Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବହୁ ପରିମାଣର ମାଓସମଗ୍ରୀ ଜବତ ସହ ତିନି ମାଓବାଦୀଙ୍କ ଆତ୍ମସମର୍ପଣ…
ମାଲକାନଗିରି : ଓଡିଶା ସରକାରଙ୍କ ଆତ୍ମସମର୍ପଣ ଅଭିଯାନ ଓ ଥଇଥାନ ନିତିରେ ଆକୃଷ୍ଟ ହୋଇ ଆଜି ମାଓ ଗୋଷ୍ଠୀର ତିନିଜଣ କ୍ୟାଡର, ଦୁଇ ପୁରୁଷ ଏବଂ ଜଣେ ମହିଳା ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଉଛନ୍ତି ମନୋଜ ଛଦ୍ମନାମ ମାତି!-->!-->!-->!-->!-->…
ପଦ୍ମ ସମ୍ମାନ ଘୋଷଣା, ଓଡ଼ିଶାର ୪ ଜଣ ମନୋନୀତ…
୭୪ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶର ମର୍ଯ୍ୟାଦାଜନକ ପଦ୍ମପୁରସ୍କାର ଘୋଷଣା କରାଯାଇଛି। କେନ୍ଦ୍ର ସରକାର ଆଜି ଏହି ପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ଘୋଷଣା କରାଯାଇଛି। ଏହି ତାଲିକାରେ ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ!-->…
ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା
ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛିଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି!-->…
ଅବସରପ୍ରାପ୍ତ ଆଇଏଏସ ଅଫିସର ଗୋପବନ୍ଧୁ ଶତପଥୀଙ୍କ ପୁନଃ ନିଯୁକ୍ତିକୁ ଅବୈଧ ଘୋଷଣା କଲେ ଓଡିଶା ହାଇକୋର୍ଟ
କଟକ: ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ପଦବୀରେ ଅବସରପ୍ରାପ୍ତ ଆଇଏଏସ ଅଫିସର ଗୋପବନ୍ଧୁ ଶତପଥୀଙ୍କ ପୁନଃ ନିଯୁକ୍ତିକୁ ଅବୈଧ ଘୋଷଣା କଲେ ଓଡିଶା ହାଇକୋର୍ଟ। ଏହି ପଦବୀରେ ଗୋପବନ୍ଧୁ ଶତପଥୀଙ୍କ ପୁନଃ ନିଯୁକ୍ତିକୁ ରଦ୍ଦ କରି ଦେଇଛନ୍ତି ହାଇକୋର୍ଟ। ପୂର୍ବରୁ!-->…
ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦାବୀରେ…
ଗରୀବ ଲୋକଙ୍କ ହକ୍ର ଅପହରଣକୁ ଆଦୌ ବରଦାସ୍ତ କରିବ ନାହିଁ ବିଜେପି
ରାଜ୍ୟର ସମସ୍ତ ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ଚଂଚକତା କରି ଶାସକ ବିଜେଡି ଦଳୀୟ ଆଧାରରେ ଅଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଆବଂଟନ କରିଥିବା କାରଣରୁ ଆଜି ଲକ୍ଷ ଲକ୍ଷ ବାସହୀନ!-->!-->!-->…
ସରସ୍ୱତୀ ମୂର୍ତ୍ତି ଆଣିବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ସ୍କୁଲ ଛାତ୍ର; ମେଡିକାଲରେ ଭର୍ତ୍ତି…
ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଅଧିନସ୍ଥ ରାଇବଣିଆ-ଓଲମରା ରାସ୍ତାର କଣ୍ଟାବଣି ଛକ ନିକଟରେ ଏକ ଅଟୋ ଓଲଟି ପଡିବାରୁ ୫ ଜଣ ହାଇସ୍କୁଲ ଛାତ୍ର ଗୁରୁତର ହୋଇଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଛାତ୍ରମାନେ ସରସ୍ବତୀ ମୂର୍ତ୍ତି ଆଣିବାକୁ ଯାଇଥିଲେ। ଓଲମରା!-->…
ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍ ଶୁଭାରମ୍ଭ…
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍ ବୁଧବାର ଶୁଭାରମ୍ଭ ହୋଇଯାଇଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନୂଆଦିଲ୍ଲୀର ସଫଦରଜଙ୍ଗ ଷ୍ଟେସନରୁ ଏହି ଟ୍ରେନ୍କୁ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ଉତ୍ତର ପ୍ରଦେଶର ବାରାଣସୀ, ବିହାରର ଗୟା, ଝାଡ଼ଖଣ୍ଡର ଦେଓଘର ଦେଇ!-->…
କେନ୍ଦ୍ର ନଦେଲେ ମୁଖ୍ୟମନ୍ତ୍ରୀ ଦେବେ ଘର: ବିଜେଡି
ଭୁବନେଶ୍ୱର: ଆବାସ ଯୋଜନାକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି । ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶାକୁ ଆଉ ଘର ନଦେବା ପାଇଁ ଭିତିରିଆ ନିଷ୍ପତ୍ତି କରିଛନ୍ତି କେନ୍ଦ୍ର ସରକାର । ଯୋଜନା ବନ୍ଦ କରିଦେବା ପାଇଁ ନିଷ୍ପତ୍ତି ନେଉଛନ୍ତି । କେନ୍ଦ୍ର ଘର ନଦେଲେ ଓଡ଼ିଶାର ଯୋଗ୍ୟ ୧୫ ଲକ୍ଷ!-->…
ବିଧବା ବୋହୂଙ୍କ ଦ୍ୱିତୀୟ ବିବାହ କରାଇଲେ ପୂର୍ବତନ ବିଧାୟକ ନବୀନ ନନ୍ଦ…
ଭୁବନେଶ୍ୱର: ପୁଅଙ୍କ ମୃତ୍ୟୁ ପରେ ନିଜ ବୋହୂର କରାଇଛନ୍ତି ଦ୍ୱିତୀୟ ବିବାହ । ଜାତୀୟ କନ୍ୟା ଦିବସରେ ଏଭଳି ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ଗଁଦିଆର ପୂର୍ବତନ ବିଧାୟକ । ସୋସିଆଲ ମିଡିଆରେ ଏକ ଆବେଗଭରା ପୋଷ୍ଟ କରିଛନ୍ତି ନବୀନ ।
ସେ ଲେଖିଛନ୍ତି ଏହି ଦିନଟି ତାଙ୍କ ପୁଅ ପାଇଁ!-->!-->!-->…
ବିଜେପି ଛାଡିବା ପରେ ବିରାଟ ମନ୍ତବ୍ୟ ଦେଲେ ଶିଶିର ଗମାଙ୍ଗ…
ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ବିଜେପିରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ପୁଅ ଶିଶିର ଗମାଙ୍ଗ ମଧ୍ୟ ବିଜେପିର ହାତ ଛାଡିଛନ୍ତି । ତେବେ ବିଜେପିରୁ ଇସ୍ତଫା ଦେବା ପରେ ଶିଶିର ଗମାଙ୍ଗ ଏକ ବଡ ମନ୍ତବ୍ୟ ଦେଇଛଡ଼୍ତି । ଯାହା ଏବେ!-->…