Browsing Category

ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି: ରାଜଭବନ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ…

ଭୁବନେଶ୍ବର: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ଏବଂ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ମୁଖ୍ୟମନ୍ତ୍ରୀ ଗାଦି ଛାଡ଼, ମନ୍ତ୍ରୀ ହତ୍ୟାକାରୀ ମୁଖ୍ୟମନ୍ତ୍ରୀ ଲେଖାଥିବା ପ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି ବିଜେପି ନେତା ଓ କର୍ମୀ । ଦଳ

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆର୍‌ଆଇ…

କୁଚିଣ୍ଡା: ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆର୍‌ଆଇ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଗୋଛରା ଆରଆଇ ସତ୍ୟନାରାୟଣ କାଉଡ଼ି ଭିଜିଲାନ୍‌ସ ହାତରେ ଧରା ପଡ଼ିଛନ୍ତି । ଜମି ପଟ୍ଟା କରିବା ପାଇଁ ରିପୋର୍ଟ ଦେବାକୁ ସେ ଲାଞ୍ଚ ନେଉଥିଲେ । ଆରଆଇ ସତ୍ୟନାରାୟଣଙ୍କଠାରୁ ଲାଞ୍ଚ

ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ମୃତ୍ୟୁ ମାମଲା : ୫ ମାସ ପରେ ବୟଫ୍ରେଣ୍ଡ ସୌମ୍ୟଜିତ ଗିରଫ..

ଭୁବନେଶ୍ବର: ଭୁବନେଶ୍ୱରରେ ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତ ଗିରଫ । ଆଜି ସମ୍ବଲପୁରରୁ ସୌମ୍ୟଜିତ୍‌କୁ ଭୁବନେଶ୍ୱର ଆଣିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ। ଗତକାଲି ରାତିରେ ସମ୍ବଲପୁର ବଂଶୀଧର ନଗର ସ୍ଥିତ ଘରୁ ସୌମ୍ୟଜିତ

ଜୀବନ ବଞ୍ଚାଇଲେ ଟ୍ରାଫିକ କନେଷ୍ଟବଳ…

ଭୁବନେଶ୍ୱର: ଟ୍ରାଫିକ କନେଷ୍ଟବଳଙ୍କ ମହାନତା । ଦୁର୍ଘଟଣା ପରେ ଆଶୁ ଚିକିତ୍ସା କଲେ ଟ୍ରାଫିକ କନେଷ୍ଟବଳ ସରୋଜ କୁମାର ପୃଷ୍ଟି। ମ୍ୟୁଜିୟମ ଛକରେ ଅଚାନାକ ବାଇକ୍ ରୁ ପଡ଼ି ରକ୍ତାକ୍ତ ହୋଇପଡିଲେ ଯୁବକ । ସଙ୍ଗେ ସଙ୍ଗେ ସେଠାରେ ଡ୍ୟୁଟି କରୁଥିବା ପୋଲିସ୍ ବାବୁ ତାଙ୍କୁ ଉଠାଇ ଆଶୁ

ମହିଳା ଆଇଆଇସିଙ୍କ ଉପରେ ଆକ୍ରମଣକୁ ନିନ୍ଦା : ବିଜେଡି ମହିଳା ମୋର୍ଚ୍ଚାଙ୍କ ଧାରଣା…

ଭୁବନେଶ୍ୱର : ଧନୁପାଲି ମହିଳା IICଙ୍କୁ ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ଘଟଣାରେ ତୀବ୍ର ପ୍ରତିକ୍ରିୟା । ଜୟନାରାୟଣ ମିଶ୍ରଙ୍କ ଇସ୍ତଫା ଦାବିରେ ଜୋର ଆନ୍ଦୋଳନ କରିଛି ବିଜେଡି । ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯାଉଛି। ଜୟନାରାୟଣଙ୍କ କୁଶ

ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ ‘କୃଷି ଓଡିଶା’ ଉଦ୍‌ଘାଟନ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବରମୁଣ୍ଡା ପଡିଆଠାରେ ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ ‘କୃଷି ଓଡିଶା’ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଫାର୍ମ ମେକାନାଇଜେସନ ଓ ଫସଲ ବିବିଧତା ଉପରେ

ବାଇକକୁ ପିଟିଲା ଟ୍ରକ୍: ପ୍ରାଣ ହରାଇଲେ ବାପ ଓ ପୁଅ…

ନୂଆପଡ଼ା: ନୂଆପଡ଼ା  ଜିଲ୍ଲା ଲଖନା ଥାନା କୁସଦହନା ସ୍ଥିତ ବିଜୁ ଏକ୍ସପ୍ରେସ ୱେଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟିଛି। ଏଠାରେ ବାଇକକୁ ପିଟିଛି ଟ୍ରକ୍। ଏହାଫଳରେ ଘଟଣାସ୍ଥଳରେ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବାଇକ୍ ଆରୋହୀ କୋମନା ଥାନା ମିଛାପାଲି ଗାଁର କମଳ

ହୋମଗାର୍ଡଙ୍କୁ ଧକ୍କା ଦେଲା ଟ୍ରକ୍‌ , ଘଟଣାସ୍ଥଳରେ ମୃତ୍ୟୁ

ଆନନ୍ଦପୁର: ହୋମଗାର୍ଡଙ୍କ ଉପରେ ମାଡ଼ିଗଲା ଗାଡ଼ି। ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର ଘଷିପୁରା ଥାନା ଦେଓଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ହୋମଗାର୍ଡ ତରିମୂଳ ଗାଁର ସୁରେଶ କୁମାର ରାଉତ । ସେ ଘଷିପୁରା ଥାନାରେ କାର୍ଯ୍ୟରତ ଥିଲେ। ଗତକାଲି ରାତିରେ ସୁରେଶ

ବିଳମ୍ୱିତ ରାତିରେ ଘରେ ପଶି ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ…

ଛତ୍ରପୁର: ଛତ୍ରପୁର ବ୍ଲକ ଅନ୍ତର୍ଗତ ଵିପୁଳିଙ୍ଗି ଗ୍ରାମ ବଡ଼ ସାହିରେ ଘରେ ପଶି ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ମୃତକ ମହିଳା ଜଣକ ହେଲେ ରାଧାଶ୍ୟାମ ଚୌଧୁରୀଙ୍କ ସ୍ତ୍ରୀ ସୁପ୍ରଭା ଚୌଧୁରୀ। ଗତକାଲି ରାତିରେ ସୁପ୍ରଭାଙ୍କ ସ୍ୱାମୀ ରାଧାଶ୍ୟାମ ବିପୁଳିଙ୍ଗି ଛକରେ ଥିବା ନିଜ

ମହିଳା IICଙ୍କୁ ଚାପୁଡ଼ା ମାରିବା ଘଟଣା : ଜୟ ନାରାୟଣଙ୍କ ବିରୋଧରେ ଏତଲା ପରେ ତଦନ୍ତ କଲେ ଆଇଜି ଓ ଏସପି

ସମ୍ବଲପୁର : ଧନୁପାଲୀ ମହିଳା IICଙ୍କୁ ଚାପୁଡ଼ା ମାରିବା ଘଟଣାରେ ହେବ କି କାର୍ଯ୍ୟାନୁଷ୍ଠାନ । ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ FIR ରୁଜୁ । ଧନୁପାଲୀ ମହିଳା IICଙ୍କୁ ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ଘଟଣାରେ ପୋଲିସର ତଦନ୍ତ । ସମ୍ବଲପୁର ଟାଉନ ଟାଉନ ଥାନାରେ ଆଇଜି ଦୀପକ କୁମାର ଓ