ବିଦ୍ୟୁତ୍‌ ତାର ଲାଗି ଦନ୍ତା ମୃତ…

add-all

କେନ୍ଦୁଝର: ବିଦ୍ୟୁତ୍‌ ତାର ଲାଗି ଦନ୍ତା ମୃତ। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ହୋଇଛି। କେନ୍ଦୁଝର ଚମ୍ପୁଆ ରେଞ୍ଜ ବାମବୋରି ବିଟ୍‌ ବସନ୍ତପୁର ଜଡିପଦା ସାହିରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି।

ବିଦ୍ୟୁତ୍‌ ତାର ଝୁଲନ୍ତା ଅବସ୍ଥାରେ ଥିବାରୁ ଅଘଟଣ ଘଟିଥିବା ସୂଚନା ମିଳିଛି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ad-week
Leave A Reply

Your email address will not be published.