Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଥାନା ପରିସରରେ ଯୁବକଙ୍କ ମୃତ୍ୟୁ ଘଟଣା : ବଢୁଛି ସସପେନ୍ସ , ଗିରଫ ହେଲେ ଭାଇ ଭଉଣୀ…
ଭୁବନେଶ୍ୱର: ସହିଦନଗର ଅଞ୍ଚଳରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ପରିବାର ଲୋକଙ୍କ ଅଭିଯୋଗ କ୍ରମେ 302ରେ ହତ୍ୟା ମାମଲା ରୁଜୁ କଲା ସହିଦନଗର ଥାନା ପୋଲିସ । ମୃତକ ହେଲେ ଯାଜପୁର ଅଂଚଳର ବିଚିତ୍ର ପଲେଇ । ସେ ଗାଡ଼କଣ ଅଞ୍ଚଳରେ ରହି ଆସୁଥିଲେ । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି!-->…
ବଧୂ ହତ୍ୟା ଅଭିଯୋଗ : ଫାଣ୍ଡି ଆଗରେ ମୃତଦେହ ରଖି ଧାରଣାରେ ବସିଲେ ପରିବାର..
ନୟାଗଡ: ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଫାଣ୍ଡି ସମ୍ମୁଖରେ ଶବ ରଖି ରାତିସାରା ଧାରଣା । ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଜଗନ୍ନାଥପ୍ରସାଦ ଫାଣ୍ଡିରେ । ଝିଅକୁ ଶାଶୁ ଘର ଲୋକେ ଯୌତୁକ ପାଇଁ ନିର୍ଯାତନା ଦେଇ ମାରିଦେଇଥିବା ଅଭିଯୋଗ ହୋଇଛି l!-->…
ଆସନ୍ତା ମେ’ରେ ହେବ ଓଜେଇଇ…
ଭୁବନେଶ୍ୱର : ଆସନ୍ତା ମେ’ ମାସରେ ହେବ ଓଜେଇଇ-୨୦୨୩ ପରୀକ୍ଷା । ମେ’ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପରୀକ୍ଷା ହୋଇପାରେ । ଏଥିପାଇଁ ଆଜିଠୁ ଆବଦେନ କରିପାରିବେ ଛାତ୍ରଛାତ୍ରୀ । ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଆଗ୍ରହୀ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଏଥିପାଇଁ ବିଜ୍ଞପ୍ତି!-->…
ବାଇକ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା : ୨ ମୃତ..
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଏନ.ଏଚ ୫୩ ମୁଣ୍ଡେଇଲ ଗ୍ରାମ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ ଟ୍ରକ ମଧ୍ୟରେ ମୁହାଁମୁହି ଧକ୍କା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ୨ ଜଣ ହେଉଛନ୍ତି ପରଜଙ୍ଗ ଥାନା କନ୍ତୁର ଗ୍ରାମର ମାମୁଦ ସାହୁ । ଅନ୍ୟ ଜଣେ କଟକ!-->…
ମାର୍ଚ୍ଚ ୫ରୁ ଆରମ୍ଭ ହେବ ଭୁବନେଶ୍ୱରରୁ ଦୁବାଇକୁ ବିମାନ ସେବା…
ଭୁବନେଶ୍ୱର : ସଫଳ ହେବ ରାଜ୍ୟ ସରକାରଙ୍କ ଆଉ ଏକ ସ୍ୱପ୍ନ । ଭୁବନେଶ୍ୱରରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ । ମାର୍ଚ୍ଚ ୫ ତାରିଖରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇକୁ ଉଡିବ ବିମାନ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
!-->!-->!-->…
ସମ୍ରେ ଷ୍ଟେମ୍ସେଲ୍ ପ୍ରତ୍ୟାରୋପଣ ଦ୍ୱାରା ଜଟିଳ ରକ୍ତ କର୍କଟ ରୋଗର ସଫଳ ଚିକିତ୍ସା…
ଭୁବନେଶ୍ୱର, : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡାକ୍ତରମାନେ ମଲ୍ଟିପଲ୍ ମାଇଲୋମା ଭଳି ଏକ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୨ ବର୍ଷୀୟା ମହିଳାଙ୍କୁ ଷ୍ଟେମ୍ସେଲ୍ ପ୍ରତ୍ୟାରୋପଣ ମାଧ୍ୟମରେ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ।ଦୀର୍ଘ!-->…
ସମ୍ବଲପୁର ଓକିଲଙ୍କୁ ସର୍ତ୍ତମୂଳକ ଜାମିନ…
ସମ୍ବଲପୁର: ସମ୍ବଲପୁରରେ କୋର୍ଟ ପରିସରରେ ଆଇନଜୀବୀଙ୍କ ଭଙ୍ଗାରୁଜା ପ୍ରସଙ୍ଗ । ଗିରଫ ହୋଇଥିବା ୨୯ ଜଣ ଓକିଲଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷଣ ରଖିଛନ୍ତି ହାଇକୋର୍ଟ । ଧନୁପାଲି ମାମଲାରେ ମିଳିଲା ସର୍ତ୍ତମୂଳକ ଜାମିନ ।ଗତବର୍ଷ ଡିସେମ୍ବର ୧୨ ତାରିଖରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ!-->…
ଆଜିର ନାରୀ ଆସନ୍ତା କାଲିର ମା’… ଜ୍ଞାନପ୍ରଭା ମିଶନରେ କହିଲେ ରାଷ୍ଟ୍ରପତି ଦ୍ରୌପଦୀ…
ଭୁବନେଶ୍ୱର: ଭୁବନେଶ୍ୱରର ଉତ୍କଳ ମଣ୍ଡପଠାରେ ଆୟୋଜିତ ଜ୍ଞାନପ୍ରଭା ମିଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିରେ ନିଜ ବକ୍ତବ୍ୟରେ ସେ କହିଛନ୍ତି ଯେ, ନାରୀମାନଙ୍କୁ ସୁରକ୍ଷା ଏବଂ ସମ୍ମାନ ଉପରେ ଅଧିକ ଯତ୍ନଶୀଳ!-->…
‘ମୂଲ୍ୟବୋଧଭିତ୍ତିକ ସମାଜର ମୂଳଦୁଆ- ମହିଳା’ ଶୀର୍ଷକ ସମ୍ମିଳନୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା…
ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଗୁରୁଗ୍ରାମର ଓମ୍ ଶାନ୍ତି ରିଟ୍ରାଏଟ୍ ସେଣ୍ଟ୍ରେ ‘ମୂଲ୍ୟବୋଧଭିତ୍ତିକ ସମାଜର ମୂଳଦୁଆ-ମହିଳା’ ଶୀର୍ଷକ ସମ୍ମିଳନୀର ଉଦ୍ଘାଟନ କରିଛନ୍ତି । ଏହା ସହିତ ସର୍ବଭାରତୀୟ ‘ପରିବାର ସଶକ୍ତୀକରଣ’ ସଚେତନତା ଅଭିଯାନର ଶୁଭାରମ୍ଭ ମଧ୍ୟ କରିଛନ୍ତି!-->…
ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ସ୍ୱୀକୃତି ପ୍ରସଙ୍ଗ; ୟୁଜିସିକୁ ଉଚ୍ଚଶିକ୍ଷାର ଚିଠି…
ଭୁବନେଶ୍ୱର: ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ୍ ବିଶ୍ୱବିଦ୍ୟାଳୟର ସ୍ୱୀକୃତି ଅନୁମୋଦନ କରିବା ସହ ୟୁଜିସି ୱେବସାଇଟ୍ରେ ତାଲିକାଭୁକ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ୟୁଜିସିକୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି । ଚିଠିରେ ଶ୍ରୀ ସେଠୀ ଉଲ୍ଲେଖ କରିଛନ୍ତି ଯେ,!-->…