Browsing Category

ଓଡିଶା

ରାଜଧାନୀରେ କୁଆପଥର ସହ ପ୍ରବଳ ବର୍ଷା,ଆଗାମୀ ୨୪ ଘଣ୍ଟାରେ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର :ରାଜଧାନୀରେ ବର୍ଷା। କୁଆପଥର ସହ ପ୍ରବଳ ବର୍ଷା। ମଧ୍ୟାହ୍ନରେ ଥିଲା ଖରା। କିନ୍ତୁ ଅପରାହ୍ମରେ ହଠାତ ବଦଳିଗଲା ପାଣିପାଗ। ଆକାଶରେ ମେଘ ଘୋଟିବା ସହ ମାଡି ଆସିଥିଲା ବର୍ଷା। କୁଆପଥର ସହ ହଠାତ ବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା। କେବଳ ଭୁବନେଶ୍ୱର ନୁହେଁ, ପଶ୍ଚିମ ଓଡ଼ିଶା

ଗୋପାଳକୁ ପାଗଳ ସଜେଇବା ପାଇଁ ସରକାର ପାଗଳ: ନରସିଂହ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ଗୋପାଳ ଦାସଙ୍କୁ ନେଇ ଆଜି ବଡ ବୟାନ ଦେଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର | ସେ କହିଛନ୍ତି ଯେ ଗୋପାଳ ଗତ ଦଶ ବର୍ଷ ମଧ୍ୟରେ କେତେ ଦିନ ଛୁଟି ନେଇଥିଲା ଏବଂ କାହିଁକି ନେଇଥିଲା ତାହାର ଉତ୍ତର ମୁଁ ଜାଣିବାକୁ

ରାଜଧାନୀରୁ ଅପହୃତ ଉଦ୍ଧାର, ୩ ଗିରଫ, ୫ ଲକ୍ଷ ମୁଣ୍ଡ ଜାମିନ ରଖିଥିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ରାଜଧାନୀରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଉଦ୍ଧାର କରିବା ସହ ଏହି ଅପହରଣ ମାମଲାରେ ଜଡିତ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଅପହୃତ ଜଣକ ହେଲେ ମନୋଜ ସେଠୀ । ତାଙ୍କୁ କାମ ଦେବାକୁ କହି ସୈନିକ ସ୍କୁଲ ନିକଟ ହନୁମାନ ମନ୍ଦିର ନିକଟରୁ ଅପହରଣ

ରାଜ୍ୟରେ ଆତଙ୍କିତ ହେଲା ଭଳି କୋଭିଡ ସ୍ଥିତି ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତି, ରବିବାର ରାଜ୍ୟରେ ୧୦ଜଣ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ଦୈନିକ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୨ରୁ ତଳେ ରହିଛି। ରାଜ୍ୟରେ ମୋଟ ସକ୍ରିୟ ରୋଗୀ

DJ ଆଜେକ୍ସ ଆତ୍ମହତ୍ୟା ମାମଲା, ବାନ୍ଧବୀ ଓ ପୁରୁଷବନ୍ଧୁଙ୍କ CDR ରିପୋର୍ଟ ମାଗିଲା ପୋଲିସ

ଭୁବନେଶ୍ୱର : ଅକ୍ଷୟ ମହାରଣା ଓରଫ ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ଆତ୍ମହତ୍ୟା ମାମଲାରେ ଖୋଳତାଡ ଜାରି ରଖିଛି ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ । ଆତ୍ମହତ୍ୟା ପଛରେ ଅର୍ଥ ଦେଣନେଣ ଓ ବ୍ଲାକମେଲିଂ ନେଇ ପୋଲିସକୁ ସୁରାକ୍ ମିଳିଥିବା ଚର୍ଚ୍ଚା ହେଉଛି। ସେପଟେ ମୃତ୍ୟୁ ରହସ୍ୟ

ମାନସିକ ରୋଗରେ ପୀଡ଼ିତ ଥିଲା ଅଭିଯୁକ୍ତ ଗୋପାଳ ଦାସ, ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର…

ଭୁବନେଶ୍ୱର : ମାନସିକ ରୋଗରେ ପୀଡ଼ିତ ଥିଲା ନବ ଦାସଙ୍କ ହତ୍ୟାକାରୀ ଅଭିଯୁକ୍ତ ଗୋପାଳ ଦାସ। ବାଇପୋଲାର ଡିସ୍‌ଅର୍ଡରରେ ପୀଡ଼ିତ ଥିବାରୁ ଏଥିପାଇଁ ଚିକିତ୍ସିତ ମଧ୍ୟ ହୋଇଥିଲା। ପ୍ରଥମେ ୬୦ ଦିନ ଓ ପରେ ୧୧୯ ଦିନ ବାଇପୋଲାର ଡିସଅର୍ଡର ପାଇଁ ଚିକିତ୍ସିତ ହୋଇଥିଲା। ଗୋପାଳ ଦାସର ମାନସିକ

ବରମୁଣ୍ଡା ନିର୍ମାଣାଧୀନ ବସ୍‌ ଟର୍ମିନାଲ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ୱର : ବରମୁଣ୍ଡାର ନିର୍ମାଣାଧୀନ ଇଣ୍ଟର ଷ୍ଟେଟ୍‌ ବସ୍‌ ଟର୍ମିନାଲ ISBT ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା । ୧୫.୫ ଏକର ଜାଗାରେ ଏହି ବସ ଟର୍ମିନାଲ ନିର୍ମାଣ କରାଯାଉଛି । ଅନ୍ତଃ ଓ ଆନ୍ତଃ ରାଜ୍ୟବସ୍‌ ଏହି ଟର୍ମିନସ ଦେଇ ଯା’ଆସ କରିବ ।

ଜାଳ ଆଣୁଥିବା ବେଳେ ବୃଦ୍ଧାଙ୍କୁ ଝାମ୍ପିନେଲା ମହାବଳ ବାଘ 

ନୂଆପଡା: ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଳାରେ । ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ଝାମ୍ପିନେଇଛି ମହାବଳ ବାଘ । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନା ଥାନା ଜଳମଡେଇ ଗାଁରେ ଘଟିଛି ଏହି ଦୁର୍ଘଟଣା । ବୃଦ୍ଧାଙ୍କ ନାଁ ସାନମତି ବାରିକ(୬୫) ବୋଲି ଜଣା ପଡ଼ିଛି। ସୂଚନା

ଗଞ୍ଜେଇ ଚାଲାଣରେ ଅଭିଯୋଗରେ ପୋଲିସ କନେଷ୍ଟବଳ ଗିରଫ

ମାଲକାନଗିରି: ଗଞ୍ଜେଇ ଚାଲାଣରେ ପୋଲିସ କନେଷ୍ଟବଳ । ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସକୁ ବାନ୍ଧିଲା ପୋଲିସ । ମାଲକାନଗିରି ଥାନା ମାର୍କାପାଲ୍ଲୀ ଠାରେ ଜଣେ ଗଂଜେଇ ବେପାରୀ ଶରତ ଚନ୍ଦ୍ର ହନ୍ତାଳ ଗଂଜେଇ ଚାଲାଣ କରୁଥିବା ଖବର ମିଳିଥିଲା । ମାଲକାନଗିରି SDPO ଘଟଣା ସ୍ଥଳରେ ପହଞ୍ଚି

ସରିଲା ମାଟ୍ରିକ ପରୀକ୍ଷା, ଅପ୍ରେଲ ୩ ରୁ ଖାତା ଦେଖା ଆରମ୍ଭ

କଟକ: ଆଜି ସରିଛି ମାଟ୍ରିକ ପରୀକ୍ଷା। ଏପ୍ରିଲ୍ ୩ ତାରିଖ ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ।୫୬ ଟି ମୂଲ୍ୟାୟନ କେନ୍ଦ୍ରରେ କରାଯିବ ମୂଲ୍ୟାୟନ।ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତା ଗୁଡ଼ିକ ସୁରକ୍ଷାରେ ଯିବ । ଆସନ୍ତା ୪୫ ଦିନ ମଧ୍ୟରେ ସଂପୂର୍ଣ୍ଣ ମୂଲ୍ୟାୟନ ପ୍ରକ୍ରିୟା