Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଘନ କୁହୁଡ଼ି ଯୋଗୁ ଚିଲିକାରେ ଫସିଲା ୪ ଡଙ୍ଗା
କୃଷ୍ଣପ୍ରସାଦ: ଘନ କୁହୁଡ଼ିରେ ଆଚ୍ଛାଦିତ ଚିଲିକାର ଅଥଳ ଜଳରାଶିରେ ଫସିଲା ୪ ଡଙ୍ଗା । ଫଳରେ ମା’ କାଳିଜାଇଙ୍କ ଦର୍ଶନ କରିବାକୁ ଯାଇ ମଝି ଚିଲିକାରେ ହଟହଟା ହେଲେ ଯାତ୍ରୀ। ଘନ କୁହୁଡ଼ି ଯୋଗୁ ଆଜି ସକାଳେ ଚିଲିକାରେ ୪ଟି ଡଙ୍ଗା ଫସି ଯାଇଥିବା ବେଳେ ଗୋଟିଏ କୂଳକୁ ଫେରିଥିବା ଜଣାଯାଇଛି।
!-->!-->!-->…
ନାତୁଣୀ ସହିତ ଜୋରଜବରଦସ୍ତି କରୁଥିଲା ସମ୍ପର୍କୀୟ ଅଜା, ଆଈ କରୁଥିଲା ଭିଡିଓ ସୁଟିଂ…
କରଞ୍ଜିଆ: ମା’ ଛେଉଣ୍ଡ ନାବାଳିକା ନାତୁଣୀ ଉପରେ ଲୋଲୁପ ଦୃଷ୍ଟି ପକାଇଲେ ସମ୍ପର୍କୀୟ ଅଜା । ପାଠ ପଢ଼ାଇବା ବାହାନାରେ ନାତୁଣୀ ସହ ଜୋର ଜବରଦସ୍ତ କଲେ ଶିକ୍ଷକତା କରୁଥିବା ଅଜା । ଆଉ ଏହାର ଭିଡିଓ ଉତ୍ତୋଳନ କଲେ ତାଙ୍କ ପତ୍ନୀ। ହେଲେ ଭିଡିଓଟି ନିଜ ମୋବାଇଲରୁ ସ୍ୱାମୀଙ୍କ ମୋବାଇଲକୁ ପଠାଉ!-->…
ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ୍, ଜଣେ ମୃତ…
କଣ୍ଟାବାଞ୍ଜି : ପୁଅର ନିର୍ବନ୍ଧ ସାରି ଝିଅ ଘରୁ ହସଖୁସିରେ ପିକ୍ଅପ୍ ଭ୍ୟାନରେ ଘରକୁ ଫେରୁଥିଲେ ପରିବାର ଲୋକେ। ହେଲେ ସେମାନଙ୍କ ସେହି ଖୁସି ବେଶି ସମୟ ରହି ନଥିଲା। ବାଟରେ ପିକ୍ଅପ୍ ଭ୍ୟାନ୍ଟି ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।!-->…
ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ କ୍ଲିନଚିଟ୍ ପରେ ବି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ…
ମାଲକାନଗିରି: ପୂର୍ବତନ ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡା ମୃତ୍ୟୁ ମାମଲାକୁ ୩ ବର୍ଷ ପୂରି ସାରିଥିଲେ ବି ଏହି ମାମଲା ଶେଷ ହେବା ନାଁ ଧରନି। ଏହି ଘଟଣାରେ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସମ୍ପୃକ୍ତ ଥିବା ପରିବାର ଲୋକେ ଅଭିଯୋଗ କରି ଆସୁଥିବା ବେଳେ!-->…
ଫ୍ଲାଏ ଓଭରରୁ ଖସି ଆଖି ବୁଜିଲେ ଛାତ୍ର…
ସମ୍ବଲପୁର: ଗତକାଲି ସମ୍ବଲପୁର ସହର ଲକ୍ଷ୍ମୀ ଟକିଜ ଛକ ନିକଟରେ ଫ୍ଲାଏ ଓଭରରୁ ତଳକୁ ଖସି ଗୁରୁତର ହୋଇଥିବା ଛାତ୍ରଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ କ୍ଲିଫର୍ଡ କୁଜୁର । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ସକାଳେ ସେଠାରେ!-->…
ଆଜି ମହାପ୍ରଭୁଙ୍କ ମକର ନୀତି…
ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି। ଏ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ଆଜି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି ଅନୁଷ୍ଠିତ ହେବ। ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଅଧିବାସରେ ରଖାଯାଇଥିବା ଭୋଗକୁ ଭୋଗମଣ୍ଡପରୁ ନେଇ!-->…
ସୁନ୍ଦରଗଡ଼ରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ : ସୋରିଷ ଚାଷ କରି ଲାଭବାନ ହେଉଛନ୍ତି ଆଦିବାସୀ ଚାଷୀ…
ସୁନ୍ଦରଗଡ଼ : ୧୪ ଜାନୁଆରି ୨୦୨୩: ସୋରିଷ ହେଉଛି ଏକ ଅର୍ଥକାରୀ ତୈଳବୀଜ ଫସଲ। ରାଜ୍ୟ ସରକାରଙ୍କ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଅଧୀନରେ ସୋରିଷ ଚାଷକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଅଧୀନରେ ୭ଟି ବ୍ଲକରେ ଏହି ଚାଷ କରି!-->!-->!-->…
ସରିଲା ବିଶ୍ଵକପର ପ୍ରଥମ ମ୍ୟାଚ୍: ୧-୦ରେ ଜିତିଲା ଆର୍ଜେଣ୍ଟିନା…
ଭୁବନେଶ୍ୱର: ଶେଷ ହୋଇଛି ବିଶ୍ଵକପର ପ୍ରଥମ ମ୍ୟାଚ୍। ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ ଆର୍ଜେଣ୍ଟିନା ଓ ସାଉଥ୍ ଆଫ୍ରିକା ଟିମ୍ ମୁହାଁମୁହିଁ ହୋଇଥିଲେ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ରେ ଜିତିଛି। ଉଭୟ ଦଳ ମଧ୍ୟରେ କଡା ଟକର ହେଇଥିଲେ!-->…
ମହିଳା କ୍ରିକେଟର ମୃତ୍ୟ ଘଟଣା : ପୋଷ୍ଟମର୍ଟମ ପରେ ରାଜଶ୍ରୀଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର…
କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ କଟକ ବଡ଼ଡାକ୍ତରଖାନାରେ ପହଂଚିଛି। କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ଗୁରୁଡ଼ିଝାଟିଆ ଥାନା ପୁଲିସ ଆଜି ସନ୍ଧ୍ୟାରେ ରାଜଶ୍ରୀଙ୍କ ମୃତଦେହ ନେଇ ବଡ଼ଡାକ୍ତରଖାନାକୁ ନେଇ ଆସିଛି। ଏଠାରେ ରାଜଶ୍ରୀଙ୍କ ମୃତଦେହ ପୋଷ୍ଟମର୍ଟମ ହୋଇଛି।!-->…
ଧାନମଣ୍ଡିରେ ପଶି ସେଲସ୍ମ୍ୟାନ୍ଙ୍କୁ ହତ୍ୟା କଲେ ନକ୍ସଲ…
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଧାନମଣ୍ଡି ଭିତରେ ପଶି ତିନି ଜଣ ନକ୍ସଲ ଅତି ନିର୍ମମ ଭାବେ ଜଣେ ମଣ୍ଡିରେ ପଶି ସେଲସ୍ମ୍ୟାନ୍ଙ୍କୁ ନକ୍ସଲମାନେ ହତ୍ୟା କରିଛନ୍ତି। ଆଜି ସକାଳେ ବିଜାପୁର ଜିଲ୍ଲାର ଉସୁର ଗ୍ରାମରେ ମଣ୍ଡି ଚାଲିଥିଲା। ମଣ୍ଡିରେ ଚାଷୀ ସମେତ ଲ୍ୟାମ୍ପସ!-->…