Browsing Category

ଓଡିଶା

୨୦ରେ ସମସ୍ତ ଔଷଧ ଦୋକାନ ବନ୍ଦ, ଅନ୍ ଲାଇନରେ ଔଷଧ ବିକ୍ରିକୁ ବିରୋଧ

ଭୁବନେଶ୍ବର: ଆସନ୍ତା ୨୦ରେ ଓଡ଼ିଶାରେ ସମସ୍ତ ଔଷଧ ଦୋକାନ ବନ୍ଦ । ବନ୍ଦ ନେଇ ନିଷ୍ପତି ନେଲା ଉତ୍କଳ CHEMIST ଆଣ୍ଡ DRUGIST ଆସୋସିଏସନ୍ । ଅନ୍ ଲାଇନରେ ଔଷଧ ବିକ୍ରିକୁ ବିରୋଧ କରି ଏହି ନିଷ୍ପତ ନେଇଛି ଆସୋସିଏସନ୍ । ଡ୍ରଗ୍ ଆଣ୍ଡ୍ କସମେଟିକ ନିୟମ ଅନୁଯାୟୀ ଅନ୍ ଲାଇନରେ…

ମୋଦିଙ୍କୁ ଅନୁସରଣ କଲେ ମୁଖ୍ୟମନ୍ତ୍ରୀ, କମିଲା କାରକେଡ୍ ଗାଡ଼ି ସଂଖ୍ୟା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଅଧାକୁ କମିଲା । ମୁଖ୍ୟମନ୍ତ୍ରୀ କାରକେଡ୍ ଗାଡ଼ି ସଂଖ୍ୟା ଅଧା ହେଲା । ପ୍ରଧାନମନ୍ତ୍ରୀ ଆହ୍ବାନକୁ ସମ୍ମାନ ଦେଇ କାରକେହ୍ ଅଧା କଲେ ମୁଖ୍ୟମନ୍ତ୍ରୀ । ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ଗାଡ଼ିକୁଡିକୁ କମ୍ କରି ଅଧା କଲେ । ଅଧିକ ମାତ୍ରାରେ…

ସରକାରୀ ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଭୁବନେଶ୍ୱର : EV ଗାଡ଼ି ଅଧିକ ବ୍ୟବହାର କରିବାକୁ ରାଜ୍ୟ ସରକାରଙ୍କ ଅପିଲ । ଇଭି ଗାଡ଼ି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ଅପିଲ୍ କରିଛନ୍ତି । ଅଧିକ ଇଭି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ଅପିଲ୍ । ଇଭି ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ…

ପୁଅକୁ ମାରି ପୋତିଦେଲା ବାପା

ଅନୁଗୁଳ: ବାପା ସାଜିଲା ସୈତାନ । ପୁଅକୁ ମାରି ପୋତିଦେଲା ବାପା । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅର୍କୀଳ ଗାଁରେ ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି । ମୃତକ ହେଲେ ମୁରଲୀ ଧର ବେହେରାଙ୍କ ପୁଅ କୁଜା ବେହେରା । ଏହି ଘଟଣାରେ ପୋଲିସ ମୃତକଙ୍କ ବାପା, ମାଆ ଏବଂ ମୃତକଙ୍କ ପ୍ରଥମ ପତ୍ନୀକୁ…

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ପୁରୁଷ ବନ୍ଧୁ ସମେତ ୪ ଗିରଫ

ଭୁବନେଶ୍ୱର : ରାଜଧାନୀରେ ପୁଣି ଲଜ୍ଜା । ବୟଫ୍ରେଣ୍ଡ୍ ରୁମରେ ଗଲଫ୍ରେଣ୍ଡକୁ ଗଣଦୁଷ୍କର୍ମ । ଇଞ୍ଜିନିୟରିଂ ଛାତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ବର ଇନଫୋଭ୍ୟାଲି ଥାନା କାଇମାଟିଆ ଅଞ୍ଚଳରେ ଘଟଣା ଘଟିଛି । ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ ।…

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର: ଝୁଲି ପଡ଼ିଲେ ପ୍ରେମୀ ଯୁଗଳ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଶୁଶୁଆ ପଞ୍ଚାୟତ ଈଶ୍ୱରପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଇଶ୍ୱରପୁର ଗାଁର ସମୀର ମଲିକ ଓ ମହାନ୍ତି ପାଟଣା ଗାଁର ସୁରେଖା ମଲ୍ଲିକ । ଆଜି ସକାଳେ ବିଲ ମଝିରେ ଥିବା ଏକ ଗଛରୁ ଉଭୟଙ୍କ ମୃତଦେହ…

କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଵିୟୋଗ । କଣ୍ଟାବାଞ୍ଜି ସ୍ଥିତ ନିଜ ବାସ ଭବନ ଠାରେ ତାଙ୍କର ମୃତ୍ୟ ହୋଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୮ବୟସ ହୋଇଥିଲା । ଅନେକ ଦିନ ହେଲା ସେ ଅସୁସ୍ଥ ରହିଥିଲେ । ଆୟୁବ ଖାଁ ସ୍ବାଧୀନ ପ୍ରାର୍ଥୀ ଭାବେ ଥରେ ଏବଂ ବିଜେଡି…

ମାଓ ଡ଼ମ୍ପରୁ ବିପୁଳ ଅସ୍ତ୍ରଶସ୍ତ୍ର ସହ କୋଟିଏ ଟଙ୍କା ଜବତ

ମାଲକାନଗିରି: ମାଓ ଡ଼ମ୍ପରୁ ମିଳିଲା କୋଟିଏ ଟଙ୍କା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୋଲିସକୁ ସଫଳତା । ଆବୁଝମାଡ଼ ଜଙ୍ଗଲରୁ ମାଓଡମ୍ପ ଠାବ । କୋଟିଏ ଟଙ୍କା ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ । ଜଙ୍ଗଲରେ ଚାଲିଥିବା…

ଖୁବଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କୋରାପୁଟବାସୀଙ୍କ ପାଇଁ ଖୁସି ଖବର। ଯାତୟାତ ପାଇଁ ସୁଗମ ହେବ ଟ୍ରେନ। ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌। ଏନେଇ ସୂଚନା ଦେଲେ ସିଏମ୍‌ଓ।  ସପ୍ତାହରେ ୩ ଦିନ ଚାଲିବା ନେଇ ଜଣାପଡିଛି। ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌ ଚାଲିବା ନେଇ ପ୍ରଧାନମନ୍ତ୍ରୀ ଓ ରେଳ…

ନିଶାଶକ୍ତ ଅବସ୍ଥାରେ ଡବଲ ମର୍ଡର କଲା ଯୁବକ: ହାତ ଗୋଡ଼ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ

ମୟୂରଭଞ୍ଜ: ଯେସାକୁ ତେସା । ନିଶାରେ ନୃଶଂସ ହତ୍ୟା କଲା ଯୁବକ । ଅଭିଯୁକ୍ତକୁ ବାନ୍ଧି ନିର୍ଘାତ ମାଡ ମାରିଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅନ୍ତର୍ଗତ କୁଲୁଘୁଟୁ ଗାଁରେ ଘଟିଛି ଏହି ଘଟଣା । ଶାବଳରେ ଆକ୍ରମଣ କରି ଦୁଇ ଜଣଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ମୋଚକା…