Browsing Category

ଓଡିଶା

ଜଳ ଅଭାବରୁ ରବି ଫସଲ ନଷ୍ଟ: ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ଜଳ ସତ୍ୟାଗ୍ରହ

ନୂଆପଡ଼ା : ଚାଷ ଜମିକୁ ଜଳ ଅଭାବରେ ରବି ଧାନ ଫସଲ ନଷ୍ଟ । ପ୍ରତିବାଦରେ ଡ୍ୟାମ ପାଣିରେ ବୁଡ଼ି ଜଳ ସତ୍ୟାଗ୍ରହ । ନୂଆପଡ଼ା ଜିଲ୍ଲା ପତୋରା ଡ୍ୟାମ ପାଣିରେ ବୁଡ଼ି ଜିଲ୍ଲା କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ । ନୂଆପଡ଼ା ଜିଲ୍ଲା ପତୋରା ଅପରଜୋଙ୍କ ଜଳସେଚନ ପ୍ରକଳ୍ପରେ…

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ୧୪ରେ ଡିଜି ଅଫିସ ଘେରାଉ କରିବ ବିଜେଡି

ଭୁବନେଶ୍ୱର : ଆସନ୍ତା ୧୪ ତାରିଖରେ ପୋଲିସ ମୁଖ୍ୟାଳୟ ଘେରାଉ କରିବ ବିଜେଡି ।  କଟକରେ ବିଜୁ ଜନତା ଦଳର ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି ।  ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ବୀଭତ୍ସ ହତ୍ୟା ଘଟଣାରୁ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ବିଜେଡି ଅଭିଯୋଗ କରିଛି । …

୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଅବସ୍ଥା ଗୁରୁତର

ବାରଙ୍ଗ: କଟକ ବାରଙ୍ଗରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ । ଖଣ୍ଡା ଚୋଟରେ ୩ ଯୁବକ ଗୁରୁତର । ଗୁରୁତର ଯୁବକଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । କାଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଚମ୍ପଟ । ତେବେ କେଉଁ କାରଣରୁ ଆକ୍ରମଣ କରାଯାଇଛି ସେନେଇ କିଛି ସ୍ପଷ୍ଟ ହୋଇନି ।…

ଶିକାରୀଙ୍କ ଫାଶରେ ଝୁଲି କଲରାପତରିଆ ବାଘର ମୃତ୍ୟୁ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜ ଅଧୀନ କାଠଗୋଛି ଜଙ୍ଗଲରେ ଏକ କଲରାପତରିଆ ବାଘ ଶିକାରୀଙ୍କ ଫାଶରେ ପଡ଼ି ଯାଇଛି। ସୋମବାର ବିଳମ୍ବିତ ରାତିରେ ବାଘଟି ନିକଟସ୍ଥ କୁଲଡିହା ଅଭୟାରଣ୍ୟରୁ ପଳାଇ ଆସି ନୀଳଗିରି ରେଞ୍ଜରେ ମୃତ୍ୟୁଘଟିଥିବା ଅନୁମାନ କରାଯାଉଛି। ଆଜି ସକାଳେ ବାଘ ଗର୍ଜନ…

ଟ୍ରେଞ୍ଚରେ ପଡ଼ିଥିବା ହାତୀଛୁଆକୁ ସୁରକ୍ଷିତ ଉଦ୍ଧାର କଲା ବନବିଭାଗ

ଅନୁଗୁଳ : ଟ୍ରେଞ୍ଚରେ ପଡ଼ିଥିବା ହାତୀଛୁଆ ସୁରକ୍ଷିତ ଭାବେ ଉଦ୍ଧାର। ଖାଦ୍ୟ ଅନ୍ୱେଷଣରେ ଆସିଥିବା ହାତୀପଲ ମଧ୍ୟରୁ ଏକ ହାତୀଛୁଆ ଟ୍ରେଞ୍ଚରେ ପଡିଯାଇଥିଲା । ବନବିଭାଗ ପକ୍ଷରୁ ହାତୀଛୁଆକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଟ୍ରେଞ୍ଚ ଭିତରେ ଖସି ପଡ଼ିଥିଲା ହାତୀ ଛୁଆ । ସାହାଯ୍ୟ ପାଇଁ…

ପୋଲିସ ବାବୁଙ୍କ ଦବଙ୍ଗଗିରି, ପାର୍କିଂକୁ ନେଇ ପଡ଼ୋଶୀଙ୍କ କାର୍ ଭାଙ୍ଗିଲେ

ଭୁବନେଶ୍ୱର : ପୋଲିସ ବାବୁଙ୍କ ଦବଙ୍ଗଗିରି । ପାର୍କିଂ ବିବାଦକୁ ନେଇ ପଡ଼ୋଶୀଙ୍କ ଉପରେ ସୁଝାଇଲେ ରାଗ । ନିଜ କାର ପାର୍କିଂ କରିବାକୁ ଜାଗା ନହେବାରୁ ଅନ୍ୟ ଗାଡିକୁ ବାଡେଇ ଭାଙ୍ଗିଦେଇଛନ୍ତି । ଗାଡିକୁ ଲୁହା ରଡରେ ଭାଙ୍ଗି ଗୁଣ୍ଡ କରିଦେଇଛନ୍ତି । ପୋଲିସ ବାବୁଙ୍କ କାର୍‌ନାମାର ଦୃଶ୍ୟ…

ମେ’ ୨୦ ସୁଦ୍ଧା ଆଣ୍ଡାମାନରେ ମୌସୁମୀ ବାୟୁ ପହଞ୍ଚିବା ନେଇ ପୂର୍ବାନୁମାନ

ଭୁବନେଶ୍ବର: ମୌସୁମୀ ଆସିବାକୁ ବାଟ ସଫା । ମେ’ ୨୦ ରେ ବର୍ଷାର ଆଗମନ । ଆଣ୍ଡାମାନରେ ପହଞ୍ଚିବ ମୌସୁମୀ! । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ ଭାରତୀୟ ଭୂଖଣ୍ଡରେ ପ୍ରବେଶ କରିବାକୁ ଯାଉଛି । ମେ ୨୦ ସୁଦ୍ଧା ଆଣ୍ଡାମାନ ସାଗର,…

ସାଇକେଲରେ ୧୨ କିମି ବୋହି ଥାନାକୁ ମୃତଦେହ ଆଣିଲେ ପରିବାର ଲୋକେ

ସୋର : ନ୍ୟାୟ ଦାବିରେ ସାଇକେଲରେ ୧୨ କିମି ବୁହାହେଲା ମୃତଦେହ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଘର ଛାତ ପକେଇବାକୁ ନେଇ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳରେ ମାନଶ ଜେନାଙ୍କ ପରିବାର ଲୋକ ସୁରେନ୍ଦ୍ର ସେଠୀଙ୍କ…

ସାମାନ୍ୟ ବଚସାରୁ କଲେଜ ଛାତ୍ରଙ୍କୁ ବିଭତ୍ସ ହତ୍ୟା

ଝାରସୁଗୁଡ଼ା: ସାମାନ୍ୟ ବଚସାରୁ କଲେଜ ଛାତ୍ରଙ୍କୁ ବିଭତ୍ସ ହତ୍ୟା । ଝାରସୁଗୁଡ଼ା ବେଲପାହାଡ଼ ଅଞ୍ଚଳରେ ଆତତାୟୀଙ୍କ ବର୍ବରତା । ଜୁନାଡିହି କଲେଜର ଜଣେ ଯୁବକଙ୍କୁ ଦିନ ଦ୍ୱିପ୍ରହରରେ ଛୁରାମାଡ଼ କରି ହତ୍ୟା କରିଛନ୍ତି ଆତତାୟୀ । ମୃତକଙ୍କ ସହ ଥିବା ତାଙ୍କ ସହଯୋଗୀ ଏବେ ମେଡିକାଲରେ ଜୀବନ…

ଏନକାଉଣ୍ଟର: ପୋଲିସ ଗୁଳିରେ ୨ ଅପରାଧୀ ଆହତ

ଝାରସୁଗୁଡା: ଝାରସୁଗୁଡାରେ ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ୨ ଅପରାଧୀ ଆହତ । ଆହତ ଅପରାଧୀ ହେଲେ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର । ଗତକାଲି ଝାରସୁଗୁଡା ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣଙ୍କ ମୃତ୍ୟୁ ଘଟଣାର ଏହି ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ଥିଲେ । ଗତକାଲି ଅଭିଯୁକ୍ତମାନେ…