Browsing Category

ଓଡିଶା

ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ…

କେନ୍ଦ୍ରାପଡ଼ା : ଭୁଶୁଡ଼ିଲା ପୋଲ । କେନ୍ଦ୍ରାପଡ଼ା କଜଳାଠାରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲର ସ୍ଲାବ୍‌ । ଗୋବରୀ ନଦୀ ଉପରେ ପୋଲ ନିର୍ମାଣ ହେଉଥିବାବେଳେ ଭୁଶୁଡି ପଡିଛି । ତେବେ ଏଥିରେ କାହାର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ସୂଚନା ଥାଉକି, ଗୋବରୀ ନଦୀ ପାର୍ଶ୍ୱ ବାଇପାସ୍

ରାଜ୍ୟରେ ୧୧,୯୨୯ ସ୍କୁଲ ଘର ବିପଦପୂର୍ଣ୍ଣ: ସମୀର ଦାସ..

ଭୁବନେଶ୍ୱର: ରାଜ୍ୟରେ ବିପଦପୂର୍ଣ୍ଣ ଅବସ୍ଥାରେ ୧୧ହଜାର୯୨୯ସ୍କୁଲ ଘର । ସବୁ ଅସୁରକ୍ଷିତ ଶ୍ରେଣୀ ଘର ଭାଙ୍ଗିବାକୁ ନିର୍ଦ୍ଧେଶ ଦିଆଯାଇଛି । ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା । ଗାଁରେ ପଞ୍ଚାୟତିରାଜ ବିଭାଗକୁ ସ୍କୁଲ ମରାମତି ପାଇଁ କୁହାଯାଇଛି । ମୋଟ ୭୭ହଜାର୯୩୧

୧୦ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ବର: ୧୦ ଦଫା ଦାବିରେ ଅନିଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବୁଧବାର ସକାଳୁ ଆରମ୍ଭ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି। ଆଉ ଏହି ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି |

ଶିକ୍ଷକଙ୍କୁ ଲୋୟର ପିଏମ୍‌ଜିରେ ଆନ୍ଦୋଳନ ପାଇଁ ଅନୁମତି ଦେଲାନି କମିଶନରେଟ୍‌ ପୋଲିସ

ଭୁବନେଶ୍ୱର : ଶିକ୍ଷକଙ୍କୁ ଲୋୟର ପିଏମ୍‌ଜିରେ ଆନ୍ଦୋଳନ ମନା। ଧାରଣା ପାଇଁ ଅନୁମତି ଦେବାକୁ ମନାକଲା କମିଶନରେଟ୍‌ ପୋଲିସ । ଆସନ୍ତା ୧୦ ତାରିଖରେ ପୋଲିସ କମିଶନରଙ୍କୁ ଆନ୍ଦୋଳନ ପାଇଁ ଅନୁମତି ମାଗିଥିଲା ସଂଘ । ଧାରଣା ଦେଲେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇପାରେ । ଆଜି ଧାରଣାରେ ପ୍ରାୟ

ସୁନ୍ଦରଗଡ଼ ଜିଲ୍ଲାରେ ପରିବେଶ ଅନୁକୂଳ ଖଲିପତ୍ର ପ୍ରସ୍ତୁତି: ୨୭୦୦ରୁ ଅଧିକ ଆଦିବାସୀ ମହିଳାଙ୍କୁ ରୋଜଗାର…

ସୁନ୍ଦରଗଡ଼, :୧୫ ମାର୍ଚ୍ଚ ୨୦୨୩: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି ’ଖଲିପତ୍ର’ ପ୍ରସ୍ତୁତି। ଆଧୁନିକ ମେସିନ ସାହାଯ୍ୟରେ ମହିଳାମାନେ ଶାଳ ଓ ଶିଆଳି ପତ୍ରରୁ ତିଆରି କରୁଥିବା ପରିବେଶ ଅନୁକୂଳ ଖଲିପତ୍ରର ଚାହିଦା ଏବେ ବଜାରରେ ଭଲ ରହିଛି।

ମାଟ୍ରିକ୍‌ ଡ୍ରପଆଉଟ୍‌ ପିଲାମାନେ ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର : ମାଟ୍ରିକ୍‌ ଡ୍ରପଆଉଟ୍‌ ପିଲାମାନେ ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା। ଆଜି ବିଧାନସଭାରେ ଆଜି ଏନେଇ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ସେ କହିଛନ୍ତି, ୨୦୨୧-୨୨ ମସିହାରେ ମାଟ୍ରିକ୍‌ ପରୀକ୍ଷା ପାଇଁ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଫର୍ମ ପୂରଣ କରିଥିଲେ।

ପଶ୍ଚିମା ଝଡ଼ ପ୍ରଭାବରେ ୧୫ରୁ ୧୯ ପର୍ଯ୍ୟନ୍ତ ବର୍ଷା; ଭିଜିବ ସାରା ରାଜ୍ୟ

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲି (୧୫ ମାର୍ଚ୍ଚ/ ବୁଧବାର) ଠାରୁ ରାଜ୍ୟର ପାଗ ବଦଳିବ। ସାରା ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୧୫ ତାରିଖରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କୋରାପୁଟ,

ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ – ତୁରନ୍ତ ଲକ୍ଷ୍ମୀ ମାର୍କେଟ ଉଚ୍ଛେଦ କରି ହସ୍ତାନ୍ତର କର…

ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାକୁ ନେଇ ଚର୍ଚ୍ଚା ଥମୁ ନ ଥିବା ବେଳେ ଏହି ଘଟଣାରେ ଆସିଛି ଟ୍ୱିଷ୍ଟ। ଉଚ୍ଛେଦ ହେବ ଲକ୍ଷ୍ମୀ ମାର୍କେଟ। ଉଚ୍ଛେଦ ପରେ ଏହାକୁ ତୁରନ୍ତ ହସ୍ତାନ୍ତର କରିବାକୁ ଶ୍ରୀମନ୍ଦି ପ୍ରଶାସନ ପକ୍ଷରୁ ଏପରି ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ୩୬

ଡ୍ରାଇଭର ସଂଘ ପକ୍ଷରୁ ଆସନ୍ତାକାଲିର ବନ୍ଦ ଡାକରାକୁ ସହଯୋଗ କରିବେନି ଅଟୋ ଚାଳକ

ଭୁବନେଶ୍ବର: ଡ୍ରାଇଭର ସଂଘ ପକ୍ଷରୁ ଆସନ୍ତାକାଲିର ବନ୍ଦ ଡାକରାକୁ ବିରୋଧ କରିଛି ନିଖିଳ ଓଡ଼ିଶା ଅଟୋ ମହାସଂଘ। ଆନ୍ଦୋଳନରୁ ଡ୍ରାଇଭର ଆସୋସିଏସନ ଓହରିବାକୁ ସଂଘ କହିଥିବା ବେଳେ ଆସନ୍ତାକାଲି ଆନ୍ଦୋଳନରେ ସହଯୋଗ କରିବେ ନାହିଁ ବୋଲି ସଂଘ କହିଛି। ଏନେଇ ନିଖିଳ ଓଡ଼ିଶା ଅଟୋ ମହାସଂଘର ସାଧାରଣ

ଜଙ୍ଗଲ ନିଆଁ ଲିଭାଉ ଲିଭାଉ ଜଳିଗଲା ବନ ବିଭାଗ ଜିପ୍‌…

ସୁନ୍ଦରଗଡ଼ : ଜଙ୍ଗଲ ନିଆଁ ଲିଭାଉ ଲିଭାଉ ଜଳିଗଲା ବନ ବିଭାଗ ଜିପ୍‌। ଆଜି ଏପରି ଖବର ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ। ତେବେ ଜିପ୍‌ଟି ଜଙ୍ଗଲ ନିଆଁରେ ଜଳିଛି ନା କିଏ ନିଆଁ ଲଗାଇ ଦେଇଛି, ତାହା ଜଣାପଡ଼ି ନାହିଁ। ସୁନ୍ଦରଗଡ ସଦର ଫରେଷ୍ଟ ରେଞ୍ଜର ଭବାନୀପୁର ଜଙ୍ଗଲରେ ଆଜି ନିଆଁ ଲାଗିଥିଲା।