Browsing Category

ଓଡିଶା

ରାଜ୍ୟରେ ଆରମ୍ଭ ହେବ ଓବିସି ଗଣନା…

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜନୀତିକ ଛକାପଞ୍ଝା ଓ ଉଷ୍ମତା ମଧ୍ୟରେ କ୍ଷମତାସୀନ ବିଜେଡି ସରକାର ଗତ ୨୦୨୧ ମେ’ ମାସରୁ ସ୍ଥଗିତ ଥିବା ଓବିସି ସର୍ଭେକୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତବର୍ଷ ଜୁଲାଇ ୧୨ତାରିଖ ସୁଦ୍ଧା ରାଜ୍ୟରେ ଓବିସି ଗଣନାର ସମସ୍ତ ପ୍ରକ୍ରିୟା

ବିଜେପି ଯୁବ ମୋର୍ଚ୍ଚା ଅନ୍ଦୋଳନ: ଏସ୍‌ସିବିକୁ ସ୍ଥାନାନ୍ତରିତ ହେଲେ ଆହତ ଏସିପି ଓ ଏସ୍‌ଆଇ

କଟକ: ବିଜେପି ଯୁବ ମୋର୍ଚ୍ଚା ଅନ୍ଦୋଳନରେ ଆହତ ହୋଇଥିବା କଟକ ଜୋନ-୨ ଏସିପି ଅମିତାଭ ମହାପାତ୍ର ଏସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୁଲିସ ସବଇନ୍‌ସପେକ୍ଟର ଦେବବ୍ରତ ମହାନ୍ତି ମଧ୍ୟ ଏସିବିରେ ଚିକିତ୍ସା ପାଇଁ ପହଞ୍ଚିଛନ୍ତି। ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ

ବରିଷ୍ଠ ଆଇଏଏସ୍ ନିକୁଞ୍ଜ ଧଳ ହେଲେ ନୂଆ SRC

ଭୁବନେଶ୍ବର: ବରିଷ୍ଠ ଆଇଏଏସ୍ ନିକୁଞ୍ଜ ଧଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବେ ନୂଆ ନିଯୁକ୍ତି ପାଇବା ପରେ ନିକୁଞ୍ଜ ଧଳଙ୍କୁ

ପୁଅକୁ ବଞ୍ଚାଇବାକୁ ଯାଇ ବାପା ମୃତ…

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ତଲାସିଙ୍ଗି ଗାଁରେ ଅଭାବନୀୟ ଘଟଣା । ପୁଅକୁ ବଞ୍ଚାଇବାକୁ ଯାଇ ବାପା ମୃତ । ମୃତକ ହେଉଛନ୍ତି ରାଉରକେଲାର ଅରୁଣ ପଣ୍ଡା । ବ୍ରହ୍ମପୁରର ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ପରିବାର ସହ ଆସିଥିଲେ ଅରୁଣ । ସ୍ତ୍ରୀ ଓ ପୁଅ କୁ ଧରି, , ଆଜି

ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ଓ ଦ୍ୱିତୀୟ ସି.ଭି. ରମଣ ପୁରସ୍କାର ସମାରୋହ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସିଭି ରମଣ ଫାଉଣ୍ଡେସସନ ପକ୍ଷରୁ ଦ୍ୱିତୀୟ ସିଭି ରମଣ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଫେସର ଶିବ ପ୍ରସାଦ ଅଧିକାରୀଙ୍କୁ ବରିଷ୍ଠ ବୈଜ୍ଞାନିକ ପୁରସ୍କାର, ଡ. ଶେଷ

ବିଜେଡି ନେତା ଓ କର୍ମୀଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୩ଟି ବର୍ତ୍ତା

ଭୁବନେଶ୍ୱର : ବିଜେଡି ନେତା ଓ କର୍ମୀଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୩ଟି ବଡ଼ ବର୍ତ୍ତା । ଦଳୀୟ ଏକତା ଓ ପାର୍ଟି ଅନୁଶାସନ ଭିତରେ କାମ କରିବାକୁ କହିଛନ୍ତି ନବୀନ । ରାଜ୍ୟ ସ୍ୱାର୍ଥ ଦିଗରେ କାମ କରିବାକୁ ଶପଥ ନେବେ ନେତା ଓ କର୍ମୀ । ନବୀନ ଓଡ଼ିଶା ଗଢ଼ିବା ପାଇଁ ଆହ୍ଵାନ

ଆଗାମୀ ୫ ଦିନ ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିବା ସମ୍ଭାବନା…!

ଭୁବନେଶ୍ୱର: ଆହୁରି ବଢ଼ିବ ତାତି । ଆଗାମୀ ୫ ଦିନ ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ରହିଛି । ତେବେ ରାତି ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଆସନ୍ତା ୫ ଦିନ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ

ଏପ୍ରିଲ ୩ରେ ହିନ୍ଦୋଳ, ଅତାବିରା ଭୋଟ…

ଭୁବନେଶ୍ୱର: ଏପ୍ରିଲ ୩ରେ ହିନ୍ଦୋଳ,ଅତାବିରା ଭୋଟ । ମାର୍ଚ୍ଚ ୧୭ରେ ଯାଞ୍ଚ ଓ ୨୦ରେ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର । ଏପ୍ରିଲ ୩ ତାରିଖରେ ମତଦାନ ଦେଇ ୫ରେ ଗଣତି ।ପ୍ରେସମିଟରେ ସୂଚନା ଦେଲେ ରାଜ୍ୟ ଆୟୋଗ ନିର୍ବାଚନ । ଆଜିଠାରୁ ଆଚରଣବିଧି ଲାଗୁ,ମାର୍ଚ୍ଚ ୩ରେ ପ୍ରକାଶ ପାଇବ

କାଲିଠୁ +୨ ପରୀକ୍ଷା: ସହଯୋଗ କରିବାକୁ ରାଜି ହେଲା କଲେଜ ଅଧ୍ୟାପକ ସଂଘ

ଭୁବନେଶ୍ୱର: କାଲିଠୁ +୨ ପରୀକ୍ଷା । ଏଥିରେ ସହଯୋଗ କରିବେ ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ । ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ପରେ ନିଷ୍ପତ୍ତି ନେଇଛି ଅଧ୍ୟାପକ ସଂଘ । ସର୍ତ୍ତମୂଳକ ଭାବେ ପରୀକ୍ଷା ପରିଚାଳନାରେ ଭାଗ ନେବାକୁ ନିଷ୍ପତ୍ତି ହୋଇଛି । ବିଭିନ୍ନ ଦାବିରେ ୬୬୨ ବର୍ଗ କଲେଜ

ବାଣ ବିସ୍ଫୋରଣରେ ଦୁଇ ମୃତ, ଦୁଇ ଗୁରୁତର…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ଇଛାପୁରର ମାଧୁରୀ ବଜାର ଠାରେ ବାଣ ବିସ୍ପୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯଇଛି । ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି ।