Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ: ୪ ମୃତ, ୩ ଗୁରୁତର…
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟିଥିବାର ଖବର ମିଳିଛି। ଏହାଫଳରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୩ ଗୁରୁତର ଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଦୋଳ ଉତ୍ସବ ଲାଗି ବାଣ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ସକାଳେ ଟାଙ୍ଗୀ ଥାନା!-->!-->!-->…
୨୬ରେ ଭଦ୍ରକ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଆସିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ସମାବେଶରେ ଯୋଗ ଦେବେ। ଏହି ଅବସରରେ!-->…
ଗାଁ ସଭାପତିଙ୍କୁ ବିଷ ଇଞ୍ଜେକସନ ଦେଇ ହତ୍ୟା
ଅନୁଗୁଳ: ମର୍ଡରର ନୂଆ ତରିକା। ଗାଁ ସଭାପତିଙ୍କୁ ବିଷ ଇଞ୍ଜେକସନ ଦେଇ ହତ୍ୟା । ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଆମ୍ବପାଳ ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ। କୁକୁଡ଼ା ଫାର୍ମରେ ଶୋଇଥିବାବେଳେ ଗାଁ ସଭାପତି ବାଳକୃଷ୍ଣ ନାୟକଙ୍କୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା!-->…
ପୂର୍ବ ଶତ୍ରୁତାକୁ ନେଇ କାଠ ଫାଳିଆରେ ପିଟି ପିଟି ହତ୍ୟା
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ମହୁଲ ପଦା ଥାନା ର ଫୁଲଝରପଂଚାୟତ ର ହାତୀସଲ ଗ୍ରାମରେ ଜମି ଜମା କୁ ନେଇ ଘଟିଛି ହତ୍ୟାକାଣ୍ଡ । ଏକ କାଠ ଫାଳିଆ ରେ ପିଟି କରଯାଇଛି ହତ୍ୟା । ଅଭିଯୁକ୍ତ ଲକ୍ ନାୟକ ଥାନାରେ ଅଟକ । ପୂର୍ବରୁ ଜମି କୁ ନେଇ ଲକ ନାୟକ ଏବଂ ଚଇତୁ ନାୟକ ପରିବାର ମଧ୍ୟରେ!-->…
ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ତଥା ଲୋକ ସେବା ଦିବସ ପାଳିତ..
ସୁନ୍ଦରଗଡ଼ (୦୫/୦୩) : ସ୍ଥାନୀୟ ବିକାଶ ଭବନ ଠାରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ତଥା ଲୋକ ସେବା ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଜିଲ୍ଲାର ଉତ୍ତମ ଗ୍ରାମ ପଞ୍ଚାୟତ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଗ୍ରାମ ପଞ୍ଚାୟତ କୁ ପୁରସ୍କୃତ କରାଯାଇଥିଲା ।!-->!-->!-->…
ଭିସୁଟ୍ ଛାତ୍ରୀ ମୃତ୍ୟୁ ଘଟଣା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ପାଣିରେ ବୁଡି ମୃତ୍ୟୁ ହୋଇଥିବା କହିଲେ ଏସପି…
ସମ୍ବଲପୁର: ଭିସୁଟ ଚିନ୍ମୟୀ ମୃତ୍ୟୁ ଘଟଣାରେ ସମ୍ବଲପୁର ଏସପିଙ୍କ ପ୍ରତିକ୍ରିୟା। ପୋଷ୍ଟ ମର୍ଟମ ଆସିଥିବାବେଳେ ସେଥିରେ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଥିବା ଏସପି କହିଛନ୍ତି । ଆସନ୍ତାକାଲି ଆସି ପାରେ ଲାଏ ଡିଟେକସନ ଟେଷ୍ଟ ରିପୋର୍ଟ ସେଥିରେ ସନ୍ତୁଷ୍ଟିଜନକ ଉତ୍ତର!-->…
ବାଲିକୁଦା ଇଚ୍ଛାପୁର ବାଣ ବିସ୍ଫୋରଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଉଜଣଙ୍କ ମୃତ୍ୟୁ
ଜଗତସିଂହପୁର ଟାଉନ୍/ବାଲିକୁଦା : ବାଲିକୁଦା ଇଚ୍ଛାପୁର ବାଣ ବିସ୍ଫୋରଣରେ ଆହତ ମାଲିକ ସୁଶାନ୍ତ ପୃଷ୍ଟିଙ୍କ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ। ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଛି। ପୂର୍ବରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ପ୍ରାୟ!-->!-->!-->…
ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତ: ସମାଲୋଚନା କଲେ ବିଜେପି ଓ କଂଗ୍ରେସ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତକୁ ନେଇ ସମାଲୋଚନା କରିଛି ବିଜେପି। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିବା ସହିତ, ଏ ଗସ୍ତରେ ପଶ୍ଚିମ ଓଡ଼ିଶାବାସୀ ନିରାଶ ହୋଇଛନ୍ତି ବୋଲି କହିଛନ୍ତି । ଖାଲି!-->…
ମାଟ୍ରିକ ପରୀକ୍ଷା ବର୍ଜନ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ନିଷ୍ପତ୍ତି
ସୁନ୍ଦରଗଡ : ମାଟ୍ରିକ ପରୀକ୍ଷା ବର୍ଜନ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ନିଷ୍ପତ୍ତି। ପୂର୍ବର ଛଅ ବର୍ଷକୁ ମୂଳ ଚାକିରିରେ ଗଣନା, କେନ୍ଦ୍ରୀୟ ହାରରେ ଦରମା ଓ ପୁରୁଣା ପେନସନର ସୁବିଧା ଦାବୀ ନେଇ ସଂଘ ଦାବୀ କରିଆସୁଥିଲେ ବି ସରକାର ଦୃଷ୍ଟି ଦେଉ ନାହିଁ । ସଂଘର ନେତାଙ୍କ ସହ!-->…
ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର : ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ | ସାରା ରାଜ୍ୟ ଓଡିଶାର ଏହି ମହାନ ସନ୍ତାନଙ୍କ ଜୟନ୍ତୀକୁ ଶ୍ରଦ୍ଧାର ସହ ପାଳନ କରୁଛି | ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ, କଳାହାଣ୍ଡି ଓ ନୁଆପଡା ଜିଲ୍ଲା ଗସ୍ତରେ ଯାଇ ଆମପାଣିଠାରେ ବିଜୁ ଏକ୍ସପ୍ରେସ!-->…