Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପଟିଆରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ…
ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ରେଳ ଷ୍ଟେସନରେ ୨ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଧରାପଡ଼ିଛି ଦ୍ୱିତୀୟ ଅଭିଯୁକ୍ତ। ତା’ ନାଁ ବୁଲୁ ନାୟକ। ତାକୁ କଟକ ଜିଲ୍ଲା ବାଙ୍କୀ ପଦନପୁରରୁ ଗିରଫ କରିଛି ଜିଆର୍ପି। ପୂର୍ବରୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୃଷ୍ଣ ଚାଲିକକୁ ମଧ୍ୟ ପଦନପୁରରୁ!-->…
ଲଭ୍-ସେକ୍ସ-ଧୋକା: ବ୍ଲାକମେଲିଂ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ବିବାହିତା ମହିଳା
ବାଲେଶ୍ୱର: ପୁଣି ଲଭ୍-ସେକ୍ସ-ଧୋକା। ଇଣ୍ଟରନେଟରେ ମହିଳାଙ୍କ ସହ ପ୍ରଥମେ ବନ୍ଧୁତା ସ୍ଥାପନ ପରେ ପ୍ରେମ ନିବେଦନ। ସମ୍ପର୍କ ନିବିଡ଼ ହେବାପରେ ନିଶାଦେଇ ଦୁଷ୍କର୍ମ । ଏଭଳି ଏକ ଅଭିଯୋଗ ଏବେ ନୀଳଗିରି ସହର ସିମୁଳିଆ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଥାନାରେ ମହିଳାଙ୍କ ଅଭିଯୋଗ!-->…
ଡାକ୍ତର ଶୁଭଶ୍ରୀ ମୃତ୍ୟୁ ଘଟଣା: ମାମଲାକୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୁରୁଷ ବନ୍ଧୁ
କଟକ : ହାଇକୋର୍ଟ ଗଲେ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ। କେନ୍ଦୁଝର ଜିଲ୍ଲା ଯୋଡ଼ାର ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ମାମଲାକୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୁରୁଷ ବନ୍ଧୁ। ଡାକ୍ତର ଦିବ୍ୟ ରଞ୍ଜନ ମାଝିଙ୍କ ବିରୁଦ୍ଧରେ ଯୋଡ଼ା ଥାନାରେ ରୁଜ୍ଜୁ ହୋଇଛି ମାମଲା। ଏହି!-->…
ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଭାଗ ନେବେ ସ୍କୁଲ ଛାତ୍ରାଛାତ୍ରୀ
ଭୁବନେଶ୍ୱର: ଏଥର କଟକଣାମୁକ୍ତ ସାଧାରଣତନ୍ତ୍ର ଦିବସ। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଆୟୋଜିତ ହେବାକୁ ଥିବା ପରେଡ୍ରେ ସ୍କୁଲ ଛାତ୍ରାଛାତ୍ରୀ ଭାଗ ନେବେ। ଦୁଇ ବର୍ଷ ପରେ ସାଧାରଣତନ୍ତ୍ର ଦିବସରେ କୌଣସି କରୋନା କଟକଣା ଲାଗୁ ହେବନି। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏନେଇ!-->…
ବିଳମ୍ବିତ ରାତିରେ ବାଇକ୍କୁ ଧକ୍କା ଦେଲା ବୋଲେରୋ, ଆରୋହୀ ମୃତ…
ସମ୍ବଲପୁର: ବିଳମ୍ବିତ ରାତିରେ ସମ୍ବଲପୁର ଧନୁପାଲି ମହାବୀରପଡା ନିକଟରେ ଘଟିଛି ସଡକ ଦୁର୍ଘଟଣା। ବୋଲେରୋ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଭତରା ଅଞ୍ଚଳର ରଞ୍ଜିତ ମହାପାତ୍ର ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ!-->!-->!-->…
ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି; ପୁରୀକୁ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ
ଦଶପାଲ୍ଲା: ଆଉ କିଛି ଦିନ ପରେ ଆରମ୍ଭ ହେବ ବିଶ୍ୱର ସବୁଠାରୁ ବଡ ଯାତ୍ରା ରଥ ଯାତ୍ରା । ଯେଉଁଥିପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର । ଆଜି ରଥ ଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ରଥ କାଠ ପୁରୀକୁ ଯାଇଛି । ତେବେ ଏହି ରଥକାଠକୁ ମହାବୀର ମନ୍ଦିରରେ!-->…
ବହୁଚର୍ଚ୍ଚିତ ରାମ ପାଢୀ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୧୦ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ..
ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମର ବହୁଚର୍ଚ୍ଚିତ ରାମଚରଣ ପାଢୀ ହତ୍ୟା ମାମଲାର ଆଜି ଏଡିଜେ-୩ ଡ଼. ଇନ୍ଦୁ ଶର୍ମା ଶୁଣାଣି କରିଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଜଜ୍ ୧୦ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସେମାନେ ହେଲେ କଙ୍ଗାରୁ ଭୂୟାଁ,!-->…
ପ୍ରେମିକାଙ୍କ ଫଟୋ ଭାଇରାଲ୍ କରି ପ୍ରେମିକ ଗିରଫ…
ଭୁବନେଶ୍ୱର : ପ୍ରଥମେ ଅନ୍ଲାଇନ୍ ପ୍ରେମ, ତା’ ପରେ ମୋବାଇଲରେ ଅନ୍ତରଙ୍ଗ ଫଟୋ ଉତ୍ତୋଳନ କରି ପ୍ରେମିକା ସହିତ ଧୋକ୍କାଦେଇ ପ୍ରେମିକ ଗିରଫ ହୋଇଛି । ଏଭଳି ଧୋକ୍କାବାଜ୍ ପ୍ରେମିକକୁ ଇନଫୋଭ୍ୟାଲି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଯୁବକ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲା!-->…
ଫାଶୀ ଲଗାଇ ବୃଦ୍ଧଙ୍କ ଆତ୍ମହତ୍ୟା…
ବୈଶିଙ୍ଗା: ଶୁକ୍ରବାର ବୈଶିଙ୍ଗା ଥାନା ଅଧୀନ ବଙ୍ଗାଳଡାହି ଶାଳ ଜଙ୍ଗଲରୁ ଜନୈକ ବୃଦ୍ଧାଙ୍କର ଝୁଲନ୍ତା ମୃତ ଦେହ ଜବତ କରିଛି ବୈଶିଙ୍ଗା ପୁଲିସ । ମୃତ ବୃଦ୍ଧ ଜଣକ ହେଲେ ରୁହିଆ ମାଝୀ(୫୦) । ସୂଚନାଯୋଗ୍ୟ ବାଲେଶ୍ୱର ସଦର ଥାନା ଅଧୀନ କାୟାକଦଳା ଗ୍ରାମର ସ୍ୱର୍ଗତଃ ଲସ ମାଝୀଙ୍କ ପୁଅ ରୁହିଆ!-->…
ରାଜ୍ୟସ୍ତରୀୟ ପରେଡ ପାଇଁ ପୁଲିସ କଟକଣା…
ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ମହାତ୍ମାଗାନ୍ଧୀ ମାର୍ଗରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ସହ ଯାନବାହାନ ଚଳାଚଳ ଉପରେ କିଛି ରାସ୍ତାରେ ନିର୍ଦ୍ଧିଷ୍ଟ ସମୟ ପାଇଁ ରେକ ଲଗାଯିବ । ଆସନ୍ତା ୨୬ ତାରିଖ!-->…