Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଘରକୁ ଫେରିଲେ ହଷ୍ଟେଲରୁ ନିଖୋଜ ହୋଇଯାଇଥିବା ୪ ଛାତ୍ର
କେନ୍ଦୁଝର: କେନ୍ଦୁଝର ଟାଉନ୍ ଥାନା ବଡ଼ହଳ ସ୍ଥିତ ଏକ ଘରୋଇ କଲେଜର ହଷ୍ଟେଲରୁ ଶନିବାର ୪ ଜଣ ଛାତ୍ର ନିଖୋଜ ହୋଇଯାଇଥିବା ବେଳେ ସେମାନେ ସମସ୍ତେ ଘରକୁ ଫେରିଆସିଛନ୍ତି।
ଏହି ଛାତ୍ରମାନେ ନିଖୋଜ ଥିବା ନେଇ କଲେଜ କର୍ତ୍ତୃପକ୍ଷ ସେମାନଙ୍କ ପରିବାର ଲୋକଙ୍କୁ ଜଣାଇବା ସହିତ ଟାଉନ୍ ଥାନାକୁ!-->!-->!-->…
ବସ ଧକ୍କାରେ ବାଇକ ଚାଳକ ମୃତ
ବ୍ରହ୍ମଗିରି: ଆଜି ସକାଳ ସାତ ଟା ବେଳେ ବ୍ରହ୍ମଗିରି ଡେଲାଙ୍ଗ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ରେ ଜଣେ ବାଇକ୍ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ ହୋଇଥିବା ଜଣାପଡିଛି । ବ୍ରହ୍ମଗିରିରୁ ଭୟା ଡେଲାଙ୍ଗ ରୋଡ ନିରାକାରପୁର ଖୋର୍ଦ୍ଧା କଟକ ଯାଉଥିବା ନୀଳଚକ୍ର ବସ୍ ମଣପଡ଼ା ଛକରେ!-->…
ଅଟ୍ରୀ ହଟକେଶ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ରୁପା ମୂର୍ତ୍ତି ଓ ଅଳଙ୍କାର ସହ ଦାନବାକ୍ସ ଲୁଟ୍…
ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରୀ ଥାନା ଅଟ୍ରୀର ପ୍ରସିଦ୍ଧ ହଟକେଶ୍ୱର ମନ୍ଦିରରେ କଳାକନା ବୁଲାଇଛନ୍ତି ଚୋର। ମନ୍ଦିରରୁ ରୁପାର ନାଗ ମୂର୍ତ୍ତି, ଦେବୀ ପାର୍ବତୀଙ୍କ ଅଳଙ୍କାର ଓ ରୁପାର ଶିବ ମୂର୍ତ୍ତି ସହ ଦାନବାକ୍ସ ନେଇ ଯାଇଛନ୍ତି ଚୋର। ସେହିପରି ମନ୍ଦିର ପରିସରରେ ଥିବା ପ୍ରେମାନନ୍ଦ ଆଶ୍ରମରୁ!-->…
ସରକାରୀ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଦକ୍ଷତା ବିକାଶ ଆଲୋଚନାଚକ୍ର
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଜି ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟରେ କାର୍ୟ୍ୟରତ ଅଣଶିକ୍ଷକ କର୍ମଚାରୀଙ୍କ ଦକ୍ଷତା ବିକାଶ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାରେ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟଙ୍କ ପୃଷ୍ଠପୋଷକତାରେ!-->…
ଅଲିଭ୍ ରିଡ୍ଲେଙ୍କ ଅଣ୍ଡାଦାନ ଜାରି: ୩ ଦିନରେ ୩ ଲକ୍ଷ ୨୪ ହଜାର ୪୨୮ ଅଣ୍ଡାଦାନ…
ବ୍ରହ୍ମପୁର :ଗଞ୍ଜାମ ଜିଲା ପୋଡ଼ମପେଟା ଓ ପୁରୁଣାବନ୍ଧ ନିକଟସ୍ଥ ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ଅଲିଭ୍ ରିଡ୍ଲେ ସାମୂହିକ ଅଣ୍ଡାଦାନ ଜାରି ରହିଛି। ଗୁରବାର ସକାଳୁ ଶନିବାର ପର୍ଯ୍ୟନ୍ତ ୩ ଲକ୍ଷ ୨୪ ହଜାର ୪୨୮ ଅଲିଭ୍ ରିଡ୍ଲେ କଇଁଛ ଗଣ ଅଣ୍ଡାଦାନ ହୋଇଥିବା!-->!-->!-->…
ବସଷ୍ଟାଣ୍ଡ ରେ ନାବାଳକଙ୍କ ଭିକ୍ଷାବୃତ୍ତି: ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁର ବାସ୍ତବତା କୁ ନେଇ ପ୍ରଶ୍ନବାଚୀ…
ଧର୍ମକୁ ଆଖି ଠାର ନୀତିରେ ସରକାରୀ ଯୋଜନା...!
ମାଲକାନଗିରି ସୀମାନ୍ତ ସୁକୁମା ଠାରେ ମାଓବାଦୀ ସୁରକ୍ଷାକର୍ମୀ ଗୁଳିବିନିମୟ ରେ ୩ଯବାନ ସହିଦ ୨ଗୁରୁତର…
ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଠାରେ ମାଓବାଦୀ - ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା ମାଓବାଦୀ ଗୁଳିରେ ୩ ଯବାନ ସହିଦ ହୋଇଥିବା ଖବର ମିଳିଥିବା ବେଳେ । ସୁରକ୍ଷା କର୍ମୀଙ୍କ ପକ୍ଷରୁ ଜଙ୍ଗଲକୁ ଘେରା ବନ୍ଦି କରି ସର୍ଚ୍ଚ ଅପରେସନ ଜାରି ରଖୁଛନ୍ତି ।!-->!-->!-->…
ଗ୍ରାମସଭା ପାଲଟିଲା ରଣକ୍ଷେତ୍ର : ଗୋଡେଇ ଗୋଡେଇ ନେତାଙ୍କୁ ଆକ୍ରମଣ କଲେ ଲୋକେ
ପିପିଲି: ଗ୍ରାମସଭା ପାଲଟିଗଲା ରଣକ୍ଷେତ୍ର । ତାତିଲେ ଜନତା । ଜନନେତାଙ୍କୁ ନିର୍ଧୂମ ଛେଚିଲେ ଉଗ୍ର ଜନତା । ସର୍ବ ସମ୍ମୁଖରେ ଏହି ହାଇଡ୍ରାମା ଚାଲିଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍କୁ ନାକେଦମ ହେବାକୁ ପଡ଼ିଲା। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାଣ୍ଡେରା ପଂଚାୟତ!-->…
ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ; ୩ ଯବାନ ସହିଦ, ୨ ଗୁରୁତର
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ରେ ପୋଲିସ ମାଓବାଦୀ ମଧ୍ୟରେ ବଡ ଧରଣର ଗୁଳିବିନିମୟ। ମାଓବାଦୀ ଗୁଳିରେ ୩ ଯବାନ ସହୀଦ ଦୁଇ ଜଣ ଯବାନ ଗୁରୁତର। ଜାଗରରଣ୍ଡା ଜଙ୍ଗଲ ରେ DRG ଯବାନ ମାଓ ଦମନ ଅପରେସନ ବେଳେ ମାଓବାଦୀ ଆମ୍ବସ ବିଛାଇ ଅତର୍କିତ ଫାଇରିଂ!-->…
ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ ବୁକ: ସମୀର ରଞ୍ଜନ ଦାଶ…
ଭୁବନେଶ୍ୱର: ଏଣିକି ସରକାରୀ ସ୍କୁଲ ପିଲାଙ୍କୁ ଘରୋଇ ସ୍କୁଲ ଭଳି ଦିଆଯିବ ନୋଟ ବୁକ। ଯେଉଁଥିରେ ପିଲାଙ୍କୁ ହୋମ ୱର୍କ ଓ ଶିକ୍ଷକ ମାନେ କଣ ପାଠ ପଢାଉଛନ୍ତି ସେ ନେଇ ନୋଟ ବୁକ ରେ ଉଲ୍ଲେଖ ରହିବ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ଯାହା!-->!-->!-->…