Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅନଲାଇନ ଗେମିଙ୍ଗ ଓ ବେଟିଂ ଆପର ନିର୍ଦ୍ଦେଶକଙ୍କୁ ଗିରଫ କଲା ଇଓଡବ୍ଲୁ
ଇଓଡବ୍ଲୁ ପଞ୍ଝାରେ ଜାଲ୍ କମ୍ପାନୀର ଜଣେ ନିର୍ଦ୍ଦେଶକ। ଅନଲାଇନ ଗେମିଙ୍ଗ ଓ ବେଟିଂ ଆପ 18football. Comକମ୍ପାନୀ ନିର୍ଦ୍ଦେଶକଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା। ଅନଲାଇନ୍ ବେଟିଂ ଓ ପୁଞ୍ଜି ଠକେଇ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଏଡୁଡାଡି ଇନଷ୍ଟିଚ୍ୟୁଟ ଅଫ୍ ଆଡଭାନ୍ସଡ!-->…
ଡ୍ରାଇଭରଙ୍କ ଦାବି ପାଇଁ ପରିବହନ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି : ମନ୍ତ୍ରୀ
ଭୁବନେଶ୍ବର: ୧୦ ଦଫା ଦାବିରେ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ପରିବହନ ସଚିବ ଉଷା ପାଢୀ। ପରିବହନ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଡ୍ରାଇଭର ସଂଘର ଦାବିଗୁଡ଼ିକୁ ଆଲୋଚନାକୁ!-->…
ରାଜ୍ୟରେ ସକ୍ରିୟ ହେଲା ପଶ୍ଚିମା ଝଡ଼, ୫ ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା
ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ହେଲା ପଶ୍ଚିମା ଝଡ଼। ପ୍ରଭାବରେ ଆଜିଠୁ ରାଜ୍ୟରେ ୫ ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି। ୧୫ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ!-->…
ଜଙ୍ଗଲ ନିଆଁ ଲିଭାଇବା ପାଇଁ ୩୯୯ ଦଳଙ୍କୁ ନିୟୋଜିତ କରାଯାଇଛି: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ଭୁବନେଶ୍ବର: ଗୃହରେ ବୁଧବାର ମୁଲତବି ପ୍ରସ୍ତାବ ଆଲୋଚନା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ଜଙ୍ଗଲରେ ନିଆ ଲିଭାଇବା ପାଇଁ ରାଜ୍ୟରକାର ସ୍ୱତନ୍ତ୍ର ବୈଷୟିକ ଜ୍ଞାନ କୌଶଳ କକ୍ଷ ପ୍ରତିଷ୍ଠା କରିଛନ୍ତି। ଟାସ୍କଫୋର୍ସ ଗଠନ କରିଯାଇଛି। ତାଙ୍କ ସୁପାରିଶ ଅନୁସାରେ ପଦକ୍ଷେପ!-->…
ଅର୍ଚ୍ଚନା ନାଗ ମାମଲା: ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
ଭୁବନେଶ୍ୱର : ଅର୍ଚ୍ଚନା ନାଗଙ୍କ ସ୍ୱାମୀଙ୍କୁ ମିଳିଲା ଜାମିନ୍ । ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଲେ ହାଇକୋର୍ଟ । ଖଣ୍ଡିଗିରି ଥାନାରେ ଶ୍ରଦ୍ଧାଞ୍ଜଳି କରିଥିବା ମାମଲାରେ ଜାମିନ୍ ମିଳିଛି । ୩ଟି ମାଲାରୁ ମାତ୍ର ଗୋଟିଏ ମାମଲାରେ ଜଗବନ୍ଧୁଙ୍କୁ ସର୍ତ୍ତମୂଳକ ଜାମିନ୍!-->…
ବଢିବ ବିଧାୟକଙ୍କ ଦରମା ! ବିଧାନସଭାରେ ଦାବି ରଖିଲେ ସବୁ ଦଳର ବିଧାୟକ
ଭୁବନେଶ୍ୱର : ରାଜ୍ୟରେ ବଢ଼ିପାରେ ବିଧାୟକଙ୍କ ଦରମା । ବିଧାନସଭାରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠିଥିଲା । ଦରମା ବୃଦ୍ଧି ପାଇ ଦାବି କରିଛନ୍ତି ସବୁ ଦଳର ବିଧାୟକ । ଗୃହର ଉଦବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ରୁଲିଂ ଦେଇଛନ୍ତି । ବିଧାୟକ ଅମର ଶତପଥୀଙ୍କ!-->…
ରାଜ୍ୟରେ ବଢ଼ିଛି ଚାଷୀ ପରିବାରର ମାସିକ ଆୟ, ୨୦୧୯ରେ ୫୦୧୨ ଟଙ୍କା: କୃଷିମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ଚାଷୀ ପରିବାରର ମାସିକ ଆୟ ବୃଦ୍ଧି ଘଟିଛି। ୨୦୧୨ରେ ଚାଷୀ ପରିବାରର ମାସିକ ଆୟ ୪୯୭୬ ଟଙ୍କା ଥିଲା ବେଳେ ୨୦୧୯ରେ ଏହା ୫୦୧୨ ଟଙ୍କାକୁ ବୃଦ୍ଧିପାଇଛି। ବାତ୍ୟା ଓ ମରୁଡି ଚାଷୀଙ୍କ ଆୟରେ ବାଧକ ସାଜିଛି। ବିଧାନସଭା ଅଧିବେଶନରେ ବୁଧବାର କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ!-->…
ନିଆଳିରେ ଅଜଣା ଜନ୍ତୁଙ୍କୁ ନେଇ ଆତଙ୍କ: ଗୁହାଳରେ କ୍ୟାମେରା ଲଗାଇଲା ବନ ବିଭାଗ…
ନିଆଳି : ନିଆଳିରେ ଧରାପଡୁନି ଅଜଣା ଜନ୍ତୁ । ମେଣ୍ଢା ଶିକାର କରୁଥିବା ଅଜଣା ଜନ୍ତୁ ଆତଙ୍କକୁ ନେଇ ଚେତିଲା ଫୁଲନଖର ବନ ବିଭାଗ। ଏହାକୁ ଠାବ କରିବା ଲାଗି ମେଷ ପାଳକ ଗୁହାଳରେ ଲାଗିଲା ୪ଟି ଟ୍ରାପ କ୍ୟାମେରା । ଗତ ୬ ବର୍ଷ ତଳେ ଯେଉଁ ଢ଼ଙ୍ଗରେ ଅଜଣା ଜନ୍ତୁ ମେଣ୍ଢା ମାନଙ୍କୁ ଆକ୍ରମଣ!-->…
ନୂଆପଡ଼ାରେ ପୁଣି କଲରାପତରିଆ ଆତଙ୍କ; ଆକ୍ରମଣରେ ୪ଟି ଗାଈ ଓ ବାଛୁରୀ ମୃତ
ନୂଆପଡ଼ା: ସଦର ବ୍ଳକ ଲୋଡ଼ରା ଗ୍ରାମରେ କଲପତରିଆ ବାଘ ଆତଙ୍କ ଦେଖାଯାଇଛି। କିଛି ଦିନ ହେଲା କଲରାପତରିଆ ପାବରତୋଲା ଓ ତରିଆ ମହୁଆଭଟା ଗ୍ରାମବାସୀଙ୍କ ନିଦ ହଜିଯାଇଛି। ମଙ୍ଗଳବାର ରାତିରେ ତରିଆ ମହୁଆଭଟା ଗ୍ରାମର ଭାଗରଥି ଭୋଇ ଗୁହାଳକୁ କଲରାପତରିଆ ବାଘ ପଶି ବାଛୁରୀକୁ ଆକ୍ରମଣ କରିଛି। କିନ୍ତୁ!-->…
୫ଟି କଣ ସବୁଠୁ ଉର୍ଦ୍ଧ୍ୱରେ କି? : ଜୟନାରାୟଣ ମିଶ୍ର
ଭୁବନେଶ୍ୱର: ଶୂନ୍ୟକାଳରେ ୫ଟି ପ୍ରସଙ୍ଗରେ ସରକାରଙ୍କୁ ପୁଣି ଜୟନାରାୟଣଙ୍କ ନିଶାନା । ମୁଖ୍ୟ ସଚେତକ କହିଲେ ୫ଟି ଏକ ଚିନ୍ତାଧାରା,ଏକ ବିଚାରଧାରା । ଯଦି ଏହା ଏକ ବିଚାରଧାର ତେବେ ଏହା ସେହି ବିଚାରଧାରା ହେଇକି ରହୁ ।
ସବୁ ବିଭାଗର ମାଲିକ ସେ କିପରି ହୋଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି!-->!-->!-->…