Browsing Category

ଓଡିଶା

ଗୋଡ଼ବନ୍ଧା ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ନବରଙ୍ଗପୁର: ମାରି ଦେଇ ଝୁଲାଇ ଦେଲେ !। ଗୋଡ଼ବନ୍ଧା ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନବରଙ୍ଗପୁର ବେହେରାଗୁଡା ମଣ୍ଡେଇ ପଡିଆ ସାମନା ବରଗଛରେ ଗୋଡ଼ବନ୍ଧା ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗଛରେ ଏକ ବ୍ୟାଗ ମଧ୍ୟ ରହିଛି । ଘଟଣାସ୍ଥଳରେ ଟାଉନ…

ଟ୍ରେନରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ପରିଚୟ ଜାଣିବା ପାଇଁ ୩ ମୋବାଇଲ ନମ୍ବର ଜାରି

ଭୁବନେଶ୍ୱର : ଧାନବାଦ ଏକ୍ସପ୍ରେସରେ ମହିଳାଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣା । ପରିଚୟ ଜାଣିବା ପାଇଁ ୩ ମୋବାଇଲ ନମ୍ବର ଜାରି କଲା ଜିଆରପି । ୩ ଟି ନମ୍ବର ହେଲା 9438122528, 9438916892, 7008297947… ନିଜ ନାମ ଗୋପନ ରଖି ପରିଚୟ ଜଣାଇପାରିବେ । ମୃତ ମହିଳାଙ୍କ ପରିଚୟ ପାଇବା ପାଇଁ…

ନୂଆଗାଁ ଧମକପୂର୍ଣ୍ଣ ପୋଷ୍ଟର ଓ ଜେ.ସି.ବି.ରେ ନିଆଁ ଘଟଣାରେ ନୂଆଁ ମୋଡ଼…

ନିଜେ ଖୋଳି ଥିବା ଗାତରେ ଫସିବେ ଠିକାଦାର...!! ସୁନ୍ଦରଗଡ଼/ନୂଆଗାଁ:(୨୭/୦୪/୨୦୨୩) ଗତ ୨୫ ଅପ୍ରେଲ ମଙ୍ଗଳବାର ଦିନ ଓଡ଼ିଶା ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ନୂଆଗାଁରେ ଘଟିଥିବା ଅଗ୍ନିକାଣ୍ଡ ଏବଂ PLFI ଲେଖା ଥିବା ପୋଷ୍ଟର ଘଟଣାରେ ତଦନ୍ତ ଜାରି ରହିଥିବା ହତିବରୀ ଥାନା…

ଛତିଶଗଡ଼ରେ ନକ୍ସଲ ହମଲା ପରେ ଓଡ଼ିଶାରେ ହାଇ ଆଲର୍ଟ…

ଭୁବନେଶ୍ୱର : ଛତିଶଗଡ଼ ଦାନ୍ତେୱାଡ଼ାରେ ନକ୍ସଲଙ୍କ ବଡ଼ ଧରଣର ଆକ୍ରମଣ। ଓଡ଼ିଶା ସୀମାରେ ହାଇ ଆଲର୍ଟ ଜାରି। ନକ୍ସଲ ଆକ୍ରମଣରେ ୧୦ ସୁରକ୍ଷା କର୍ମୀ ଓ ଜଣେ ଡ୍ରାଇଭର ପ୍ରାଣ ହରାଇବା ପରେ ଘଟଣା ସଂପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ଫୋନରେ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହ…

ହାଇୱେ ଲୁଟେରା ଗ୍ୟାଙ୍ଗର ୭ ଜଣ ଗିରଫ

ଭୁବ‌ନେଶ୍ବର: ଏଆରଫିଲଡ଼ ଥାନା ପୁଲିସ ହାତରେ ହାଇୱେ ଲୁଟେରା ଗ୍ୟାଙ୍ଗର ୭ ଜଣ ସଦସ୍ୟ ଧରାପଡ଼ିଛନ୍ତି। ଗିରଫ ହୋଇଥିବା ଲୁଟେରାମାନେ ନକଲି ପୁଲିସ ସାଜି ଲୋକଙ୍କୁ ଡରାଇ, ଧମକାଇ, ମାଡ଼ ମାରି ଟଙ୍କା ଲୁଟ କରୁଥିଲେ ‌ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି । ଶ୍ରୀ ସିଂହ…

ନ୍ୟୁଡ ଭିଡିଓ କଲ୍‌ କରି ବରିଷ୍ଠ ନାଗରିକଙ୍କୁ ବ୍ଲାକମେଲ ଅଭିଯୋଗ, ରାଜସ୍ଥାନରୁ ୨ ସାଇବର ଅପରାଧୀ ଗିରଫ

ନ୍ୟୁଡ୍‌ ଭିଡିଓ କଲ୍‌ କରି ବ୍ଲାକମେଲ କରୁଥିବା ଅଭିଯୋଗରେ ରାଜସ୍ଥାନରୁ ଦୁଇ ଜଣ ସାଇବର ଅପରାଧିଙ୍କୁ ଗିରଫ କଲା କଟକ ସାଇବର ଥାନା ପୋଲିସ। କଟକର ଜଣେ ବରିଷ୍ଠ ନାଗରିକଙ୍କୁ ନ୍ୟୁଡ୍‌ ଭିଡିଓ କଲ୍‌ କରି ପାଖାପାଖି ସାଢେ ୮ଲକ୍ଷ ଟଙ୍କା ନେଇ ଯାଇଥିଲେ ଏହି ସାଇବର ଲୁଟେରା । ରାଜସ୍ଥାନର ଭରତପୁର…

୫ ଦିନ ଯାଏଁ ହାଲୁକା ବର୍ଷାର ସମ୍ଭାବନା,୧୪ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆଗାମୀ ୫ ଦିନ ପର୍ଯ୍ୟନ୍ତ ହାଲୁକା ବର୍ଷାର ସମ୍ଭାବନା ରହିଛି। ଗତକାଲି ରିପୋର୍ଟ ଅନୁସାରେ କୋରାପୁଟ, ଗଜପତିରେ ଅଧିକ ବର୍ଷା ହୋଇଛି। ୧୪ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। କେଉଁଝର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ନୂଆପଡା,…

ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ପାଣି ଛାଡିଲା ଛତିଶଗଡ଼

ଭୁବନେଶ୍ୱର : ଶେଷରେ ଛତିଶଗଡ଼ ଛାଡିଲା ପାଣି । ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଚାଲାକି କଲା ଛତିଶଗଡ଼ । ଖୋଲିଲା କଲମାର ୨୦ଟି ଗେଟ୍‌ । ଛତିଶଗଡ଼କୁ ଦ୍ଵିତୀୟ ପର୍ଯ୍ୟାୟ ଗସ୍ତ କରିବେ ଟ୍ରିବ୍ୟୁନାଲ । ଏହା ପୂର୍ବରୁ ଟ୍ରିବ୍ୟୁନାଲକୁ ଭ୍ରମିତ କରିବା ପାଇଁ ବଡ ଚାଲ୍‌ ଖେଳିଛି ଛତିଶଗଡ଼ । ୨୦ଟି…

ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌, ୩୦ରୁ ୪୦ ଲକ୍ଷ ଟଙ୍କା ଓ ସୁନାଗହଣା ନେଇଗଲେ ଦୁର୍ବୃତ୍ତ

ବାଲେଶ୍ୱର: ଦିନ ଦ୍ୱିପହରରେ ବ୍ୟାଙ୍କ ଖାଲି କରିଦେଲେ ଡକାୟତ। ଆଜି ବାଲେଶ୍ୱର ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରୁ ବଡ଼ ଧରଣର ଲୁଟ ହୋଇଛି। ୭ରୁ ୮ ଜଣ ଡକାୟତ ଏହି ୟୁନିୟନ ବ୍ୟାଙ୍କ ଭିତରେ ପଶି ଡକାୟତି କରିଛନ୍ତି। ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ…

ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବୁଧବାର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବମାନଙ୍କ ସହିତ ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ନେବାକୁ ଥିବା ପଦେକ୍ଷପ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ…