Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୁରୀରେ ପୁଣି ନିଆଁ,ନୀଳାଦ୍ରି ମାର୍କେଟ କମ୍ପ୍ଲେକ୍ସରେ ଥିବା ଓଡିଶା ହ୍ୟାଣ୍ଡଲୁମରେ ଅଗ୍ନିକାଣ୍ଡ
ପୁରୀ: ଆଜି ପୁଣି ପୁରୀରେ ଅଗ୍ନିକାଣ୍ଡ ଘଟିଛି। ଦୀର୍ଘ ୩୭ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ଅଗ୍ନିଶମ ବିଭାଗ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସର ନିଆଁକୁ ଆୟତ୍ତ କରିଥିଲା। ୨୪ଘଣ୍ଟା ନବିତୁଣୁ ପୁଣି ବଡଦାଣ୍ଡରେ ଥିବା ଆଉ ଏକ ହୋଟେଲରେ ଲାଗିଲା ନିଆଁ। ଇଲେକ୍ଟ୍ରୀ ସଟସର୍କିଟରୁ ଅଗ୍ନିକାଣ୍ଡ!-->…
ତାପ ସଂରକ୍ଷିତ ଯାନ ଓ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନର ଶୁଭାରମ୍ଭ…
ଭୁବନେଶ୍ବର : ରାଜ୍ୟରେ ସମସ୍ତ ଟିକାର ନିରାପଦ ପରିବହନ ପାଇଁ ରାଜ୍ୟ ଔଷଧ ନିଗମ ପକ୍ଷରୁ ୧୦ଟି ତାପ ସଂରକ୍ଷିତ ଯାନ କିଣାଯାଇଛି। ନୂତନ ଭାବେ କିଣା ଯାଇଥିବା ଏହି ଯାନଗୁଡ଼ିକ ରାଜ୍ୟ ଟିକା ସଂରକ୍ଷଣ ଭଣ୍ଡାର ଓ ୯ଟି ଆଞ୍ଚଳିକ ଟିକା ସଂରକ୍ଷଣ କେନ୍ଦ୍ରରେ ଅବସ୍ଥାପିତ ହେବ। ଏହାସହ ଗ୍ରାମାଞ୍ଚଳରେ!-->…
କୋଲକାତା କିମ୍ବା ହାଇଦ୍ରାବାଦ CFSLକୁ ଯିବ ବାର୍ତ୍ତାବହ ପାରା…
ଗୁଇନ୍ଦା ପାରାର ହେବ ଗୁପ୍ତ ପରୀକ୍ଷା। ସେଣ୍ଟ୍ରାଲ ଫରେନସିକ ଲ୍ୟାବ ଖୋଲିବ ବାର୍ତ୍ତାବହ ପାରାର ଗୁମର। ପାରା ଡେଣାରେ ଲେଖାଥିବା ଭାଷା ଚାଇନିଜ ବୋଲି ଜଣାପଡ଼ିଥିବା ବେଳେ କ୍ୟାମେରା ଓ ଚିପକୁ ନେଇ ବଢୁଛି ଅଧିକ ସନ୍ଦେହ। SFSLରେ ଥିବା କ୍ୟାମେରା ଓ ଚିପ ଖୁବଶୀଘ୍ର ଯିବ CFSL।
!-->!-->!-->…
ଏମ୍କେସିଜିରେ ବାୟୋମେଟ୍ରିକ୍ସ ଉପସ୍ଥାନ ବାଧ୍ୟତାମୂଳକ
ବ୍ରହ୍ମପୁର: ଠକ ଡାକ୍ତରଙ୍କ ଉପରେ ଲଗାମ ଲଗାଇବା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ବାୟୋମେଟ୍ରିକ୍ସ ଉପସ୍ଥାନକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ଡାକ୍ତର କେଉଁ ସମୟରେ ଡାକ୍ତରଖାନା ଆସୁଛନ୍ତି ଏବଂ କେତେବେଳେ ଯାଉଛନ୍ତି ତା’ର ସଠିକ୍ ରେକର୍ଡ଼!-->…
ପୁରୀ ଅଗ୍ନିକାଣ୍ଡ ସବୁଠାରୁ ଏକ ବଡ଼ ଅଗ୍ନିକାଣ୍ଡ: ଫାୟାର ଡ଼ିଜି…
କଟକ: ପୁରୀ ହୋଟେଲ ସମ୍ରାଟ ଅଗ୍ନିକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଲେ ଫାୟାର ଡ଼ିଜି ସନ୍ତୋଷ ଉପାଧ୍ୟାୟ। ପାଖା ପାଖି ୩୬ ଘଣ୍ଟା ପରେ ନିୟନ୍ତ୍ରଣ ହୋଇଛି ଅଗ୍ନିକାଣ୍ଡ। ଏହା ସବୁଠାରୁ ଏକ ବଡ଼ ଅଗ୍ନିକାଣ୍ଡ ଥିଲା। ଅପରେସନ ପାଇଁ ଅଗ୍ନିଶମ ବିଭାଗକୁ ବହୁତ କଷ୍ଟ କରିବାକୁ ପଡିଥିଲା।!-->…
ସରକାରୀ ବାସଭବନରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର…
ଯାଜପୁର: ସରକାରୀ ବାସଭବନରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ।
ସୂଚନା ମୁତାବକ ବ୍ଲକର କବାଟବନ୍ଧ, ବୃନ୍ଦଦେଇପୁର ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ବ୍ରହ୍ମାନନ୍ଦ ପଣ୍ଡା ଗତକାଲି ରାତିରେ ତାଙ୍କ ସରକାରୀ!-->!-->!-->…
ନବ ଦାସଙ୍କୁ ହତ୍ୟା ଘଟଣା: ତେଜିଲା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି, ବିଧାନସଭା ଅଚଳ କଲେ ବିରୋଧୀ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ ହୋଇଥିବା ବେଳେ ଗୃହ ଚାଲି ପାରିନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ବିରୋଧୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି । ଫଳରେ ଆଜି ବାରମ୍ବାର!-->…
ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା: ପ୍ରଥମ ଦିନରେ କେନ୍ଦ୍ର ବୁଲି ଦେଖିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ସକାଳ ୮ଟାରୁ କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଯାଇଛି ଦଶମ ଶ୍ରେଣୀ ପରୀକ୍ଷା । ପ୍ରଥମ ଦିନରେ ରହିଛି ମାତୃଭାଷା ସାହିତ୍ୟ ପରୀକ୍ଷା । ପ୍ରଥମ ଦିନ ପରୀକ୍ଷାର୍ଥୀ ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ୧୦ ଟାରେ ଶେଷ ହୋଇଛି ପରୀକ୍ଷା । ଆଜି ମୋଟ୍ ୩୨୧୮ଟି!-->…
ନାଳରେ ଭିସିଗଲା ହଜାର ହଜାର ଲିଟର ଦୁଗ୍ଧ…
ବ୍ରହ୍ମପୁର : ନାଳରେ ଭିସିଗଲା ହଜାର ହଜାର ଲିଟର ଦୁଗ୍ଧ । ଏଭଳି ଏକ ଦୃଶ୍ଯ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆଙ୍କୁଶପୁର ଠାରେ ଥିବା ଓମଫେଡ ଦୁଗ୍ଧ ପ୍ରୋସେସିଙ୍ଗ ୟୁନିଟରେ । ଦୁଗ୍ଧ ନଷ୍ଟ ହେବାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । କ୍ଷୀର ପ୍ରୋସେସିଂ କରିବା ପାଇଁ ଥିବା!-->!-->!-->…
୩୬ ଘଣ୍ଟା ପରେ ସମ୍ପୂର୍ଣ୍ଣ ଲିଭିଲା ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ନିଆଁ…
ପୁରୀ: ଲିଭିଲା ପୁରୀ ମରୀଚିକୋଟର ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ । ଭୟାବହ ଅଗ୍ନିକାଣ୍ଡରେ ଧ୍ବସ୍ତବିଧ୍ବସ୍ତ ପୁରୀ ମରୀଚିକୋଟସ୍ଥିତ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ । ସାରା ରାତି ନିଆଁ ଲିଭେଇବା ପରେ ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି । ନିଆଁ ଲିଭା କାର୍ଯ୍ୟରେ!-->…