Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭୁବନେଶ୍ୱରରେ ପହଞ୍ଚିଲା ବିଜୁବାବୁଙ୍କ ‘ଡକୋଟା’ ବିମାନ…
ଭୁବନେଶ୍ୱର: ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଐତିହାସିକ ସ୍ମୃତି ବହନ କରୁଥିବା ‘ଡକୋଟା’ ବିମାନ ଆଜି ଭୁବନେଶ୍ୱରରେ ପହଂଚିଛି। ଦୀର୍ଘବର୍ଷ ଧରି କୋଲକାତାସ୍ଥିତ ନେତାଜୀ ସୁବାସଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିଥିବା ଏହି ଡକୋଟା ଡିସି-୩!-->…
ଶ୍ରୀମନ୍ଦିର ୟୁନିଫର୍ମ ପଲିସି ନୂଆ ରୁଲ୍କୁ ଲ୍ୟାଣ୍ଡ୍ ସବ୍କମିଟିର ଅନୁମୋଦନ
ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି କିଣାବିକା ନେଇ ୨୦୧୯ ୟୁନିଫର୍ମ ପଲିସି ନୂଆ ରୁଲ୍(ଶ୍ରୀମନ୍ଦିର ଜମି ପରିଚାଳନା ନିୟମ)କୁ ଲ୍ୟାଣ୍ଡ୍ ସବ କମିଟିର ଅନୁମୋଦନ। ଆଜି ଶ୍ରୀମନ୍ଦିର ଲ୍ୟାଣ୍ଡ୍ ସବ୍କମିଟି ବୈଠକରେ ଏହି ନିୟମ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଶ୍ରୀମନ୍ଦିର ମୁଖ୍ୟ!-->…
ଡକାୟତି କରି ଧରାପଡ଼ିଲେ ଦୁଇ ଛାତ୍ର…
ସୋନପୁର: ଡକାୟତ ଗ୍ୟାଙ୍ଗରେ କଲେଜ ଛାତ୍ର। ଆଜି ପୁଲିସ ଧରିଥିବା ଏକ ଡକାୟତ ଗ୍ୟାଙ୍ଗରେ ୨ ଜଣ ଛାତ୍ର ରହିଛନ୍ତି। ଯାହାକୁ ନେଇ ସବୁ ମହଲରେ ଉଦ୍ବେଗ ବଢ଼ିବାରେ ଲାଗିଛି। ପାଠପଢ଼ି ଭଲ ମଣିଷ ହେବା ବଦଳରେ ଛାତ୍ରମାନେ ଅପରାଧ ଦୁନିଆରେ ପାଦ ରଖିବା ଅଲୋଚନାର ବିଷୟ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା!-->…
ମାଘ ମେଳା ବିବାଦ: ଜିଦ୍ରେ ଅଡ଼ି ବସିଛନ୍ତି କୌପିନ ବାବା…
ଢେଙ୍କାନାଳ: ଆସନ୍ତା ଫେବୃଆରୀ ୪ ତାରିଖରେ ଯୋରନ୍ଦା ପୀଠରେ ଆୟୋଜିତ ହେବ ମାଘ ମେଳା। ମାତ୍ର ବକ୍କଳ ଓ କୌପିନ ଧାରୀ ବାବାଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ତୁଟିବା ନାଁ ଧରୁ ନ ଥିବାରୁ ମେଳା ଆୟୋଜନ ନେଇ ଦେଖାଦେଇଛି ସସ୍ପେନ୍ସ।
ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ!-->!-->!-->…
ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ କ୍ୱାର୍ଟର୍ସ ଉପରକୁ ଅଣ୍ଡାମାଡ଼
ଭୁବନେଶ୍ୱର: ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ କ୍ୱାର୍ଟର୍ସ ଉପରକୁ ଅଣ୍ଡାମାଡ଼ ହୋଇଛି। ଛାତ୍ର କଂଗ୍ରେସ କର୍ମୀମାନେ ଅଣ୍ଡା ମାଡ଼ କରିଛନ୍ତି। ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଓ ରାଜଧାନୀ ଭୁବନେଶ୍ୱରରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ପ୍ରତିବାଦରେ!-->…
ତହସିଲ ଅଫିସ୍ର ୪ କର୍ମଚାରୀଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ…
ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ମଙ୍ଗଳବାର ଅଚାନକ ହରଭଙ୍ଗା ତହସିଲ ଅଫିସ୍ ପରିଦର୍ଶନରେ ଯାଇଥିଲେ। ସେ ଅଫିସ୍ର ହାଜିରା ରେଜିଷ୍ଟର ଓ କ୍ୟାସ୍ ବୁକ୍ ଯାଞ୍ଚ କରିଥିଲେ। ତେବେ ହାଜିରା ରେଜିଷ୍ଟରରେ ଦସ୍ତଖତ ଅନିୟମିତତା ଓ କ୍ୟାସବୁକ୍ ଅପଡେଟ ହୋଇନଥିବା ଦେଖିବାକୁ ପାଇଥିଲେ।!-->…
ଡୋପ ଟେଷ୍ଟରେ ଫେଲ ହୋଇଥିବା ନେଇ ଚର୍ଚ୍ଚା; ମୋ ପାଖକୁ ଚିଠି ଆସିନାହିଁ : ଦୂତି ଚାନ୍ଦ…
ଭୁବନେଶ୍ୱର : ଡୋପ ବିବାଦ ନେଇ ମୁହଁ ଖୋଲିଲେ ସ୍ପ୍ରିଣ୍ଟର ଦୂତି ଚାନ୍ଦ। ତାଙ୍କ ପାଖକୁ କୌଣସି ଚିଠି ମିଳିନଥିବା କହିଛନ୍ତି ଦୂତି। ଡୋପ ଟେଷ୍ଟରେ ଫେଲ ହୋଇଥିବା ନେଇ ଚର୍ଚ୍ଚା ହୋଇଛି। ଦେଶର ଦ୍ରୁତତମ ମହିଳା ଦୂତି ଚାନ୍ଦ ଡୋପ ଟେଷ୍ଟରେ ଧରା ପଡ଼ି ସାମୟିକ ନିଲମ୍ବନ ଖବର କୁହାଯାଇଥିଲା।!-->…
ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ପକ୍ଷରୁ ତୀର୍ଥ ଯାତ୍ରା ଟ୍ରେନ୍ ଆରମ୍ଭ
ସମ୍ବଲପୁର: ଦୁଇ ବର୍ଷ ପରେ ପୁଣି ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ତୀର୍ଥ ଯାତ୍ରା ଟ୍ରେନ୍। ଆଜି ସମ୍ବଲପୁରରୁ ଏକ ସ୍ୱତନ୍ତ୍ର ଟ୍ରେନରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରା ପାଇଁ ବାହାରିଛନ୍ତି। ଏହି ଯାତ୍ରୀମାନଙ୍କ ପାଇଁ!-->…
ହ୍ୟୁମାନ ସାଗରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପତ୍ନୀ…
କଟକ: ପୁଣି ଥରେ ବିବାଦ ଘେରରେ ଫସିଛନ୍ତି ଓଲିଉଡର ଆଗ ଧାଡ଼ିର ଗାୟକ ହ୍ୟୁମାନ ସାଗର। ଏଥର ହ୍ୟୁମାନ ସାଗରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ହ୍ୟୁମାନ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ବେଳେ ଏଥିରେ ଅତିଷ୍ଠ ହୋଇ ତାଙ୍କ ପତ୍ନୀ ମହିଳା ଥାନାର ଦ୍ୱାରସ୍ଥ!-->…
ହକି ବିଶ୍ୱକପ୍ରେ ଟିକେଟ୍ କଳାବଜାରୀ, ବନ୍ଧା ହେଲେ ୫ ଜଣ…
ଭୁବନେଶ୍ୱର: ଏବେ ସମଗ୍ର ରାଜ୍ୟରେ ହକି ଫିଭର। ଭାରତ ଖେଳୁଥିବା ମ୍ୟାଚର ଟିକେଟ ପାଇବାକୁ ପ୍ରବଳ ପ୍ରତିଯୋଗିତା । ଏହାର ଫାଇଦା ଉଠାଉଛନ୍ତି କଳାବଜାରୀ। ଏପରି ସୁଯୋଗରେ ଅନଲାଇନ୍ରେ ଚଢ଼ା ଦାମରେ ଟିକେଟ ବିକ୍ରି କରି ମାଲେମାଲ ହେଉଥିବା ୫ ଜଣଙ୍କୁ ବାନ୍ଧିଛି ଶହୀଦ ନଗର ଥାନା ପୁଲିସ୍।
!-->!-->!-->…