Browsing Category

ଓଡିଶା

ପୂର୍ବତନ ରେଳ କର୍ମଚାରୀଙ୍କ ଘରୁ ମିଳିଲା ୧୭ କେଜି ସୁନା…

ଭୁବନେଶ୍ୱର: ପୂର୍ବତନ ରେଳ କର୍ମଚାରୀଙ୍କ ଘରୁ ମିଳିଲା ୧୭ କେଜି ସୁନା ଓ ନଗଦ କୋଟିଏ ୫୭ ଲକ୍ଷ ଟଙ୍କା। ଏହାଛଡ଼ା ଆହୁରି ଅମାପ ସମ୍ପତ୍ତି ମିଳିଛି। ଆୟବହିର୍ଭୂତ ଠୁଳ ଅଭିଯୋଗରେ ଚଢ଼ଉ ବେଳେ ସିବିଆଇକୁ ଏ ସବୁ ସମ୍ପତ୍ତି ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ପୂର୍ବତନ

ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳାଙ୍କର ଜୀବନ ବଞ୍ଚାଇଲେ ଟ୍ରାଫିକ ପୋଲିସ୍…

କଟକ: କଟକ ମଧୁପାଟଣା ବ୍ରିଜ୍ ଉପରୁ ପିଲାକୁ ଧରି ମା’ର ଆତ୍ମହତ୍ୟା ଉଦ୍ୟମ। କୌଶଳ କରି ମହିଳାଙ୍କୁ ଉଦ୍ଧାର କଲେ ଟ୍ରାଫିକ କର୍ମଚାରୀ। ଟ୍ରାଫିକ୍‌ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚି ଯାଇଛି ଦୁଇଟି ଜୀବନ। ଆଜି ମଧ୍ୟାହ୍ନ ସମୟରେ ଘଟିଛି ଏହି ଘଟଣା। ଉଦ୍ଧାର ମହିଳାଙ୍କ ଘର କଟକ

ଶ୍ରଦ୍ଧାଞ୍ଜଳିଙ୍କୁ ମିଳିଲାନି ଆଗୁଆ ଜାମିନ…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ପ୍ରମୁଖ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କ ଅଡ଼ୁଆ ବଢ଼ିଲା।  ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମିଳିଛି ଶକ୍ତ ଝଟକା। ହାଇକୋର୍ଟରୁ ତାଙ୍କୁ ଆଗୁଆ ଜାମିନ ମିଳି ନାହିଁ। ଫଳରେ ସମନ

କୋରାପୁଟ: କିରଣ୍ଡୁଲ ପାସେଞ୍ଜର୍‌ ଟ୍ରେନ ଶିବଲିଙ୍ଗପୁରମ ଠାରେ ଲାଇନ୍‌ଚ୍ୟୁତ…

କୋରାପୁଟ: ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ଟ୍ରେନ ଆଜି ଲାଇନଚ୍ୟୁତ ହୋଇଛି। ବିଶାଖାପାଟଣାରୁ କୋରାପୁଟ ଆସୁଥିବା ବେଳେ କୋଟାୱାଲସା-ଆରକୁ ଶିବଲିଙ୍ଗପୁରମ୍ ନିକଟରେ ଏହି ଅଘଟଣ ଘଟିଛି। ଶିବଲିଙ୍ଗପୁରମ୍ ନିକଟରେ ଟ୍ରେନ୍‌ଟିର ୬ନମ୍ବର ବଗିର ୨ଟି ଚକା ଟ୍ରାକ୍‌ରୁ ବାହାରି ଯାଇଥିଲା। ହେଲେ

ସ୍ତ୍ରୀର ତଣ୍ଟି କାଟିଦେଲା ମଦ୍ୟପ ସ୍ୱାମୀ…

ଭଦ୍ରକ: ପାରିବାରିକ ବିବାଦ ପାଇଁ ସ୍ତ୍ରୀ ର ତଣ୍ଟି କାଟିଦେଲା ମଦ୍ୟପ ସ୍ୱାମୀ । ଗୁରୁତର ଅବସ୍ଥାରେ ରେ ସ୍ତ୍ରୀ କୁ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ୱାମୀ ଥାନାରେ ଅଟକ ଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସାବରଙ୍ଗ ଥାନା

ଡ୍ରେନରେ ପଡ଼ି ନାବାଳକର ମୃତ୍ୟୁ ଘଟଣା; ସିଏମ୍‌ସି ମେୟର ଓ କମିଶନରଙ୍କୁ ଘେରିଲେ ଲୋକେ…

କଟକ: ‘ମୁକୁଳା ଡ୍ରେନରେ ପଡ଼ି ଆମ ପୁଅର ଜୀବନ ଯାଇଛି। ଆମକୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦିଆଯାଉ। ତା’ସହିତ ଏହି ଘଟଣା ପାଇଁ ଜେଇଙ୍କୁ ବଦଳି କରାଯାଉ। ତାଙ୍କର ଦାୟିତ୍ୱହୀନତା ଯୋଗୁ ଆମ ପୁଅର ଜୀବନ ଗଲା।’  ଆଜି ଏପରି ଦାବି କରି ସିଏମ୍‌ସି ମେୟର ସୁବାଷ ସିଂ ଓ କମିଶନର ନିଖିଲ ପବନ

ଆମ ମେଡିକାଲ ଆମକୁ ଫେରାଇ ଦିଅ…

କେନ୍ଦ୍ରାପଡ଼ା: ‘ଆମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫ କିମି ଦୂରକୁ ଉଠାଇ ନେଲେ। ଫଳରେ ଏହା ଉପରେ ନିର୍ଭରଶୀଳ ଥିବା ପ୍ରାୟ ଦେଢ଼ ଲକ୍ଷ ଲୋକ  ପ୍ରଭାବିତ ହେଉଛନ୍ତି। ସ୍ୱାସ୍ଥ୍ୟସେବା ପାଇବାକୁ ଖୁବ୍‌ ହୀନସ୍ତା ହେଉଛନ୍ତି। ତେଣୁ ତୁରନ୍ତ ଆମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୁରୁଣା ସ୍ଥାନକୁ

ବଡ଼ ଭଉଣୀଙ୍କୁ ଶିଳ୍ପୀଙ୍କ ଶେଷ ମେସେଜ- ଯେଉଁଠି ରହିବି ପୁଅ ସହ ରହିବି…

କଟକ: ସାବତ ପୁଅକୁ ବହୁତ ଭଲ ପାଉଥିଲେ ଶିଳ୍ପୀ ଖୁଣ୍ଟିଆ। ତାକୁ ଛାଡ଼ି ଗୋଟେ ମୁହୂର୍ତ୍ତ ବି ରହିବାକୁ ପ୍ରସ୍ତୁତ ନ ଥିଲେ। ସାବତ ପୁଅକୁ ସ୍ୱାମୀ ଓ ଶାଶୂ ଘର ଲୋକେ ନେଇଯିବାକୁ ବାରମ୍ବାର ଧମକ ଦେଉଥିବା ବେଳେ ଏହାକୁ ବରଦାସ୍ତ କରୁ ନଥିଲେ ଶିଳ୍ପୀ। ସେ ଯେଉଁଠି ରହିବେ, ପୁଅ ବି ସେଇଠି ରହିବ

ପୋଖରୀ ହୁଡ଼ାରୁ ଶିଶୁକନ୍ୟା ଉଦ୍ଧାର…

ମୋହନା: କେତେବେଳେ ଡାକ୍ତରଖାନା ପଛପଟୁ ତ କେତେବେଳେ ରାସ୍ତାକଡ଼ରୁ ଉଦ୍ଧାର ହେଉଛନ୍ତି ନବଜାତ ଶିଶୁ। ବିଭିନ୍ନ ସମୟରେ ଏଭଳି ଖବର ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି। ସେମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ। ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗାଁର ଏକ ପୋଖରୀ ହୁଡ଼ାରୁ

ସାବତ ପୁଅର ତଣ୍ଟି କାଟି ଶିଳ୍ପୀଙ୍କ ଆତ୍ମହତ୍ୟା ଘଟଣା, ବନ୍ଧା ହେଲେ ସ୍ୱାମୀ…

କଟକ : ଗତକାଲି କଟକରେ ଦେଖିବାକୁ ମିଳିଥିଲା ପାରିବାରିକ କଳହର ଉଗ୍ରରୂପ । ହିତାହିତ ଜ୍ଞାନ ଭୁଲି ୨ ବର୍ଷର ସାବତ ପୁଅର ତଣ୍ଟି କାଟିବା ସହ ଜଣେ ମହିଳା ଝୁଲି ପଡ଼ିଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ମଧୁପାଟଣା ଥାନା ପୁଲିସ୍‌