Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୮ଟି ପ୍ରସ୍ତାବ ପାରିତ…
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ବୈଠକ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୮ଟି ପ୍ରସ୍ତାବ ପାରିତ ହୋଇଥିଲା। ରାଜ୍ୟ କ୍ୟାବିନେଟ୍ ବୈଠକରେ ନିମ୍ନୋକ୍ତ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି।
୧.!-->!-->!-->…
ନିଃସର୍ତ୍ତ ନ୍ୟୁଜ୍ ର ମହା ପ୍ରଭାବ : କାର୍ଯ୍ୟରୁ ନିଲମ୍ବନ ହେଲେ ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ…
ଜାଲରେ ଛୋଟ ମାଛ ବଡ ମାଛ କେବେ....?
ମାଲକାନଗିରି // ଚିତ୍ରକୋଣ୍ଡା : ଆଜି ଅର୍ଥାତ୍ ୧୦.୦୩.୨୦୨୩ ବାଲିମେଳା ବନାଞ୍ଚଳ ଅଧୀନସ୍ଥ କୁଡୁମୁଲୁଗୁମ୍ମା କେନ୍ଦୁ ପତ୍ର ବିଭାଗରେ ଫରେଷ୍ଟର ଭାବେ ନିଜ ଦାୟିତ୍ୱ ସମ୍ପାଦନ କରୁଥିଲେ ପଦ୍ମିନୀ ପଟ୍ଟନାୟକ । ତେବେ ବିଗତ କିଛି ଦିନ ଧରି ତାଙ୍କ!-->!-->!-->!-->!-->…
ମୃତବ୍ୟକ୍ତିଙ୍କ ଶବରୁ ଟଙ୍କା ଶୋଷୁଛି ଜଙ୍ଗଲ ବିଭାଗର କେନ୍ଦୁ ପତ୍ର ଶାଖା..!
ଚେଇଁ ସୋଇଛି ରାଜ୍ୟ ସରକାର...
ମାଲକାନଗିରି/କୁଡୁମୁଲୁଗୁମ୍ମା : ଦୁର୍ନୀତି ମୁକ୍ତ ସମାଜ ପରିକଳ୍ପନା ସମୟରେ ଓଡ଼ିଶା ଭଳି ଏକ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଏତେ ସୁଦୃଢ଼ ଯେ , ବିଭିନ୍ନ ବିଭାଗ ନିମନ୍ତେ ବିଭାଗୀୟ ସଚିବ ନ୍ୟସ୍ତ ଥିବା ସତ୍ତ୍ଵେ 5T ର ଆବିର୍ଭାବ ଏଠାରେ ହୋଇପାରେ ।!-->!-->!-->!-->!-->…
ଟ୍ରେନିଂ ସମୟରେ ଯବାନଙ୍କ ବନ୍ଧୁକରୁ ଗୁଳି ବାଜି ଅନ୍ୟ ଜଣେ ଯବାନ ଆହତ
ଭୁବନେଶ୍ବର: ଟ୍ରେନିଂ ସମୟରେ ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (ଏସ୍ଓଜି) କ୍ୟାମ୍ପରେ ଗୁରୁବାର ଅଘଟଣ ଘଟିଛି। ଜଣେ ଯବାନଙ୍କ ବନ୍ଧୁକରୁ ଅସ୍ବାଭାବିକ ଭାବେ ବାହାରି ଆସିଥିବା ଗୁଳିରେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ!-->!-->!-->…
ବାଲେଶ୍ବର ଏସିଡ୍ ମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ସ୍ବାମୀ କୋଲକାତାରୁ ଗିରଫ…
ବାଲେଶ୍ବର: ଏସିଡ୍ ମାଡ଼ ଘଟଣାରେ ଆଜି ପୁଲିସ ମୁଖ୍ୟ ଅଭିଯୁକ୍ତ ଚନ୍ଦନ କୁମାର ରଣା ଓ ତାର ସହଯୋଗୀ ତଥା ଏସିଡ୍ ବିକ୍ରେତାକୁ ଗିରଫ୍ କରିଛି। ଏନେଇ ଆଜି ଅପରାହ୍ନରେ ସହଦେବଖୁଣ୍ଟା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେଏସ୍ପି ସାଗରିକା ନାଥ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଚନ୍ଦନକୁ!-->…
ବିଜୁବାବୁ କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ମହିଳା ସଶକ୍ତୀକରଣ ପାଇଁ ନୂଆ ରାସ୍ତା ଦେଖାଇଥିଲେ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ପାଳନ ଅବସରରେ ଆପଣମାନଙ୍କୁ ଏବଂ ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ ମା’ମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ମହିଳା ସଶକ୍ତୀକରଣ ବିଜୁ ଜନତା ଦଳ (ବିଜେଡି)ର ମୁଖ୍ୟ ଫୋକସ୍। ଆମର ପ୍ରିୟ ନେତା ବିଜୁବାବୁ କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ମହିଳା!-->…
ପୁରୀ ଅଗ୍ନିକାଣ୍ଡ ଘଟଣା : ପହଞ୍ଚିଲେ ନ୍ୟାସନାଲ୍ ଫାୟର ସର୍ଭିସ୍ କଲେଜର ସ୍ୱତନ୍ତ୍ର ଟିମ୍
ପୁରୀ: ଟାଉନ୍ ଥାନା ଅନ୍ତର୍ଗତ ଲକ୍ଷ୍ମୀବଜାରରେ ଗତକାଲି ରାତି ସାଢ଼େ ୮ଟାରୁ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ୨୦ ଘଣ୍ଟା ପରେ ମଧ୍ୟ ଅଣାୟତ୍ତ ରହିଛି। ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ଜୋରଦାର ଉଦ୍ୟମ କରିଥିଲେ ବି ସଂପୂର୍ଣ୍ଣ ରୂପେ ସଫଳ ହୋଇନାହାନ୍ତି। ଏହାରି!-->…
ନବ ଦାସ ହତ୍ୟା ଘଟଣା; ମୁଦାଲାକୁ ବଞ୍ଚେଇବାକୁ ଉଦ୍ୟମ କରୁଛନ୍ତି ସରକାର: ଜୟନାରାୟଣ ମିଶ୍ର
ଭୁବନେଶ୍ବର: ତଦନ୍ତବେଳେ ଗୋପାଳଠୁ ଡ଼ାଏରି ମିଳିଥିଲା ବୋଲି ପୋଲିସ କହିଥିଲା। ନବ ହତ୍ୟାକାଣ୍ଡରେ ଡ଼ାଏରି ଥିଓରି ସନ୍ଦେହ ଅଧିକ ଘନୀଭୂତ କରୁଛି । ଗୋପାଳ ଏତେ ବଡ଼ ଲୋକ ନୁହେଁ ଯେ ଡାଏରି ଲେଖିବ । ଗୋପାଳ ଜରିଆରେ ଏବେ ଡାଏରିରେ ଲେଖି ନବ ହତ୍ୟାକାଣ୍ଡକୁ ଚପେଇବାକୁ ଉଦ୍ୟମ ହେଉଛି। ସେଥିରେ ନବ!-->…
ଡାହାଣୀ ସନ୍ଦେହରେ ମା’କୁ ତଣ୍ଟିଚିପି ହତ୍ୟା କଲା ପୁଅ
ମୟୂରଭଞ୍ଜ: ଡାହାଣୀ ସନ୍ଦେହରେ ମା’କୁ ମାରିଲା ପୁଅ । ଏପରି କରୁଣ ପରିଣତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଟାଶିଳା ଗ୍ରାମରେ। ବୁଧବାର ବିଳମ୍ବିତ ରାତିରେ ଡାହାଣୀ ସନ୍ଦେହରେ ନିଜ ଜନ୍ମକଲା ମାଆ କାର୍ମି ମୁର୍ମୁ(୬୦)କୁ ବଡ଼ ପୁଅ ଗଜେନ୍ଦ୍ର!-->…
ସରକାର ଓ କ୍ରାଇମବ୍ରାଞ୍ଚ ନବ ଦାସ ହତ୍ୟାକାଣ୍ଡ ତଦନ୍ତକୁ ଗୁରୁତ୍ବର ସହ ନେବାକୁ ଚାହୁଁ ନାହାନ୍ତି : ବିଜୟ…
ଭୁବନେଶ୍ବର: ‘‘ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ୪୦ ଦିନ ହୋଇସାରିଛି। ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ ହୋଇସାରିଥିଲେ ବି କ୍ରାଇମବ୍ରାଞ୍ଚ ପାଖରେ ଏହାର କାରଣ ସଂପର୍କରେ କୌଣସି ସୁରାକ ନାହିଁ। ତେଣୁ ଏତେ ବଡ଼ ହତ୍ୟାକାଣ୍ଡର ଏ ପ୍ରକାର ତଦନ୍ତ ଏହା ପ୍ରମାଣିତ!-->…