Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସାରା ରାଜ୍ୟରେ ତେଲ ସଙ୍କଟ, ଠପ୍ ହୋଇଯିବ ବସ୍ ସେବା !
ଭୁବନେଶ୍ୱର : ରାଜ୍ୟରେ ଦିନେ ଦୁଇ ଦିନ ଭିତରେ ଯାତ୍ରୀବାହୀ ବସସେବା ସଂପୂର୍ଣ୍ଣ ଠପ ହୋଇଯିବ। ଏମିତି ଆଶଂକା ପ୍ରକାଶ କରିଛି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ । ସାରା ରାଜ୍ୟରେ ତେଲର ଉତ୍କଟ ସମସ୍ୟା ଦେଖାଦେଇଛି । ଏଥିପାଇଁ ବାଧ୍ୟ ହୋଇ ଘରୋଇ ବସ ଚଳାଚଳ ବନ୍ଦ କରିବ ସଙ୍ଘ । ରାଜ୍ୟ ଘରୋଇ!-->…
ଜୁଲାଇ ୧ରୁ ଓଡ଼ିଶା ସମେତ ୧୬ ରାଜ୍ୟରେ SIR
ଭୁବନେଶ୍ୱର: ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଗୁରୁବାର ଦିନ ଓଡ଼ିଶା ସମେତ ୧୬ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି। ତେବେ ଦେଶବ୍ୟାପୀ ଭୋଟର ଯାଞ୍ଚ ପ୍ରକ୍ରିୟାରେ ହିମାଚଳ ପ୍ରଦେଶ, ଜମ୍ମୁ!-->…
ଇଭି କରାଯିବ OSRTCର ସମସ୍ତ ବସ୍: ପରିବହନ ମନ୍ତ୍ରୀ
ଭୁବନେଶ୍ୱର : OSRTCର ସମସ୍ତ ଗାଡିକୁ ଇଭି କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଏହାସହ ରାଜ୍ୟରେ ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ । ଇଭି ଚାର୍ଜିଂ ଷ୍ଟେସନ କମ୍ପାନୀ ସହିତ ପ୍ରାଥମିକ ଆଲୋଚନା ଶେଷ ହୋଇଛି । ୧୦୦ଟି ଚାର୍ଜିଂ ଷ୍ଟେନସ ପାଇଁ!-->…
ଭିଜିଲାନ୍ସ ଜାଲରେ କାଡା ଡିଭିଜନ ଇଞ୍ଜିନିୟର
ଭଦ୍ରକ: ଭିଜିଲାନ୍ସ ଜାଲରେ କାଡା ଡିଭିଜନ ଇଞ୍ଜିନିୟର । ଆୟ ବହିର୍ଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ବିଜୟ କୁମାର ମହାନ୍ତିଙ୍କ ଘରେ ରେଡ୍ । ତାଙ୍କର ଭଡା ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଭଦ୍ରକ ଭିଜିଲାନ୍ସ!-->…
ବାଲେଶ୍ବର ଖଇରା ହତ୍ୟାକାଣ୍ଡ: ନ୍ୟାୟ ନ ମିଳିଲେ କଙ୍କାଳ ପ୍ରତିବାଦ
ବାଲେଶ୍ଵର : ନ୍ୟାୟ ଦିଅ, ନହେଲେ କଙ୍କାଳ ପ୍ରତିବାଦ । ଚେତାବନୀ ଦେଲେ ବାଲେଶ୍ବର ଖଇରା ମୃତକଙ୍କ ପରିବାର। ଖଇରା ଥାନା ଅନ୍ତର୍ଗତ ହରିପୁର ଗାଁରେ ଜମିବାଡ଼ି ବିବାଦକୁ ନେଇ ଯେଉଁ ହତ୍ୟାକାଣ୍ଡ ଘଟିଥିଲା, ଆଜି ତାକୁ ୪ ଦିନ ପୂରିଛି । ହତ୍ୟା ମାମଲାରେ ମୃତକଙ୍କ ପରିବାର ପକ୍ଷରୁ ୫ରୁ!-->…
ରାଜଧାନୀରେ ପେଟ୍ରୋଲ ସଙ୍କଟ, ଅଧିକାଂଶ ପମ୍ପରେ ତାଲା: ଗ୍ରାହକ ହନ୍ତସନ୍ତ
ଭୁବନେଶ୍ୱର : ମିଳୁନି ପେଟ୍ରୋଲ କି ଡିଜେଲ । ଗ୍ରାହକ ହନ୍ତସନ୍ତ ହେଉଛନ୍ତି । ରାଜଧାନୀରେ ପେଟ୍ରୋଲ ସଙ୍କଟ ଦେଖା ଦେଇଛି । ଘାଟିକିଆ ଓ କଳ୍ପନାର ବିଭିନ୍ନ ଟାଙ୍କିରେ ପେଟ୍ରୋଲ ମିଳୁନି । ଏଥିଯୋଗୁ କଳ୍ପନା ସମେତ ଘାଟିକିଆର ବିଭିନ୍ନ ପେଟ୍ରୋଲ ପମ୍ପ୍ ବନ୍ଦ ହୋଇ ପଡ଼ିଥିବା ଦେଖିବାକୁ!-->…
ଅନଲାଇନ ଟଙ୍କା ଇନଭେଷ୍ଟମେଣ୍ଟ ନାଁରେ ଠକେଇ: ୫ ଲୁଟେରାଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ବର: ଠକୁଥିଲେ ମାଡ଼ି ବସିଲା ପୋଲିସ । ୫ ବଡ଼ ଧରଣର ସାଇବର ଲୁଟେରାଙ୍କୁ ବାନ୍ଧିଲା ପୋଲିସ । ଅନଲାଇନ ଟଙ୍କା ଇନଭେଷ୍ଟମେଣ୍ଟ ନାଁରେ ଲୋକଙ୍କୁ ଠକୁଥିବା ଏକ ସାଇବର ରାକେଟର ୫ ଜଣକୁ ଗିରଫ କଲା ସାଇବର ପୋଲିସ । ପୂର୍ବତନ ବ୍ୟାଙ୍କ କର୍ମଚାରୀ ଏହି ରାକେଟର ଶିକାର ହେବା ପରେ ସାଇବର!-->…
କଙ୍ଗାରୁ କୋର୍ଟ ଉପରେ ପୋଲିସର ଚଢ଼ାଉ: ଜାତିରେ ମିଶିବା ପାଇଁ ଯୁବକ ହୋଇଥାନ୍ତେ ଲଣ୍ଡା
କୋରାପୁଟ: କୋରାପୁଟରେ ‘କଙ୍ଗାରୁ କୋର୍ଟ’ ଉପରେ ପୋଲିସର ଚଢ଼ାଉ । ଜାତିରେ ମିଶିବା ପାଇଁ ଯୁବକ ହୋଇଥାନ୍ତେ ଲଣ୍ଡା, ଠିକ୍ ସମୟରେ ପହଞ୍ଚି ରୋକିଲା ପୋଲିସ । ସାମାଜିକ ବାସନ୍ଦରୁ ମୁକ୍ତି ହେବା ପାଇଁ ଚାଲିଥିଲା କଙ୍ଗାରୁ କୋର୍ଟ । ହଠାତ ପହଁଚିଥିଲା ପୋଲିସ । ଭଣ୍ଡୁର କରିଥିଲା ସବୁ!-->…
ଗାଁରେ ବୁଲୁଛି ବାଘ ! ୪ ଦିନ ହେବ ବନ ବିଭାଗ ନାକେଦମ୍…
ବ୍ରହ୍ମପୁର: ଚାରି ଦିନ ହେବ ବନ ବିଭାଗର ନିଦ ହଜାଇ ଦେଲାଣି ଚିତା ବାଘ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳର ରତନେଇ ମନ୍ଦିର ନିକଟ ଜଙ୍ଗଲରେ ଜଣେ ଯୁବକ ଏକ ବାଘ ରାସ୍ତା ପାର ହେବା ବେଳର ଭିଡିଓ କରି ସୋସିଆଲ ମିଡିଆରେ ଛାଡିଥିଲେ। ଏହାକୁ ଦେଖି ବନ ବିଭାଗ ତଦନ୍ତ ଆରମ୍ଭ କରିଛି । ବାଘର!-->…
ପେଟ୍ରୋଲ ସଙ୍କଟ: ବେଗୁନିଆରେ ବନ୍ଦ ହେଲାଣି ଏକାଧିକ ପେଟ୍ରୋଲ ପମ୍ପ
ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ପେଟ୍ରୋଲ ସଙ୍କଟ । ବନ୍ଦ ହେଲାଣି ଏକାଧିକ ପେଟ୍ରୋଲ ପମ୍ପ । ଆଉ ଯେତିକି ବି ମିଳୁଛି, ତାହା ସୀମିତ ମାତ୍ରାରେ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମାତ୍ର ଘଣ୍ଟେ ଦୁଇ ଘଣ୍ଟା ପେଟ୍ରୋଲ ବିକି ବନ୍ଦ କରିଦିଆଯାଉଛି ପମ୍ପ୍ । ଗୋଟିଏ ପଟେ!-->…