Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଡାକ୍ତର ଅନୁପସ୍ଥିତିକୁ ନେଇ ମେଡିକାଲରେ ଭଙ୍ଗାରୁଜା କଲେ ସ୍ଥାନୀୟ ଲୋକେ
ବାଙ୍ଗିରିପୋଷି: ଡାକ୍ତର ଅନୁପସ୍ଥିତିକୁ ନେଇ ମେଡିକାଲରେ ଉତ୍ତେଜନା । ମୟୂରଭଞ୍ଜ ଜିଲ୍ଲା ସାରସକଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତୀବ୍ର ଉତ୍ତେଜନା । ଡାକ୍ତର ଅନୁପସ୍ଥିତିକୁ ନେଇ ହସ୍ପିଟାଲ ପରିସରରେ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ମୃତ ଶିଶୁର ସମ୍ପର୍କୀୟ । ମୁଣ୍ଢାକଟା!-->…
୨୨ରୁ ବିଧାନସଭାର ସପ୍ତମ ଅଧିବେଶନ, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ବରିଷ୍ଠ ପୋଲିସ ଅଧିକାରୀ
ଭୁବନେଶ୍ବର: ଆସନ୍ତା ୨୨ତାରିଖରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ । ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନ ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଉଛି । ପୋଲିସ ଅନ୍ତରୀଣ ଡିଜି ବିନୟତୋଷ ମିଶ୍ର, ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ, ଅତିରିକ୍ତ!-->…
ଦଣ୍ଡନୃତ୍ୟ ବେଳେ ଗଣ୍ଡଗୋଳ, ଅଭିଯୁକ୍ତଙ୍କୁ ଛାଡ଼ିବା ନେଇ ଥାନା ଘେରିଲେ ଗ୍ରାମବାସୀ
କଣ୍ଟାମାଳ: ଠେଙ୍ଗା ଧରି ଥାନା ଘେରିଲେ ଗ୍ରାମବାସୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଦେଢ଼େଣମାଲ ଗାଁରେ ବିଶ୍ୱକର୍ମା ପୂଜା ଅବସରରେ ଅନୁଷ୍ଠିତ ଦଣ୍ଡନୃତ୍ୟ କାର୍ଯ୍ୟକ୍ରମରେ ଗଣ୍ଡଗୋଳକୁ ନେଇ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ହାତରେ ଠେଙ୍ଗା ଧରି ଘଣ୍ଟାପଡ଼ା ଥାନା ଘେରାଉ!-->…
ଯୌତୁକ ପାଇଁ ବଧୂକୁ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ
ନୀଳଗିରି: ୫ ଲକ୍ଷ ଟଙ୍କା ଯୌତୁକ ଦେଇନପାରିବାରୁ ବଧୂକୁ ନିର୍ଯାତନା ଦେଇ ହତ୍ୟା ଅଭିଯୋଗ । ସ୍ବାମୀ ଅଟକ । ମୃତକ ହେଲେ ଶୁଭଲକ୍ଷ୍ମୀ ପ୍ରଧାନ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜରଡ଼ା ଗାଁର ପ୍ରଭଞ୍ଜନ ପ୍ରଧାନଙ୍କ ଝିଅ ଶୁଭଲକ୍ଷ୍ମୀ ଔପଦା ବ୍ଲକ ନୀଳଗିରି ଥାନା ଓଲଡଙ୍ଗ ଗାଁର!-->…
ସୁଧ କାରବାରକୁ ନେଇ ଅଘଟଣ, OASଙ୍କ ଘର ଆଗରେ ଯୁବକଙ୍କ ଆତ୍ମାହୁତି
ଭୁବନେଶ୍ବର: ସୁଧ କାରବାର ନେଇ ଯୁବକଙ୍କ ଆତ୍ମାହୁତି । OASଙ୍କ ଘର ଆଗରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଯୁବକ। ସୁଧରେ ଟଙ୍କା ନେଇ ନ ଫେରାଇବାରୁ ଆତ୍ମାହୁତି କରିଥିବା ସୂଚନା । ମୃତକ ହେଲେ ଅଶ୍ଵିନୀ କୁମାର ତାଣ୍ଡିଆ । ଅଶ୍ବିନୀଙ୍କ ଘର ରାଜଧାନୀର କୈଳାଶ ବିହାର ମହାବୀର!-->…
ଭୁବନେଶ୍ବରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଖୁବଶୀଘ୍ର ମହାନଦୀ ଜଳ ବିବାଦ ସମାଧାନ
ଭୁବନେଶ୍ବର : ଭୁବନେଶ୍ବରରେ ପହଁଞ୍ଚିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ ସମୟରେ ଦୀର୍ଘଦିନର ମହାନଦୀ ଜଳ ବିବାଦ ସମାଧାନ ଖୁବଶୀଘ୍ର ହେବ ବୋଲି କହିଛନ୍ତି । ବିଷ୍ଣୁ ଦେଓ ସାଏଙ୍କ ଏହି ଗସ୍ତ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ,!-->…
ଟ୍ରକ-ଟ୍ରେଲର ଧକ୍କା, ଚାଲିଗଲା ଦୁଇ ଜୀବନ
ଖୋର୍ଦ୍ଧା : ମାଲ ବୋଝେଇ ଟ୍ରକ ସହ ଟ୍ରେଲର ଧକ୍କା । ଚାଲିଗଲା ଦୁଇ ଜୀବନ । ଖୋର୍ଦ୍ଧା ଆଦର୍ଶ ଥାନା ୧୬ ନମ୍ବର ଜାତୀୟ ରାଜପଥର ତୋଟାପଡା ଓଭର ବ୍ରିଜ ତଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇଜଣଙ୍କ ମୃତଦେହ ଜବତ କରି ହସ୍ପିଟାଲ ପଠାଇଛି ପୋଲିସ । ରାସ୍ତାକଡ଼ରେ ରହିଛି ଦୁର୍ଘଟଣାଗ୍ରସ୍ତ ଟ୍ରକ!-->…
ସ୍ତ୍ରୀକୁ ପିଟି ପିଟି ହତ୍ୟା ପରେ ଜୀବନ ହାରିଲେ ସ୍ବାମୀ
କାମାକ୍ଷାନଗର : ସ୍ତ୍ରୀକୁ ହତ୍ୟା ପରେ ଜୀବନ ହାରିଲେ ସ୍ବାମୀ । ଢେଙ୍କାନାଳ କାମାକ୍ଷାନଗର – ପରଜଙ୍ଗ ଥାନା ଦଦରାଘାଟି ତିନି ନମ୍ବର କଲୋନୀରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ହତ୍ୟା କରି ଜୀବନ ହାରିଲେ ସ୍ୱାମୀ । ଗତକାଲି ରାତିରେ ସ୍ତ୍ରୀ ପାରିବାରିକ କଳହକୁ ନେଇ ଏପରି ହୃଦୟ ବିଦାରକ!-->…
କଫ୍ ସିରପ୍ ଚାଲାଣ ବେଳେ ନିଶା ମାଫିଆକୁ ଏନକାଉଣ୍ଟର
ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କଫ୍ ସିରପ୍ ଚୋରାଚାଲାଣ ବେଳେ ପୋଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ଆହତ ହୋଇଛନ୍ତି । ରେଙ୍ଗାଲି ଥାନା ଅଞ୍ଚଳର ଜଙ୍ଗଲା-ପାଣ୍ଡୋଲୋଇ ରାସ୍ତାରେ ଏହି ଘଟଣା ଘଟିଛି । ଆଜି ଭୋରରୁ ପାଟ୍ରୋଲିଂ ବେଳେ ଜଙ୍ଗଲ ରାସ୍ତା ଦେଇ ଦୁଇଟି କାର୍ ଆସିଥିଲା।!-->…
ବଡ଼ଶଙ୍ଖରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଦୁଇ ଜଣଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ
ପୁରୀ : ପୁରୀ ବଡ଼ଶଙ୍ଖରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଦୁଇଜଣ ବ୍ୟକ୍ତିଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କଲେ ଦୁର୍ବୃତ୍ତ । ବିଚ୍ ବଜାରରେ ଦୁଇଜଣ ବ୍ୟକ୍ତିଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।!-->…