Browsing Category

ଓଡିଶା

ସ୍କୁଲରେ ମ୍ୟୁଜିକ ଚେୟାର ଚାଲିଥିବା ବେଳେ ଅଘଟଣ : ନିଶ୍ୱାସ ନେବା ବେଳେ ଛାତିରେ ଯନ୍ତ୍ରଣା, ୨୫ଛାତ୍ରୀ ଗୁରୁତର…

ସୋର: ୨୫ ଛାତ୍ରୀ ଗୁରୁତର । ସୋର ବରଖୁଡ଼ି ଏମ୍‌ଇ ସ୍କୁଲରେ ମ୍ୟୁଜିକ ଚେୟାର ଖେଳ ବେଳେ ୨୫ଛାତ୍ରୀ ଗୁରୁତର ହୋଇଛନ୍ତି। ନିଃଶ୍ୱାସ ନେବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସମସ୍ତ ଛାତ୍ରୀଙ୍କୁ ସୋର ଡ଼ାକ୍ତରଖାନରେ ଭର୍ତ୍ତି କରାଯାଇଛି। ଅତି ଗୁରୁତର ଛାତ୍ରୀଙ୍କୁ ବାଲେଶ୍ଵର

ପର୍ଯ୍ୟଟକଙ୍କ ପାଇଁ ଛାଡ ହେଲା କୋଣାର୍କର ପ୍ରବେଶ ଶୁଳ୍କ; ମାଗଣାରେ ବୁଲିବେ ସୂର୍ଯ୍ୟ ମନ୍ଦିର…

ଭୁବନେଶ୍ୱର: କୋଣାର୍କର ସୂର୍ଯ୍ୟ ମନ୍ଦିର ବିଶ୍ୱର ଏକ ଅନ୍ୟତମ ଐତିହ୍ୟ କୀର୍ତ୍ତୀରାଜି ମଧ୍ୟରୁ ଅନ୍ୟତମ । ତେବେ କୋଣାର୍କ ବୁଲିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର । ଆପଣମାନେ କୋଣାର୍କ ମାଗଣାରେ ବୁଲି ଦେଖି ପାରିବେ । ଚନ୍ଦ୍ରଭାଗା ସ୍ନାନ ପରେ ମନ୍ଦିର ପରିକ୍ରମା

ବିଶିଷ୍ଟ ସାହିତ୍ୟିକ ହୁସେନ ରବିଗାନ୍ଧୀଙ୍କ ପରଲୋକ…

ଭୁବନେଶ୍ୱର: ବଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧିଙ୍କ ପରଲୋକ। ଏସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ​‌ ୭୫ ବର୍ଷ ହୋଇଥିଲା। ହୁସେନ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ। ‘ଉତ୍କଳ ପ୍ରସଙ୍ଗ’ର ଥିଲେ ସମ୍ପାଦକ। ସାହିତ୍ୟ କ୍ଷେତ୍ରରେ ସେ

ଖଣ୍ଡଗିରି ମାଘ ମେଳା ଆରମ୍ଭ…

ଭୁବନେଶ୍ୱର: ଆରମ୍ଭ ହୋଇଛି ଖଣ୍ଡଗିରି ମାଘ ମେଳା । ସକାଳୁ ମା ବାରଭୁଜାଙ୍କ ପୂଜା ଅର୍ଚ୍ଚନା ପରେ ବିଶ୍ୱ ଶାନ୍ତି ଓ ସମାଜ ମଙ୍ଗଳ ପାଇଁ ହିମାଳୟ, କାଶ୍ମୀର, ଗୟା, ଉଜ୍ଜେନ୍‌, ମଧ୍ୟପ୍ରଦେଶ ତଥା ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥମାନେ ଯଜ୍ଞ କରିବେ । ମାଘ ମେଳା ପାଇଁ ଆସିଥିବା

ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ…

କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ ଆଜି ପ୍ରତ୍ୟୁଷରୁ ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ତ୍ରିବେଣୀଶ୍ୱର,ଐଶାନେଶ୍ୱର ଓ ଦକ୍ଷିଣେଶ୍ୱରଙ୍କ ମହାସ୍ନାନ ପରେ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି। ଭୋର ୪ଟା ୪୦ରେ ବୁଡ଼ ପକାଇବା ପରେ

ମହାନଦୀକୁ ଡ଼େଇଁ ଯୁବତୀ ମୃତ…

କଟକ: ମହାନଦୀକୁ ଡେଇଁ ଆଜି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। କ୍ୟାଣ୍ଟନମେନ୍‌ ଥାନା ଅନ୍ତର୍ଗତ ହରିଣ ପାର୍କ ନିକଟସ୍ଥ ମହାନଦୀ ଘାଟରେ ଯୁବତୀ ଜଣକ ହଠାତ୍ ନଦୀକୁ ଡେଇଁପଡ଼ିଥିବା ଜଣାପଡ଼ିଛି। ମୃତ ଯୁବତୀଙ୍କର ପରିଚୟ ମିଳିନାହିଁ। ସେହିପରି କାରଣ ମଧ୍ୟ ଜଣାପଡ଼ି ନାହିଁ। ସୂଚନା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ନମ୍ବର ୱାନ୍…

ଭୁବନେଶ୍ବର: ନବୀନ ପୁଣି ନଂ ୧। ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟତା ବଜାୟ ରଖିଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପୁଣି ଏକ ନଂ ସ୍ଥାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡିଆ ଟୁଡେ- ସି ଭୋଟର ମୁଡ୍‌ ଅଫ୍‌ ଦି ନେସନ ପୋଲରେ ପୁଣି ଶୀର୍ଷ

ଧାନ କିଣାରେ ବିଜେଡି ସରକାରର ଏକ ବ୍ୟବସ୍ଥିତ ର‌୍ୟାକେଟ କାର୍ଯ୍ୟ କରୁଛି: ମନୋଜ ମହାପାତ୍ର…

 ର‌୍ୟାକେଟର କ୍ୟାପଟେନ ଖୋଦ୍ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଭାଇସ କ୍ୟାପଟେନ ସାଜିଛନ୍ତି ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ଶାସକ ବିଜେଡିର ନେତା ଓ କର୍ମୀ, କିଛି ବିଭାଗୀୟ କର୍ମଚାରୀମାନେ ର‌୍ୟାକେଟର ସଦସ୍ୟ ରାକେଟ ଜରିଆରେ ପ୍ରତି ବର୍ଷ ବିଜେଡି ସରକାର ୧୦୦୦ କୋଟି ଟଙ୍କାର ଦଳୀୟ ପାଂଠି

ଓଡିଶାର ୧୬୯ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ଏସ୍‍ଟି ତାଲିକାରେ ଅନ୍ତର୍ଭୁକ୍ତ ନହେବା ବିଜେପିର ଆଦିବାସୀ ବିରୋଧୀ

 ତାଲିକାରେ ତୁରନ୍ତ ସାମିଲ ପାଇଁ ବିଜେଡିର ଦାବି ଦାବି ପୂରଣ ନହେଲେ ରାସ୍ତାକୁ ଓହ୍ଲାଇବେ ଆଦିବାସୀ ମମ୍ପ୍ରଦାୟଭୁବନେଶ୍ୱର,: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାର ସର୍ବଦା ଆଦିବାସୀଙ୍କ ବିକାଶ ଓ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି । କିନ୍ତୁ

ନିର୍ମାଣଧୀନ ପୋଲର ୨୫ ଫୁଟ ତଳକୁ ଖସିଲା ଟ୍ରାକ୍ଟର : ଡ୍ରାଇଭର୍ ମୃତ…

ଚନ୍ଦାହାଣ୍ଡି : ଭାରସାମ୍ୟ ହରାଇ ନିର୍ମାଣଧୀନ ପୋଲର ୨୫ ଫୁଟ ତଳକୁ ଖସିଲା ଟ୍ରାକ୍ଟର। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ମୋତିଗାଁ ଗ୍ରାମର ଭଣ୍ଡାରନଦୀ ନିର୍ମାଣଧିନ ପୋଲ ଉପରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ହେଲପର ଗାଡିରୁ