Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା : ଯୁଗ୍ମ ଟିମର ତଦନ୍ତ ଜାରି…
ପୁରୀ: ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା । ଯୁଗ୍ମ ଟିମର ତଦନ୍ତ ଜାରି। କମ୍ପ୍ଲେକ୍ସ ମଧ୍ୟରେ ଥିବା 43 ଟି ଦୋକାନ ସମ୍ପୂର୍ଣ୍ଣ ଜାଳିପୋଡି ପାଉଁଶ ହୋଇଯାଇଛି ।ପ୍ରଥମ ମହଲାରେ ଥିବା ବ୍ୟାଙ୍କର ଲକର ସୁରକ୍ଷିତ ଅଛି।
ଏନେଇ ଖୁବ ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରାଯାଇ!-->!-->!-->…
ଆସନ୍ତା ୨୬ରେ ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା…
ଭୁବନେଶ୍ୱର : ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ଆସନ୍ତା ୨୬ ତାରିଖ ଦିନିକିଆ ଗସ୍ତରେ ଆସୁଛନ୍ତି ଶାହା । ପ୍ରଥମେ ଭଦ୍ରକ ଜିଲ୍ଲା ଆରଡି ଠାରେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବେ । ଏନେଇ ଶନିବାର ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ!-->…
ବସ୍ତାରୁ ଭର୍ତ୍ତି ମଣିଷର ଖପୁରୀ ଓ ହାଡ଼ ଉଦ୍ଧାର, ହତ୍ୟା ସନ୍ଦେହ
ବାଲେଶ୍ୱର : ବସ୍ତାରେ ଭର୍ତ୍ତି ମଣିଷର ଖପୁରୀ ଓ ହାଡ଼ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଦୁରୁଣ୍ଡି ନାଳରୁ ଉଦ୍ଧାର ହୋଇଛି। କେହି ଜଣେ ବ୍ୟକ୍ତି କୈାଣସି ଏକ ଲୋକକୁ ହତ୍ୟା କରି ବସ୍ତାରେ ପୁରାଇ ପରିତ୍ୟକ୍ତ ନାଳରେ ଭର୍ତ୍ତି କରିଥିବା ଅନୁମାନ କରାଯାଉଛି।!-->…
ପୁରୀରେ ପୁଣି ଅଗ୍ନିକାଣ୍ଡ; ରେଳ ଷ୍ଟେସନ ନିକଟ ୱାନ-ଏ ଟ୍ରାକରେ ଲାଗିଗଲା ନିଆଁ
ପୁରୀ: ପୁରୀକୁ ଛାଡ଼ୁନି ଅଗ୍ନି ବିତ୍ପାତ । ପ୍ରଥମେ ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସ, ପରେ ନୀଳାଦ୍ରି କମ୍ପେ୍ଲକ୍ସ ପରେ ଏବେ ରେଳ ଷ୍ଟେଶସନରୱାନ-ଏ ଟ୍ରାକରେ ଲାଗି ଯାଇଛି ନିଆଁ । ଗୋଟିଏ ପରେ ଗୋଟିଏ ଅଗ୍ନିକାଣ୍ଡ ଘଟଣା ଏବେ ସହରବାସୀଙ୍କୁ ଭୟଭୀତ କରି ଦେଇଛି ।
ଆଜି ପୁରୀ ରେଳ ଷ୍ଟେସନର!-->!-->!-->…
କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ଘଟଣା: ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ
ମାଲକାନଗିରି : ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମା ଅଧୀନରେ କେନ୍ଦୁ ପତ୍ର ବିଭାଗରେ ଚଞ୍ଚକତା କରି ଆଦିବାସୀଙ୍କ ଟଙ୍କା ହଡ଼ପ ଘଟଣାରେ ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ରେଞ୍ଜର ଦୁର୍ଗା ପ୍ରସାଦ ନାୟକଙ୍କୁ ନିଲମ୍ବିତ କରାଯାଇଛି।
ପଞ୍ଜୀକୃତ କେନ୍ଦୁ ପତ୍ର ତୋଳାଳି ମାନଙ୍କ!-->!-->!-->…
୧୪୨ କୋଟିରେ ନିର୍ମିତ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଉଦ୍ଘାଟନ କରିଛନ୍ତି। ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚ ଟାରେ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ପହଂଚିଥିଲେ। ଷ୍ଟାଡିୟମ ଉଦଘାଟନ କରିବା ସହ ୯୬୪ କୋଟି ଟଙ୍କାର ବିଭିନ୍ନ!-->…
ଏଣିକି ସୁବିଧାରେ କିଣି ହେବ ଆପାର୍ଟମେଣ୍ଟ…
ଏଣିକି ଆପାର୍ଟମେଣ୍ଟ କିଣିବା ପାଇଁ ରହିବ ନାହିଁ କୌଣସି ଅସୁବିଧା। ସୁବିଧାରେ ଘର ପାଇଁ ରେଜିଷ୍ଟ୍ରେସନ କରି ହେବ। ବିଲଡରଙ୍କ ସହିତ ମଧ୍ୟ କୌଣସି ଝିଞ୍ଜଟ ରହିବ ନାହିଁ। କମନ ଏରିଆ ସହିତ ଜମିର ମାଲିକାନା ଓନର୍ ଆସୋସିଏସନ ନାଁରେ ହିଁ ରହିବ। ଏ ସଂପର୍କିତ ପ୍ରସ୍ତାବ ରାଜ୍ୟ!-->…
ଦିବଂଗତ ନେତାଙ୍କ ଉପରେ କଟୁ ମନ୍ତବ୍ୟ ଦେବା ହିନ୍ଦୁ ପରମ୍ପରାରେ ଗ୍ରହଣୀୟ ନୁହେଁ-ବିଧାୟିକା ବର୍ଷା ସିଂ ବରିହା
ଭୁବନେଶ୍ୱର: ନବ ଦାସଙ୍କ ମୃତ୍ୟୁର ତଦନ୍ତକୁ ନେଇ ବିରୋଧୀଙ୍କ କଡ୍ଡା ସମାଲୋଚନା ପରେ ମୁହଁ ଖୋଲିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା। ବର୍ଷା ଟୁଇଟ କରି ଏପରି ସମାଲୋଚନାରୁ କ୍ଷାନ୍ତ ହେବାକୁ ବିରୋଧୀକୁ ଅନୁରୋଧ କରିଛନ୍ତି।
ବିଜେଡି ବିଧାୟିକା ବର୍ଷା ତାଙ୍କ ଟୁଇଟକୁ!-->!-->!-->…
ବାଘ ଧରାପକାଇବାକୁ ଜଙ୍ଗଲରେ ଲାଗିଥିଲା ଟ୍ରାକ୍ କ୍ୟାମେରା ଚୋରି
କେନ୍ଦୁଝର: ବାଘକୁ ଧରାପକାଇବା ପାଇଁ ଜଙ୍ଗଲରେ ଖଞ୍ଜା ଯାଇଥିବା ଟ୍ରାକ୍ କ୍ୟାମେରା ଚୋରି ହୋଇଯାଇଛି। କେନ୍ଦୁଝର ଜିଲ୍ଲାରେ ମହାବଳ ବାଘକୁ ନେଇ ବନ ବିଭାଗର ଚିନ୍ତା ବଢ଼ିଥିବା ବେଳେ ଏବେ ବାଘକୁ ଟ୍ରାକ୍ କରିବା ପାଇ ଲଗା ଯାଇଥିବା ଦୁଇଟି ଟ୍ରାକ୍ କ୍ୟାମେରା ଚୋରି ହୋଇଯାଇଛି। ଏନେଇ ବନ!-->…
ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ୯ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ। ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ସମ୍ଭାବନା । ୯ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର,!-->…