Browsing Category

ଓଡିଶା

ପୁଅର ଗୁଳି ମାଡରେ ବାପ ମୃତ…

ଗୁଣପୁର : ପୁଟାସିଂ ଥାନା କୁଲୁସିଂ ପଞ୍ଚାୟତର ଗୁଡି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୁଅର ଗୁଳି ମାଡରେ ବାପାଙ୍କର ହୋଇଛି ମୃତ୍ୟୁ । ଗୁଳିକାଣ୍ଡ ପାରିବାରିକ କଳହକୁ ନେଇ ହୋଇଥିବା ସୁଚନା ମିଳିଛି। ପୁଅ ଗୁଳିରେ ବାପର ମୃତ୍ୟ ହୋଇଥିବା ପୋଲିସ୍ ସୂଚନା ଦେଇଛି । ଏନେଇ ଅଧିକ

ପଞ୍ଚଭୂତରେ ବିଲୀନ ହେଲେ ତିଗିରିଆ ରାଣୀ ରାସମଞ୍ଜରୀ ଦେବୀ

ଆଠଗଡ଼ : ପଞ୍ଚଭୂତରେ ବିଲୀନ ହେଲେ ତିଗିରିଆ ରାଣୀ ରାସମଞ୍ଜରୀ ଦେବୀ । ନିଜିଗଡ଼ ଗାଁ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ସାନ ପୁଅ କୁମାର ବିଜୟ ପ୍ରତାପ ସିଂହ ଦେଓ ମୁଖାଗ୍ନି ଦେଇଛନ୍ତି। ତୋପ ସଲାମୀ ଦିଆଯିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ଶେଷ ହୋଇଛି। ପାର୍ଥିବ

ବନ୍ଦ ଘରେ ଦୁଇ ଶ୍ରମିକଙ୍କ ମୃତଦେହ ଠାବ…

ସୁନ୍ଦରଗଡ଼: ସୁନ୍ଦରଗଡ଼ଟାଉନଥାନା ସେପତିବାହାଲ ରାସ୍ତା ପାଖ ଏକ ବନ୍ଦ ଘରୁ ୨ ଶ୍ରମିକଙ୍କ ମୃତଦେହ ଠାବ ହୋଇଛି। ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଯାଇବା ଅନୁମାନ କରାଯାଉଛି । ସେମାନେ ଘରୁ ବାହାରି ନପାରି ନିଆଁରେ ପୋଡି ପ୍ରାଣ ହରାଇଥିବା ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସର

ଆଖି ବୁଜିଲେ ବାଲେଶ୍ୱର ଜିଲ୍ଲାର ଏସିଡ୍‌ ପୀଡିତା…

ବାଲେଶ୍ୱର: ୬ ଦିନ ସଂଘର୍ଷ ପରେ ଆଖି ବୁଜିଲେ ବାଲେଶ୍ୱର ଜିଲ୍ଲାର ଏସିଡ୍‌ ପୀଡିତା । କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ବନିତା ସିଂ । ସ୍ୱାମୀ ଚନ୍ଦନ ରଣା ତାଙ୍କ ଉପରେ ଏସିଡ୍‌ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଗତ ୨୦ ତାରିଖରେ ଏହି ଘଟଣା ଘଟିଥିଲା ।

ଆସନ୍ତା ୫ରେ ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତ…

ବରଗଡ଼: ଆସନ୍ତା ୫ରେ ପଶ୍ଚିମ ଓଡ଼ିଶା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ବସରେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ । ୨୦୨୩ ପ୍ରଥମ ଦୁଇ ମାସରେ ଏହା ନବୀନଙ୍କ ପଞ୍ଚମ ପଶ୍ଚିମ ଓଡ଼ିଶା ଗସ୍ତ ହେବ। ତେଣୁ ଫୋକସରେ ରହିଛି ପଶ୍ଚିମ ଓଡ଼ିଶା। ମୁଖ୍ୟମନ୍ତ୍ରୀ ନୂଆପଡା ଗସ୍ତ

ଶିମିଳିପାଳ ଜଙ୍ଗଲରେ ୨୮ଟି ପଏଣ୍ଟରେ ନିଆଁ…

ପୁଣି ଜଳିଲା ଜଙ୍ଗଲ । ଶିମିଳିପାଳ ଜଙ୍ଗଲରେ ନିଅାଁ । ଅଭୟାରଣ୍ୟର କୋର ଓ ବଫର ଏରିଆର ୨୮ଟି ପଏଣ୍ଟରେ ନିଅାଁ ଲାଗିଛି । ସାଟେଲାଇଟ୍‌ ରିପୋର୍ଟ ଆସିବା ପରେ ନିଅାଁ ଲିଭେଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବନ କର୍ମଚାରୀ । କିଛି ସ୍ଥାନରେ ନିଅାଁ ଲିଭିଥିବା ବେଳେ ଆଉ କିଛି ସ୍ଥାନରେ ଏବେବି

ସୁରେଶ ମହାପାତ୍ର OERC ଚେୟାରମ୍ୟାନ୍ ନିଯୁକ୍ତ…

ଭୁବନେଶ୍ବର: ସୁରେଶ ମହାପାତ୍ର ହେବେ OERC ଚେୟାରମ୍ୟାନ୍ । ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟୋରି କମିଶନ-ଓଇଆରସି ଚେୟାରମ୍ୟାନ ଭାବେ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ଏନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ମହାପାତ୍ର ଏବେ ଓଡ଼ିଶା ମୁଖ୍ୟ ଶାସନ ସଚିବ

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ପ୍ରତିବାଦ ଜାରି ରହିବ : ଜୟନାରାୟଣ…

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ନ ହେବା ଯାଏ ଚୁପ ବସିବ ନାହିଁ ବିଜେପି। ବିଧାନସଭାରୁ ରାଜରାସ୍ତା ଯାଏ ବିଜେପିର ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର। ବିରୋଧୀଦଳ ନେତା କହିଛନ୍ତି, ବିଧାନସଭାରେ ମୋସନ

ପ୍ରଦୀପ ଜେନା ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ…

ଭୁବନେଶ୍ବର: ପ୍ରଦୀପ କୁମାର ଜେନା ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ। ଆସନ୍ତା ମାର୍ଚ୍ଚ ୧ ତାରିଖରୁ ସେ ଦାୟିତ୍ୱ ଗ୍ରହଣ କରିବେ। ଏବେ ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ଉନ୍ନୟନ କମିଶନର ଦାୟିତ୍ୱରେ ପ୍ରଦୀପ ରହିଛନ୍ତି। ପ୍ରଦୀପ ମୁଖ୍ୟ ଶାସନ ସଚିବ ପଦ ସହିତ ଚିଫ୍ ଡେଭଲପେଣ୍ଟ କମିଶନର ଅଫ୍

ନାବାଳିକା ସାବତ ଝିଅକୁ ଦଲାଲ ହାତରେ ବିକ୍ରି କରୁଥିବା ବେଳେ ଧରିଲା ରେଳବାଇ ପୋଲିସ

ବରଗଡ଼ : ନାବାଳିକା ସାବତ ଝିଅକୁ ଦଲାଲ ହାତରେ ବିକ୍ରି କରୁଥିବା ବେଳେ ଧରିଲା ରେଳବାଇ ପୋଲିସ। ବରଗଡ଼ ଜିଲ୍ଲା ଲରମ୍ଭା ଥାନା ଘସିଏନ ଗାଁର ନାବାଳିକାକୁ ନବବଧୂ ବେଶରେ ସଜାଇ ରାଜସ୍ଥାନ ନିଆଯାଉଥିଲା। ତେବେ କିଛି ଯାତ୍ରୀଙ୍କର ସନ୍ଦେହ ହେବା ପରେ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ରେଳବାଇ