Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସିଆରପିଏଫର କୁମ୍ବିଂ ବେଳେ ବହୁ ମାରଣା ଅସ୍ତ୍ର ଜବତ,ଓ ୧୧ ସନ୍ଧିଗ୍ଧ ବ୍ୟକ୍ତି ଅଟକ : ତଦନ୍ତ ଜାରି..
ଫୁଲବାଣୀ // ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ ରେ କୋଟଗଡ ସିଆରପିଏଫ ବାଟାଲିୟନ ଯବାନ ଙ୍କ କୁମ୍ବିଙ୍ଗ ବେଳେ ସନ୍ଦେହଜନକ ମାଓ ସାମଗ୍ରୀ ସହ ୧୧ଜଣ ଙ୍କୁ ଧରିବାରେ ସକ୍ଷମ ହୋଇଛି |ଜବତ ସାମଗ୍ରୀ ମଧ୍ୟରେ
!-->!-->!-->!-->!-->…
ନୂଆ ଭାରତରେ ମଦ୍ରାସାର ଆବଶ୍ୟକତା ନାହିଁ କହିଲେ ଆସାମ ମୁଖ୍ୟମନ୍ତ୍ରୀ
ଗୌହାଟୀ : ଆସାମରେ କ୍ଷମତାସୀନ ବିଜେପି ସରକାର ରାଜ୍ୟରେ ବାକି ରହିଥିବା ମଦ୍ରାସା ଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ ଲକ୍ଷ୍ୟ ରଖିଛି। ପୂର୍ବରୁ ରାଜ୍ୟ ସରକାରଙ୍କ ସହାୟତାରେ ଚାଲିଥିବା ମଦ୍ରାସାଗୁଡ଼ିକୁ ସାଧାରଣ ସ୍କୁଲରେ ପରିଣତ କରାଯାଇଥିଲା। ଏବେ ମୁସଲିମ ସଂପ୍ରଦାୟର ପିଲାମାନେ ନିଜର ପ୍ରାଥମିକ!-->…
୧୪ ତମ ଆଦିବାସି କାର୍ଯକ୍ରମ ପାଇଁ କନ୍ଧମାଳ ଦଳ ଇନଡୋର (ମଧ୍ୟ ପ୍ରଦେଶ) ଅଭିମୁଖେ ଯାତ୍ରା..
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଇନ୍ ଡୋର (ମଧ୍ୟ ପ୍ରଦେଶ) ଅଭିମୁଖେ ଯାତ୍ରା କରୁଛନ୍ତି l ଏହି ଅବସର ରେ ବାଲିଗୁଡା ଟାଉନ ହଲ ସଭା ଗୃହ ଠାରେ ଏକ କାର୍ଯ କ୍ରମ ଅନୁଷ୍ଠିତ ହୋଇଥିଲା l!-->!-->!-->…
ନବଦାସ ହତ୍ୟା ମାମଲାରେ ଚିଠି ମାଗିଲେ ଜୟନାରାୟଣ
ଭୁବନେଶ୍ବର: ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ। ବିଧାନସଭାରେ ପୁଣି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ନବ ଦାସଙ୍କ ହତ୍ୟାକାଣ୍ଡକୁ ୫୦ଦିନ ପୁରିଗଲାଣି। ହତ୍ୟାକାଣ୍ଡର ଉଦ୍ଦେଶ୍ୟ!-->…
ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବାବେଳେ ଓଲଟିଲା ଅଟୋ, ୬ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ
ଜଳେଶ୍ୱର: ମାଟ୍ରିକ ପରୀକ୍ଷା ଦେଇ ଛାତ୍ରଛାତ୍ରୀମାନେ ଅଟୋରେ ଫେରୁଥିବାବେଳେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୬ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ ହେବା ସହିତ ଜଣେ ୬୦ ବର୍ଷର ବୃଦ୍ଧା ଗୁରୁତ୍ତର ହୋଇଛନ୍ତି । ଜଳେଶ୍ଵର ମହମ୍ମଦ ନଗର ପାଟଣା ନିକଟରେ ଘଟିଛି ଏହି ଦୁର୍ଘଟଣା ।!-->…
ରାଇଘରରେ ପୁଣି ମାଓ ହିଂସା…
ଜଙ୍ଗଳ ଜମି ମାଫିଆ କୁ ହତ୍ୟା କଲେ ମାଓବାଦୀ....
ଉମରକୋଟ (୧୮/୦୩/୨୦୨୩) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ନାକଟିସିମୋଡ଼ା ପଞ୍ଚାୟତ ଅନ୍ତର୍ଗତ ଲଖନପୁରୀ ଟ୍ରାକଟର ଭାଟା ଗ୍ରାମରେ ବିଗତ କାଲି ରାତି ପ୍ରାୟ ୯ ଘଟିକା ସମୟରେ ମୃତ ନାରାୟଣ ନାଗେଶର ସ୍ତ୍ରୀ ଅମୃତି ନାଗେଶଙ୍କୁ କହିବା କଥା!-->!-->!-->…
ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି; B ସେଟ ଭିତରେ A ସେଟର ପ୍ରଶ୍ନପତ୍ର, ତ୍ରୁଟି ମାନିଲା ବୋର୍ଡ
କଟକ: ମାଟ୍ରିକ ପରୀକ୍ଷା ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି । ରାଜ୍ୟର ବିଭିନ୍ନ ସ୍କୁଲ୍ରୁ ଆସିଛି ଏଭଳି ଅଭିଯୋଗ । ଜଗତସିଂହପୁର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍ର ପ୍ରଶ୍ନ!-->…
ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା କନେଷ୍ଟବଳଙ୍କ ଜୀବନ, ଘଟଣାସ୍ଥଳରେ ଉତ୍ତେଜନା
କେନ୍ଦୁଝର: ସାଇକେଲକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ଚାଲିଗଲା କନେଷ୍ଟବଳଙ୍କ ଜୀବନ । ଟ୍ରକ ଧକ୍କାରେ ତୁରୁମୁଙ୍ଗା ଥାନାର ଜଣେ ପୋଲିସ କନେଷ୍ଟବଳଙ୍କର ମୃତ୍ୟୁ ହୋଇଛି।
କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ଥାନାରେ କାର୍ଯ୍ୟରତ କନେଷ୍ଟବଳ ରଘୁନାଥ ମୁର୍ମୁ ସାଇକେଲ ଯୋଗେ ଥାନାକୁ ଯାଉଥିବା!-->!-->!-->…
ରାଇଘରରେ ପୁଣି ମାଓହିଂସା: ଯୁବକଙ୍କୁ ଗୁଳି କରି ହତ୍ୟା
ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ମାଓବାଦୀମାନେ ଗୋଟାଏ ପରେ ଗୋଟାଏ ଜଘନ୍ୟ କାଣ୍ଡ ଘଟାଇ ଚାଲିଛନ୍ତି। ଆଜି ରାଇଘର ଥାନା ଅନ୍ତର୍ଗତ ନାକଟିସିମୋଡା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମଣପୁର ଗ୍ରାମର ନାରାୟଣ ନାଗେଶ (୩୮)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଜଙ୍ଗଲ କାଟି ଗ୍ରାମ ବସାଇବା!-->…
ଖୁବ ଶୀଘ୍ର ଉତ୍କେଲା ବିମାନବନ୍ଦରରୁ ଉଡିପାରେ ବିମାନ
କଳାହାଣ୍ଡି: ଖୁବ ଶୀଘ୍ର ଉତକେଲା ବିମାନବନ୍ଦରରୁ ଉଡ଼ାଣ ନେଇ ମିଳିପାରେ ସବୁଜ ସଙ୍କେତ। ଉତ୍କେଲାରୁ ବିମାନ ଉଡ଼ାଣ ନେଇ ଡିଜିସିଏର ୨ଜଣିଆ ଟିମ୍ ଆଜି ବିମାନ ବନ୍ଦର ନିରୀକ୍ଷଣ କରିଛି। 2B ବିମାନବନ୍ଦର ଲାଇସେନ୍ସ ପାଇଁ ରାଜ୍ୟ ସରକାର ଡିଜିସିଏ ନିକଟରେ ଆବେଦନ କରିଥିଲେ। ଏନେଇ!-->…