Browsing Category

ଓଡିଶା

୨୮ରେ ଅଭିଭାବକ-ଶିକ୍ଷକ ବୈଠକ: ଦୁଇ ଘଣ୍ଟା ଚାଲିବ, ରେଜିଷ୍ଟରରେ ରେକର୍ଡ ରହିବ

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ଦୁଇ ପଢ଼ାଯାଉଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ଜୁନିୟର୍ କଲେଜ (ହାୟର ସେକେଣ୍ଡାରୀ ସ୍କୁଲ) ଗୁଡ଼ିକରେ ଆସନ୍ତା ୨୮ ତାରିଖରେ ଅଭିଭାବକ-ଶିକ୍ଷକ ବୈଠକ (ପିଟିଏମ୍‌) ଅନୁଷ୍ଠିତ ହେବ । ଦୁଇ ଘଣ୍ଟା ଧରି ପିଟିଏମ୍ ଚାଲିବ । ଆବଶ୍ୟକ ସ୍ଥଳେ ଅନଲାଇନ୍‌ରେ

ମଦ ପିଇ ମାରପିଟ୍ କରୁଥିଲେ ହ୍ୟୁମାନ ସାଗର : ଶ୍ରୀୟା ମିଶ୍ର

ପୁରୀ: ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଗୁମର ଖୋଲିଲେ ପତ୍ନୀ ଶ୍ରୀୟା ମିଶ୍ର । ମିଡିଆ ଆଗରେ ପ୍ରଥମ ଥର ମୁହଁ ଖୋଲିଲେ । ଶ୍ରୀୟା କହିଛନ୍ତି ନିର୍ଯାତନାର ଗୋଟି ଗୋଟି କଥା । କାହିଁକି, କେବେଠାରୁ ଓ କିଭଳି ନିର୍ଯାତନା ଦିଆଯାଉଥିବା ଖୁଲାସା କରିଛନ୍ତି ଶ୍ରୀୟା । ହ୍ୟୁମାନ ମଦ ପିଇ

୨୩ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର: ଆସନ୍ତା ୨୩ ତାରିଖରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି । ଉକ୍ତ ଦିନ ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡାରେ ଆୟୋଜିତ ହେବାକୁ ଥିବା ଜୟନ୍ତୀ ସମାରୋହରେ ସାମିଲ ହେବେ ।

ବନ୍ଦ ରହିବ ଅନୁଗୁଳ ଜିଲ୍ଲାପାଳଙ୍କ ଦରମା

ଅନୁଗୁଳ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କ୍ଷତିପୂରଣ ନ ଦେବା ଯାଏ ଅନୁଗୁଳ ଜିଲ୍ଲାପାଳଙ୍କ ସହିତ ଦୁଇ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ । ଜଳସେଚନ ପ୍ରକଳ୍ପ ପାଇଁ ୬୦ ବର୍ଷ ତଳେ ଜମି ହରାଇଥିଲେ ୧୮୮ ପରିବାର । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ କୁକୁରପେଟା କ୍ଷୁଦ୍ର

ଏଥର ଖଣ୍ଡଗିରି ମେଳାରେ ହେବନାହିଁ ଅଶ୍ଳୀଳ ଡ୍ୟାନ୍ସ, ବିଏମସିର କଡ଼ା କଟକଣା

ଭୁବନେଶ୍ବର: ୨୮ ତାରିଖରୁ ଖଣ୍ଡଗିରି ମାଘ ମେଳା । ଏଥର ଅପେରା ଲଢ଼େଇରେ ହେବନି ଅଶ୍ଳୀଳ ନୃତ୍ୟ । ଅଶ୍ଳୀଳ ଡ୍ୟାନ୍ସ ଉପରେ କଟକଣା ଲଗାଇଛି ବୁବନେଶ୍ୱର ମହାନଗର ନିଗମ । ଯାତ୍ରାରେ ଯେଭଳି ଅଶ୍ଳୀଳ ନୃତ୍ୟ ହେବ ନାହିଁ ତାଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ଆୟୋଜକ ଖଣ୍ଡିଗିରି ଥାନାରେ

ବେକରେ ଚୁନ୍ନୀ ଲଗାଇ ନାବାଳିକଙ୍କା ଆତ୍ମହତ୍ୟା

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ଦ୍ୱିତୀୟ ଲାଇନରେ ଜଣେ ନାବାଳିକା ବେକରେ ଚୁନ୍ନୀ ଲଗାଇ କରିଛନ୍ତି ଆତ୍ମହତ୍ୟା । ନାବାଳିକା ଜଣକ ସହରରେ ମଡେଲ ଭାବେ କିଛି କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ବଡ଼ ବଜାର ଥାନାରେ ଅପମୃତ୍ୟୁ ମାମଲା ରଜୁ କରି ପୋଲିସର

କୂଅ ଭିତରୁ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା : କୂଅ ଭିତରୁ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର। ଖୋର୍ଦ୍ଧା ଜିଲ୍ଲା ପୁବୁସାହି ଓଳସିଂହ ଗାଁରୁ ନାବାଳକଙ୍କ ମୃତଦେହ ଠାବ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ପୁବୁସାହି ଓଳସିଂହ ଗାଁର ମହେଶ୍ଵର ବେହେରାଙ୍କ ୧୦

ପୁରୀ ରଥଖଳାକୁ ଗଲା ପ୍ରଥମ ରଥକାଠ

ନୟାଗଡ଼: ବିଶ୍ୱପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ନିମନ୍ତେ ନୟାଗଡ଼ ବନଖଣ୍ଡ ଦଶପଲ୍ଲା ବନାଞ୍ଚଳରୁ ଶନିବାର ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀ ରଥଖଳାକୁ ପଠାଯାଇଛି। ଦଶପଲ୍ଲା ମହାବୀରଙ୍କ ମନ୍ଦିର ଏବଂ ନୟାଗଡ଼ ଜଗନ୍ନାଥ ମନ୍ଦିରରେ ସମ୍ମୁଖରେ କାଠବୋଝେଇ ୩ଟି ଟ୍ରକ୍‌କୁ

ଯୁବ ସମାଜସେବୀ ଅଭିଜିତଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି…

କଟକ(୨୧/୧) : ଯୁବ ସମାଜସେବୀ ଅଭିଜିତ ପୃଷ୍ଟିଙ୍କ ଅକାଳ ବିୟୋଗରେ କଟକ ସହର ତାର ଜଣେ ସୁପୁତ୍ରକୁ ହରାଇଲା ବୋଲି ଆଜି ଅଭିଜିତଙ୍କ ଦ୍ବାଦଶାହ ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି | ସୂଚନାଯୋଗ୍ୟ କଟକ ସିଲଭରସିଟି କ୍ଲବର ପ୍ରତିଷ୍ଠାତା ଯୁବ

ରାଜ୍ୟ କ୍ୟାବିନେଟ୍‌ରେ ୧୨ ନିଷ୍ପତ୍ତି ପାରିତ, ବଢ଼ିଲା ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍

ଭୁବନେଶ୍ୱର: ୧୨ଟି ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବରେ ମୋହର ବାଜିଛି । ବଢ଼ିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ । ପିଛିଲା ଭାବେ ୨୦୨୨ ଜାନୁଆରୀ ୧ ତାରିଖରୁ