Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସାମ୍ବାଦିକଙ୍କୁ ବାରଣ ପ୍ରସଙ୍ଗ : ଜାଣିନି ବିଭାଗ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମକୁ ବାରଣ କଥା ଜାଣିନି ବିଭାଗ । ସୂଚନା ଓ ଲୋକସମ୍ପର୍କ ବିଭାଗ ଜାଣିନଥିବା କହିଲେ ବିଭାଗୀୟ ମନ୍ତ୍ରୀ । ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଉତ୍ତର ।
ମୁଖ୍ୟମନ୍ତ୍ରୀଙ୍କ କାଯ୍ୟକ୍ରମକୁ ସାମ୍ବାଦିକଙ୍କୁ!-->!-->!-->…
କାଲିଠୁ ଡ୍ରାଇଭର ସଂଘର ଧର୍ମଘଟ: ଘରୋଇ ବସ୍ ସ୍ୱାଭାବିକ ଭାବେ ଚାଲିବ ବୋଲି ସ୍ପଷ୍ଟ କଲା ମାଲିକ ସଂଘ…
ଭୁବନେଶ୍ୱର : ଆସନ୍ତାକାଲିଠାରୁ ଡ୍ରାଇଭର ସଂଘ ଅଖ, ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛି । ଏଥିସହିତ ଘରୋଇ ବସ୍ ମାଲିକ ସଂଘ ଯାତ୍ରୀବାହୀ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ୍କୁ ସ୍ଥିତି ଉପରେ!-->…
ଜଙ୍ଗଲରେ ନିଆଁ ଲଗାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ; ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ…
ଭୁବନେଶ୍ବର: ରାଜ୍ୟରେ ଚିନ୍ତା ବଢ଼ାଇଛି ଜଙ୍ଗଲ ନିଆଁ । ବିଭିନ୍ନ ସ୍ଥାନରେ ଲିଭୁନି ବନାଗ୍ନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭ଶହ ୫୭ଟି ସ୍ଥାନରେ ନିଆଁ ଲାଗିଛି । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ସାଟେଲାଇଟ୍ ଚିତ୍ରରୁ ଏକଥା ଜଣା ପଡିଛି । ରାଜ୍ୟରେ ବନାଗ୍ନି ସ୍ଥିତିର ସମୀକ୍ଷା କରିଛନ୍ତି!-->…
ନିଆଳିରେ ଅଜଣା ଜନ୍ତୁ ଆତଙ୍କ…
ନିଆଳି: ନିଆଳି କଣ୍ଟାପଡ଼ାରେ ଅଜଣା ଜନ୍ତୁ ଆତଙ୍କ । ରାତିରେ ଗୁହାଳରେ ପଶି ମାରିଲା ମେଣ୍ଢା l କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଗାଁରେ ଘଟିଛି ଏପରି ଘଟଣା l ଗାଁର ଶରତ ଚୌଧୁରୀଙ୍କ ୧୦ଟି ମେଣ୍ଢାକୁ ଏକ ଅଜଣା ଜନ୍ତୁ ମାରିଥିବା ସନ୍ଦେହ କରାଯାଉଛି । ଗତକାଲି!-->…
ସ୍କୁଲ ଫି ଦେଇନପାରିବାରୁ ଛାତ୍ରଙ୍କ କେଶ କାଟିଦେଲେ ଶିକ୍ଷକ…!
ଲଖନଉ: ସ୍କୁଲ ଫି ଦେଇନପାରିବାରୁ ଛାତ୍ରଙ୍କ କେଶ କାଟିଦେଲେ ଶିକ୍ଷକ | ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ହୋଲି ଚାଇଲ୍ଡ ଏକାଡେମୀରେ ଫି ନଦେବା କାରଣରୁ ଦୁଇ ପିଲାଙ୍କ କେଶ କାଟି ଦିଆଯାଇଥିବାର ଘଟଣା ସାମ୍ନାକୁ ଆସିଛି | ଏହି ଘଟଣାକୁ ନେଇ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦୁଇ!-->…
କମ୍ବି ଅପରସେନ ବେଳେ ମାଓ କ୍ୟାମ୍ପରୁ ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ…
ମାଲକାନଗିରି : ୧୪ / ୩ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ ବିଏସଏଫ ଯବାନ କୁମ୍ବିଙ୍ଗ ଅପରେସନ ସମୟରେ ମାଓ ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ୟ ଓ ମାଓ ସାମଗ୍ରୀ ଜବତ ହୋଇଛି । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନା ଯନ୍ତ୍ରୀ!-->!-->!-->…
ଓଡ଼ିଶାରେ ମାଡ଼ୁଛି ଜଙ୍ଗଲ ନିଆଁ; ତୁରନ୍ତ ରୋକିବାକୁ କେନ୍ଦ୍ର ପରିବେଶମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ଧର୍ମେନ୍ଦ୍ର…
ନୂଆଦିଲ୍ଲୀ: ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ବର୍ତ୍ତମାନ ନିଆଁ ଲାଗୁଛି। ଜଙ୍ଗଲ ଜଳିବା ମାତ୍ରା ଜୈବବିବିଧତା ନଷ୍ଟ ହେଉଛି। ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତୁରନ୍ତ ଏହାର ସମାଧାନ ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ପାଣିପାଗ ମନ୍ତ୍ରୀ!-->…
ସ୍କୁଲରେ ପଶି ହାଣିଲା ମଦ୍ୟପ ଯୁବକ
କେନ୍ଦୁଝର :ମଦ୍ୟପ ଯୁବକର ଉନ୍ମତକାଣ୍ଡ। ନିଶାରେ ସ୍କୁଲରେ ପଶି ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇଥିଲା। ଏପରିକି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ।
ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଜଣେ ମଦ୍ୟପ ଯୁବକ ହାତରେ କଟୁରୀ ଧରି ସଦର ବ୍ଲକ୍!-->!-->!-->…
ଚେନ ଲୁଟି ଚମ୍ପଟ ମାରୁଥିଲେ କିନ୍ତୁ ଅଧାର ସରିଗଲା ତେଲ, ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ସାଲେପୁର: ଗାଡ଼ିରୁ ତେଲ ସରିଯିବାରୁ ଧରାପଡିଲେ ଲୁଟେରା । ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ । ଚଳନ୍ତା ଗାଡିରୁ ଚେନ୍ ଛିଡାଇ ସ୍ପିଡରେ ଯାଉଥିଲେ । ଏତିକି ବେଳେ ଗାଡିରୁ ତେଲ ସରିଗଲା । ଟାଙ୍କିରେ ତେଲ ପକାଇ ଫେରୁଥିବାବେଳେ ଲୋକଙ୍କ ହାବୁଡରେ ପଡିଯାଇଥିଲେ ।
କଟକ ଜିଲ୍ଲା!-->!-->!-->…
ଜଳୁଛି ଶିମିଳିପାଳ, ୨୫ପଏଣ୍ଟ ରେ ଲାଗିଛି ନିଆଁ
କରଞ୍ଜିଆ: ଆଜି ବି ହୁତୁ ହୁତୁ ହୋଇ ଜଳୁଛି ଏସିଆ ର ଦ୍ୱିତୀୟ ଜୈବ ମଣ୍ଡଳ ଶିମିଳିପାଳ । ଆଜି ଶିମିଳିପାଳର ରେଞ୍ଜରେ ୨୫ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳ ରେ ୧୯ ଟି ପଏଣ୍ଟ ଥିବା ବେଳେ ଦକ୍ଷିଣ ଶିମିଳିପାଳରେ ୬ ପଏଣ୍ଟ ରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳର!-->…