Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
‘ସର୍ଭେ ଶୈଳୀ’ ପଛୁଆ ବର୍ଗଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉପହାସ: ସୁରଥ ବିଶ୍ୱାଳ…
ଭୁବନେଶ୍ୱର,: “ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ; ବାଛି ବାଛି କରିଦେଲେ ପଡିଆ, ଶ୍ରାବଣ ମାସରେ ଭାଙ୍ଗେ ନଡିଆ; ଏମନ୍ତ ଭୂଇଁ, ଚାଗୁଣ୍ଡା ବୁଣିଲେ ଉଠଇ ନାହିଁ” ଭଳି ରାଜ୍ୟରେ ପଛୁଆ ବର୍ଗ ସର୍ଭେ ଏବଂ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ମଧ୍ୟ ଅବିକଳ ସମାନ । ଦୀର୍ଘ!-->…
ବାଲେଶ୍ବରରେ ୧୦୦ ଡ୍ରାଇଭର ଗିରଫ…
ବାଲେଶ୍ୱର: ଡ୍ରାଇଭରମାନଙ୍କ ଆନ୍ଦୋଳନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ପୁଲିସ | ଆନ୍ଦୋଳନ ନାଁରେ ରାସ୍ତା ଜାମ କରିଥିବା ଡ୍ରାଇଭରଙ୍କ ବିରୋଧରେ ଏବେ ବାଲେଶ୍ୱର ପୁଲିସ ଆକ୍ସନ ନେଇଛି। ବାଲେଶ୍ୱରର ଏନ୍ଏଚ୍-୧୬ର ନହରପାଟଣାଠାରେ ଡ୍ରାଇଭର ସଂଘର ଶହେରୁ ଅଧିକ ସଦସ୍ୟଙ୍କୁ!-->…
ଜିଲ୍ଲାପାଳ କାମ ଛାଡି ବେପାର କରିବାରେ ବ୍ୟସ୍ତ: ଜୟନାରାୟଣ
ଭୁବନେଶ୍ୱର: ବୁଧବାର ଦିନ ଶୂନ୍ୟକାଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର | ସେ କହିଛନ୍ତି ଯେ ପ୍ରତ୍ୟେକ ଜିନିଷ ପାଇଁ ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ନୀତି ରହିବା ଆବଶ୍ୟକ । ଟ୍ରାନ୍ସଫର ଏବଂ ପୋଷ୍ଟିଂ ପାଇଁ ଗୋଟେ ନିୟମ ରହିଛି । ଗୋଟେ ବିଭାଗ କି!-->…
ମାଟ୍ରିକ ପରୀକ୍ଷାରେ ଅନିୟମିତତା ପରେ କାର୍ଯ୍ୟାନୁଷ୍ଠାନ: ଦୁଇ ପ୍ରଧାନ ଶିକ୍ଷକ ନିଲମ୍ବିତ
କଟକ: ମାଟ୍ରିକ ପରୀକ୍ଷାରେ ଅନିୟମିତତା ନେଇ କାର୍ଯ୍ୟାନୁଷ୍ଠାନ । ଦୁଇ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କଲେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ । ସେମାନେ ହେଲେ ନରସିଂହପୁର ଯୋଡୁମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ସ୍ୱାଇଁ ଓ କଳାହାଣ୍ଡି ଦୟାନିଧି ହାଇସ୍କୁଲ ପ୍ରଧାନ ଶିକ୍ଷକ!-->…
ଡ୍ରାଇଭର ଆନ୍ଦୋଳନର ପ୍ରଭାବ: ଶେଷ ହୋଇପାରେ ପେଟ୍ରୋଲ ଓ ଡିଜେଲ୍
ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଡ୍ରାଇଭରମାନଙ୍କ ଆନ୍ଦୋଳନର ପ୍ରଭାବ ପେଟ୍ରୋଲ ପମ୍ପଗୁଡ଼ିକ ଉପରେ ପଡ଼ିଛି। ଆସନ୍ତାକାଲି ରାଜ୍ୟରେ ଗଚ୍ଛିତ ଥିବା ପେଟ୍ରୋଲ ଓ ଡିଜେଲ୍ ଶେଷ ହୋଇଯିବ ବୋଲି ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନର ସାଧାରଣ ସଂପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।
ସେ!-->!-->!-->…
ଭୁବନେଶ୍ୱର ତମାଣ୍ଡୋରେ ଦୁଇ ଡ୍ରାଇଭର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା…
ଭୁବନେଶ୍ବର: ରାସ୍ତାରେ ଅଟକିଛି ଶହଶହ ସଂଖ୍ୟାରେ ଗାଡ଼ି । ଆଗକୁ ଗଡ଼େଇ ପାରୁନାହାନ୍ତି ଡ୍ରାଇଭର । ବିଭିନ୍ନ ସ୍ଥାନରେ ଦୀର୍ଘ ସମୟ ଧରି ରାସ୍ତା ଜାମ୍ । ରାଜରାସ୍ତାରେ ମାଇଲ ମାଇଲ ବାଟ ପର୍ଯ୍ୟନ୍ତ ଲମ୍ବିଛି ଧାଡ଼ି । ଗତକାଲି ଧର୍ମଘଟ ଶାନ୍ତିପୂର୍ଣ୍ଣ ଥିବା ବେଳେ ଆଜି ଜବରଦସ୍ତ ଗାଡ଼ି!-->…
ବସ୍ ଚଳାଚଳ ବନ୍ଦ ନେଇ ଘରୋଇ ବସ୍ ମାଲିକ ସଂଘର ଚେତାବନୀ
କଟକ: ଆଜି ସନ୍ଧ୍ୟା ସୁଦ୍ଧା ସରକାର ଯଦି ଆନ୍ଦୋଳନକାରୀ ଡ୍ରାଇଭରଙ୍କ କବଳରୁ ରାସ୍ତାକୁ ମୁକ୍ତ ନ କରନ୍ତି, ତେବେ ବସ୍ ଚଳାଚଳ ବନ୍ଦ ରଖିବାକୁ ବାଧ୍ୟ ହେବୁ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଏକ!-->!-->!-->…
ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନ ପାଇଁ ଆକାଶ ଛୁଆଁ ପରିବା ଦର
ଭୁବନେଶ୍ୱର : ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ସାରା ରାଜ୍ୟରେ ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି । ଆଜି ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଂଚିଛି । ଆନ୍ଦୋଳନ ହେତୁ ମାଲବାହୀ ଟ୍ରକ ଗୁଡିକ ରାସ୍ତାରେ ଅଟକି ରହିଛି । ଏହାର ପ୍ରଭାବ ସିଧାସଳଖ ପରିବା ମାର୍କେଟ ଉପରେ ପଡିଛି ।
!-->!-->!-->…
ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ପରେ ବଦଳିଲା ମାଟ୍ରିକ ପରୀକ୍ଷା ନିୟମ..
ଭୁବନେଶ୍ୱର: ଆଜିଠାରୁ ଦଶମ ଶ୍ରେଣୀ ସମ୍ମେଟିଭ୍-୨ ପରୀକ୍ଷା ନିୟମରେ ପରିବର୍ତ୍ତନ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସମ୍ମେଟିଭ୍-୨ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏଣିକି ସକାଳ ୬ଟା ୩୦ ମିନିଟ ପୂର୍ବରୁ!-->!-->!-->…
ଡ୍ରାଇଭର ଆନ୍ଦୋଳନକୁ ନେଇ ଗୃହରେ ହଟ୍ଟଗୋଳ
ଭୁବନେଶ୍ୱର: ଡ୍ରାଇଭର ଆନ୍ଦୋଳନକୁ ନେଇ ଗୃହରେ ହଟ୍ଟଗୋଳ ହୋଇଛି। ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଛନ୍ତି। ଏହାପରେ ୧୦ ମିନିଟ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଡ୍ରାଇଭର!-->!-->!-->…