Browsing Category

ଓଡିଶା

ଟ୍ରେଲରରେ ପିଟି ହେଲା ଆମ୍ବୁଲାନ୍ସ, ୩ ଗୁରୁତ…

ପାରାଦ୍ୱୀପ: ଘନ କୁହୁଡ଼ି ଯୋଗୁ ଘଟିଲା ଅଘଟଣ । ରାସ୍ତା ପାର୍ଶ୍ୱରେ ଖରାପ ହୋଇ ଛିଡ଼ା ହୋଇଥିବା ଏକ ଟ୍ରେଲରରେ ପିଟି ହୋଇଗଲା ଏକ ଆମ୍ବୁଲାନ୍ସ। ଫଳରେ ଆମ୍ବୁଲାନ୍ସରେ ଯାଉଥିବା ରୋଗୀଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ପାରିବାରିକ କଳହରୁ ଜୀବନ ହାରିଲେ ଯୁବକ…

ବଲାଙ୍ଗିର: ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା। ବଲାଙ୍ଗିର ଗାନ୍ଧିନଗରପଡାରେ ଭଡାରେ ରହୁଥିଲେ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଗୌରେନମୁଣ୍ଡାର ରୋହିତ ଥାପ୍ପା ଓ ତାଙ୍କ ସ୍ତ୍ରୀ କବିତା ସାହୁ। ଗତକାଲି ରାତିରେ ମଦ ପିଇବା ପାଇଁ ଟଙ୍କା ମାଗିବାରୁ ଉଭୟ ସ୍ବାମୀ ସ୍ତ୍ରୀ ଝଗଡା

ଯୁଦ୍ଧ ସମାପ୍ତି ପାଇଁ ଜଗାକୁ ଗୁହାରି , ପୁରୀରେ ପ୍ରାର୍ଥନା କରୁଛନ୍ତି ୫୫ ଜଣ ବିଦେଶୀ

ପୁରୀ : ଋଷ୍‌ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ କେବେ ପରିସମାପ୍ତି ହେବ ତାର ଠିକ୍‌ ନାହିଁ। ଜି – ୨୦ ସମ୍ମିଳନୀରେ ୟୁକ୍ରେନ ଯୁଦ୍ଧକୁ ନେଇ ଜୋରଦାର ବିତର୍କ ହେବା ସହ ଆମେରିକା ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଘେରିଥିଲେ। ଯୁଦ୍ଧ ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଥିବାବେଳେ

ଭାରସାମ୍ୟ ହରାଇ ବ୍ରିଜରେ ପିଟିହେଲା ବାଇକ: ସ୍ବାମୀ ମୃତ, ସ୍ତ୍ରୀ ଆହତ

ଭଞ୍ଜନଗର : ରାସ୍ତାକଡ ବ୍ରିଜରେ ପିଟିହେଲା ବାଇକ। ସ୍ବାମୀ ମୃତ, ସ୍ତ୍ରୀ ଆହତ । ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶ୍ରୀରାମନଗର ଠାରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ତାରାସିଙ୍ଗି ଥାନା ଅନ୍ତର୍ଗତ ଗାଲେରୀ ଗାଁ ର ବିଷ୍ଣୁଚରଣ ବେହେରା । ସୂଚନା ଅନୁଯାୟୀ ସ୍ତ୍ରୀଙ୍କ ସହ

ପଶ୍ଚିମ ଓଡ଼ିଶାର ୩ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ; ବିଜୁ ଏକ୍ସପ୍ରେସ୍‌ ୱେକୁ କରିବେ ଲୋକାର୍ପଣ…

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତକ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ନବୀନ ବରଗଡ଼ ସୋହେଲା

୮ ଦିନ ହେଲା ଉପାସରେ ମହାଦେବ; କପିଳେଶ୍ୱର ମନ୍ଦିରରେ ଝୁଲୁଛି ତାଲା

ଭୁବନେଶ୍ୱର; ତୁଟୁନି ସେବାୟତଙ୍କ ବିବାଦ ଖୋଲୁନି ମନ୍ଦିରରୁ ତାଲା। ଗତ ୮ ଦିନ ହେଲା ଉପାସ ଭୋକରେ ମହାଦେବ। ଭୁବନେଶ୍ୱରର କପିଳେଶ୍ୱର୍ ମନ୍ଦିରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଗତ ୮ ଦିନ ହେଲା ମନ୍ଦିରରେ ତାଲା ପଡିଛି। ସପ୍ତାହେରୁ ଅଧିକ ଦିନ ହେଲା ମନ୍ଦିରରେ ତାଲା ପଡ଼ିଥିବାରୁ ଈଶ୍ୱର

ନିର୍ଦ୍ଦେଶ ପରେ ବି ସତ୍ୟପାଠ ଦାଖଲ କଲେନି ରାଜ୍ୟ ସରକାର: ୨୫ ହଜାର ଫାଇନ କଲେ ହାଇକୋର୍ଟ

କଟକ; ଝାରସୁଗୁଡ଼ାରେ ଏକ ଗାଁ ରାସ୍ତାକୁ ଏକ ଘରୋଇ କମ୍ପାନୀ ମାଲ୍ ପରିବହନ ପାଇଁ ବ୍ୟବହାର କରୁଥିବା ଅଭିଯୋଗରେ ୨୦୨୦ରେ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ବାରମ୍ବାର ନିର୍ଦ୍ଦେଶ ପରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରୁ ନଥିବାରୁ ଶନିବାର ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ।

ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା, ଦିନର ବଢ଼ିବ ତାପମାତ୍ରା…

ଭୁବନେଶ୍ୱର; ରାଜ୍ୟରେ ଦିନରେ ତାପାମାତ୍ରା ବଢ଼ୁଥିବା ବେଶେ ସକାଳୁ କିନ୍ତୁ ଅନେକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଶୁକ୍ରବାର ସକାଳୁ କଟକ ଓ ଭୁବନେଶ୍ୱରରେ କୁହୁଡ଼ି ଦେଖିବାକୁ ମିଳିଥିଲା। ଦିନରେ ଟାଣ ଖରା ଯୋଗୁ ଶୁକ୍ରାବାର ଭୁବନେଶ୍ୱରରେ ଦିନ ୧୧ଟା ସୁଦ୍ଧା ୩୬ଡିଗ୍ରି ହୋଇଥିଲା।

କାଲିଠୁ ସପ୍ତାହକୁ ଦୁଇ ଥର ରଙ୍ଗେଇଲୁଣ୍ଡାରୁ ଉଡ଼ିବ ୧୦ ସିଟ୍‌ ବିଶିଷ୍ଟ ବିମାନ

ଗଞ୍ଜାମ: ଆସନ୍ତାକାଲି ବିଜୁ ଜୟନ୍ତୀରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍‌ରୁ ଉଡ଼ିବ ବିମାନ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ରନ୍‌ େଓ୍ଵ ଓ ଅନ୍ୟାନ୍ୟ କାମ ଶେଷ ହୋଇଛି । ରାଜ୍ୟ ସରକାରଙ୍କ ନିଜସ୍ୱ ଖର୍ଚ୍ଚ ଓ ଉଦ୍ୟମରେ ଗଞ୍ଜାମ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ

ଅତିରିକ୍ତ ଖଣି ନିର୍ଦ୍ଦେଶକଙ୍କ ଘରୁ ମିଳିଲା ନଗଦ କୋଟିଏ ଟଙ୍କା, ୬୫୦ ଗ୍ରାମ ସୁନା ଅଳଙ୍କାର…

ଭୁବନେଶ୍ୱର: ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରୁ ନଗଦ କୋଟିଏ ଟଙ୍କା ମିଳିଛି । ଭିଜିଲାନ୍ସ ରେଡ୍ ବେଳେ କୋଟିଏ ଟଙ୍କା ସହ ପାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅତିରିକ୍ତ ଖଣ ନିର୍ଦ୍ଦେଶକଙ୍କ