାଜ୍ୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ବର୍ଷର ଶିଶୁ ଗୁରୁତର ଆହତ ହୋଇଛି। ତାକୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବକଡାବେଢା ଛକ ନିକଟରେ!-->…
ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅର୍ଥ ସବ୍ କମିଟି ବୈଠକ ଶେଷ…
ପୁରୀ: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅର୍ଥ ସବ୍ କମିଟି ବୈଠକ ଶେଷ। ଏହା ସହ ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ବିବରଣୀ ସମ୍ପର୍କରେ ମଧ୍ୟ ଆଲୋଚନା ହୋଉଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟରେ ୩ଶହ କୋଟି ୭୯ ଲକ୍ଷ ଟଙ୍କାର ଆୟ ରହିଥିବା ବେଳେ ୨୬୨କୋଟି!-->…