Browsing Category

ଓଡିଶା

କଂଗ୍ରେସରେ ରହି ବିଜେପି ମୁଖପାତ୍ରଙ୍କ ଭଳି ବୟାନ ଦେଇଛନ୍ତି ବିଜୟ: ଲେନିନ ମହାନ୍ତି

ଭୁବନେଶ୍ୱର: ବିଜୟ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ପ୍ରେସ ମିଟ୍ । ଆସାପୂର୍ବକ କ୍ଷମତା ନମିଳିବା ପରେ ବିଜୟ ପଟ୍ଟନାୟକ ଏପରି କହିଛନ୍ତି ବୋଲି କହିଛି ବିଜେଡି । ବିଜୟ ପଟ୍ଟନାୟକଙ୍କ ମନର ଇଚ୍ଛା ଥିଲା ଯେ ଅବସର ପରେ ସେ ବିଜେଡିରେ ଯୋଗ ଦେଇ

କ୍ୟାବିନେଟରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର…

ଭୁବନେଶ୍ବର: ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ସୋମବାର ଆଗାମୀ ଆର୍ଥିକ ବର୍ଷର ବଜେଟକୁ ଅନୁମୋଦନ କରାଯାଇଛି। ଆଥିକ ବର୍ଷ ୨୦୨୩-୨୪ ଲାଗି ପ୍ରାୟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟକୁ ମଂଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ମୁଖ୍ୟ ସଚିବ

ରିଲ୍ସ ମଝିରେ ବସ୍ ଆସିଯିବାରୁ ତାକୁ ନେଇ ତୁମୂଳକାଣ୍ଡ : ସ୍କୁଲ ବସକୁ ଆକ୍ରମଣ କଲେ ୭ ଯୁବକ

ଭୁବନେଶ୍ବର: ରିଲ୍ସ ମଝିରେ ବସ ଆସିଯିବାରୁ ତାକୁ ନେଇ ତୁମୂଳକାଣ୍ଡ। ସ୍କୁଲ ବସ ଉପରକୁ ଆକ୍ରମଣ କରିବା ସହ ଡ୍ରାଇଭରକୁ ମଧ୍ୟ ମାଡପିଟ କରିଥିବା ସୂଚନା ମିଳିଛି। ଘଟଣା ଘଟିଛି ଭୁବନେଶ୍ବର ସହିଦ ନଗର ଥାନ ଅଧିନସ୍ଥ ଖଣ୍ଡୁଆଳି ମନ୍ଦିର ନିକଟରେ ଥିବା BDA ପାର୍କ ନିକଟରେ ।

ଆସନ୍ତାକାଲି ଠାରୁ ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀ…

ଭୁବନେଶ୍ୱର: ଦିନକ ପରେ ଅନୁଷ୍ଠିତ ହେବ ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀ । ଏଥିରେ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗଦାନକରିବେ । ସଚିବମାନେ ନିଜ ବିଭାଗର ଫ୍ଲାଗସିପ୍ କାର୍ଯ୍ୟକ୍ରମ ଏବଂ ଭବିଷ୍ୟତ ଯୋଜନା ବାବଦରେ ପ୍ରେଜେଣ୍ଟେସନ ରଖିବେ । ପ୍ରଶାସନକୁ ସ୍ୱଚ୍ଛ ଓ ପ୍ରଭାବଶାଳୀ ଢଙ୍ଗରେ

+୨ ପରୀକ୍ଷା ପରିଚାଳନା ଲାଗି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆରମ୍ଭ ହେଲା ପରୀକ୍ଷା ଋତୁ । ଆଉ ୧୫ ଦିନ ପରେ ଆରମ୍ଭ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା । କୋଭିଡ୍ ପରିସ୍ଥିତି ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଶତ ପ୍ରତିଶତ ସିଲାବସ୍‌ରେ ପରୀକ୍ଷା ହେବାକୁ ଯାଉଛି । ଖାଲି ସେତିକି ନୁହେଁ ପରୀକ୍ଷା ପଦ୍ଧତି ବି ରାଜ୍ୟ ବୋର୍ଡ ବଦଳାଇଛି ।

ଗଞ୍ଜେଇ ଗାଡ଼ିରୁ ବୋମା ଉଦ୍ଧାର, ଡ୍ରାଇଭର ଫେରାର୍‌

ସମ୍ବଲପୁର: ଗଞ୍ଜେଇ ଗାଡ଼ିରୁ ଉଦ୍ଧାର ହୋଇଛି ବୋମା । ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଖିଣ୍ଡା ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ବେଳେ ମିଳିଲା ଗଞ୍ଜେଇ ଓ ବୋମା । ଯାଞ୍ଚ ବେଳେ ଗଞ୍ଜେଇ ଭର୍ତ୍ତି ଗାଡ଼ି ଭିତରେ ଥିଲା ବୋମା । ଘଟଣାସ୍ଥଳରୁ ଗାଡ଼ି ଛାଡି ଡ୍ରାଇଭର ଫେରାର୍‌

JMFC କୋର୍ଟରେ ହାଜର ପରେ ଝାରସୁଗୁଡା ସବ୍‌ ଜେଲକୁ ଗଲା ଗୋପାଳ

ଝାରସୁଗୁଡା : ଆଜି ଜେଲ ଗଲା ଗୋପାଳ । ଝାରସୁଗୁଡା JMFC କୋର୍ଟରେ ହାଜର କରାଯିବା ପରେ ତାକୁ ଝାରସୁଗୁଡା ଉପକାରାଗାର (ସବଜେଲ୍‌) କୁ ନେଇଛି କ୍ରାଇମବ୍ରାଞ୍ଜ ।ଗତକାଲି ବିଳମ୍ବିତ ରାତିରେ ଗୋପାଳକୁ ରାୟପୁରରୁ ଝାରସୁଗୁଡା ଅଣାଯାଇଥିଲା।ଗତକାଲି ରାତିରୁ ଅଣାଯାଇ ବିମାନ ବନ୍ଦର ଥାନାରେ

କୋଭିଡ ସମୟର ରିଲିଫ୍ ଚାଉଳକୁ ନେଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ବନ୍ଦ କରୁ ବିଜେଡି : ଗୋଲକ ମହାପାତ୍ର

ଭୁବନେଶ୍ୱର : ନିଜେ କରିଥିବା ଦୋଷ ଓ ପାପକୁ ଅନ୍ୟ ମୁଣ୍ଡରେ ଲଦି ଦେଇ ଓଡିଶାବାସୀଙ୍କୁ ବାରମ୍ବାର ପ୍ରତାରିତ କରିଚାଲିଛି ଶାସକ ବିଜୁ ଜନତା ଦଳ । ନିଜେ କରୁଥିବା ଚଂଚକତା, ଦୁର୍ନୀତି, ଭ୍ରଷ୍ଟାଚାରର ଅଠା ଅନ୍ୟ ମୁଣ୍ଡରେ ପୋଛି ଦେବାରେ ଓସ୍ତାଦ ଶାସକ ବିଜେଡି । ସଂଘୀୟ ବ୍ୟବସ୍ଥାର ସମସ୍ତ ନୀତି

ବରିଷ୍ଠ ବିଜେଡି ନେତା ରବି ନନ୍ଦ ଅସୁସ୍ଥ…

 ଭୁବନେଶ୍ୱର: ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ପ୍ରଥମେ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରେ ବିଶାଖାପାଟଣାସ୍ଥିତ ଏକ ଘରୋଇ

ବିଜେପି ମହିଳା ମୋର୍ଚ୍ଚାର ସେଲଫି କ୍ୟାମ୍ପେନକୁ ବିଜେଡିର କଡା ସମାଲୋଚନା…

ଭୁବନେଶ୍ବର: ବିଜେପି ମହିଳା ମୋର୍ଚ୍ଚାର ସେଲଫି କ୍ୟାମ୍ପେନକୁ ବିଜେଡିର କଡା ସମାଲୋଚନା କରିଛି। ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ବିଜେଡି ସର୍ବଦା ମହିଳାଙ୍କ ବିକାଶ ଲାଗି ସଂଗ୍ରାମ କରିଆସିଛି। ଯଦି ବିଜେପି ମହିଳାଙ୍କ ବିକାଶ ଚାହୁଁଛି, ତା ହେଲେ ସଂସଦରେ ବିଜେପିର