Browsing Category

ଓଡିଶା

ଦନ୍ତା ଆକ୍ରମଣରେ ମହିଳା ମୃତ 

ହିନ୍ଦୋଳ: ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ଜଣେ ମହିଳା ମୃତ । ମୃତ ମହିଳା ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳ ବାରସିଙ୍ଗା ଗାଁର ଭାରତୀ ବିଶ୍ଵାଳ । ଘର ପଛକୁ ଯାଇଥିବା ସମୟରେ ହାତୀ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥା ରେ ପରିବାର ଲୋକ ତାଙ୍କୁ ହିନ୍ଦୋଳ ମେଡିକାଲରେ ଭର୍ତ୍ତି…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଆଇଏମଡିର ପୂର୍ବାନୁମାନ

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆସନ୍ତାକାଲି ବଙ୍ଗୋପସାଗରରେ ଲୋ ପ୍ରେସର ସୃଷ୍ଟି ସମ୍ଭାବନା ଥିବା ଆଇଏମଡି ପୂର୍ବାନୁମାନ କରିଛି । ତେବେ ଏହା ବାତ୍ୟାରେ ପରିଣତ…

ଘାଇରୁ ଗଳିତ ମୃତଦେହ ଉଦ୍ଧାର

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଶଗଡ଼ା ଘାଇରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରା ଯାଇଛି। ବର୍ତ୍ତମାନ ସୁଦ୍ଧା ସେହି ବ୍ୟକ୍ତିଙ୍କ ପରିଚୟ ଜଣା ପଡିନାହିଁ। ଚନ୍ଦ୍ରଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଅଧିକ ତଦନ୍ତ ଚଳାଇଛି। ଶନିବାର ସକାଳେ…

ବାଲିଅନ୍ତା ହତ୍ୟା ଘଟଣା: କର୍ମର ଫଳ ପାଇବେ ଅପରାଧୀ

ଭୁବନେଶ୍ୱର : ଜିଆରପି କନଷ୍ଟେବଲ୍ ସୌମ୍ୟ ହତ୍ୟା ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ। ସେ କହିଛନ୍ତି ଘଟଣାରେ ଯିଏ ଦୋଷୀ , ତାକୁ କଠୋର ଦଣ୍ଡ ଦିଆଯିବ। ଅପରାଧୀଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡ଼ା ରହିବ। ରାଜ୍ୟରେ…

ଥାନା ଆଗରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ

ଗୋପ:ପୁଣି ସାମ୍ନାକୁ ଆସିଛି ପୁଲିସ୍‌ର ନିଷ୍କ୍ରିୟତା । ନ୍ୟାୟ ନମିଳିବାରୁ ଶେଷରେ ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ଦୋକାନୀ। ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ଥାନା ସମ୍ମୁଖରେ। ମିଳିଥିବା ସୂଚନା ଅନୁଯାୟୀ ଗୋପ ଥାନା…

ସମୁଦ୍ରରେ ତେଲ ମାଫିଆଙ୍କ ରାଜୁତି, ମାଛଧରା ବୋଟ୍ ସାହାଯ୍ୟରେ ହେଉଛି ଚୋରା କାରବାର

ପାରାଦ୍ଵୀପ : ଗଭୀର ସମୁଦ୍ରରେ ଚାଲିଛି ଚୋରା ତେଲ ମାଫିଆଙ୍କ ରାଜୁତି ।  ଚୋରା ତେଲ ବ୍ୟବସାୟ ର ମୁଖ୍ୟ ମାଧ୍ୟମ ସାଜିଛି ମାଛଧରା ବୋଟ୍ ।  ଏକ ସ୍ବତନ୍ତ୍ର ସିଣ୍ଡିକେଟ କାମ କରୁଥିବା ସଂଦେହ କରାଯାଉଛି। ପାରାଦ୍ଵୀପ ବନ୍ଦରକୁ ଆସୁଥିବା ଜାହାଜରୁ ତେଲ କାଢ଼ି ମାଛଧରା ବୋଟ ମାଧ୍ୟମରେ ଆଣି ଏହାକୁ…

ରାଜ୍ୟରେ ସ୍ଥାପନ ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ : ଆଇନ ମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ । ରାଜ୍ୟରେ ଏସବୁ କୋର୍ଟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଯୋଜନା ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଦିନକୁ ଦିନ ବଢ଼ୁଥିବା ସାଇବର ଠକେଇ ଏବଂ ଅପରାଧ ରୋକିବା…

ହରିଣକୁ ପିଟି ପିଟି ମାରିଦେଲେ ଶିକାରୀ, ତଦନ୍ତ କରୁଛନ୍ତି ରେଞ୍ଜର

ସୋରଡ଼ା : ସୋରଡ଼ାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା  ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ସେଣ୍ଟ୍ରାଲ ରେଞ୍ଜ ଅଧୀନ ଖପରାଗଣ୍ଡା ଶିବାନୀ ରାଇସ ମିଲ ନିକଟରେ ଗୋଟିଏ ହରିଣକୁ ଅସାଧୁ ବ୍ୟକ୍ତି ମାରିଦେଇଥିବା ଅଭିଯୋଗ ହୋଇଛି  ।  ଗାଁ ନିକଟ ଜଙ୍ଗଲରେ ଅଧିକାଂଶ ସମୟରେ ହରିଣ, ସମ୍ବର ଦେଖା…

କୋରାପୁଟ-ରାୟଗଡାରେ ବଢ଼ିବ ବକ୍ସାଇଟ୍ ଉତ୍ପାଦନ କ୍ଷମତା

ଭୁବନେଶ୍ବର : ଓଡ଼ିଶା ଖଣି ନିଗମ (ଓଏମସି) ଦ୍ୱାରା କୋଡ଼ିଙ୍ଗାମାଳି ଖଣି ବିଗତ ଆଠ ବର୍ଷ ଧରି ପରିଚାଳିତ ହୋଇଆସୁଛି । ଯାହାକି ଓଡ଼ିଶାର କୋରାପୁଟ ଏବଂ ରାୟଗଡା ଜିଲ୍ଲାରେ ରହିଛି । ଏଠାରୁ ଉତ୍ପାଦିତ ବକ୍ସାଇଟ୍ ରାଜ୍ୟର ଶିଳ୍ପଗୁଡ଼ିକୁ ଯୋଗାଇ ଦିଆଯାଏ, ଯାହା ଓଡ଼ିଶାର ଶିଳ୍ପ ବିକାଶ…

ଚାକିରିରେ ପୁନଃ ନିଯୁକ୍ତି ଦାବିରେ ଟାୱାର ଉପରେ ଚଢ଼ି ଜୀବନ ହାରିବାକୁ ଧମକ ଦେଲେ ଯୁବକ

ଢେଙ୍କାନାଳ: ନ୍ୟାୟ ଦାବିରେ ଟାୱାରରେ ଚଢି ଯୁବକଙ୍କ ଜୀବନ ହାରିବାକୁ ଉଦ୍ୟମ । ଯୁବକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗାଁର ରୁଦ୍ରନାରାୟଣ ଦାସ । ଢେଙ୍କାନାଳ ଟାଉନ ଥାନା ଆଗରେ ଥିବା ଟାୱାର ଉପରେ ଚଢ଼ି ହାଇଡ୍ରାମା କରିଛନ୍ତି ଯୁବକ। ଚାକିରି ଓ ଅସୁସ୍ଥ ବାପାଙ୍କ…