Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଜୟ ଗୁମ୍ଫା ପାହାଡ଼ ଉପରକୁ ଚଢିଗଲେ ୭୦ବର୍ଷିୟା ବୃଦ୍ଧା, ନାକେଦମ ହେଲା ଅଗ୍ନିଶମ ବିଭାଗ
ବ୍ରହ୍ମପୁର: ହଠାତ୍ ଘରୁ ନିଖୋଜ ହୋଇଗଲେ ୭୦ ବର୍ଷୀୟା ବୃଦ୍ଧା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବୃଦ୍ଧାଜଣକ ଗାଁ ପାଖରେ ଥିବା ଏକ ସୁଉଚ୍ଚ ପାହାଡ଼ ଚଢ଼ି ଯାଇଥିବା ଜାଣିବାକୁ ପାଇଲେ। ବୃଦ୍ଧାଙ୍କୁ ସୁରକ୍ଷିତ ଭାବ ତଳକୁ ଆଣିବାକୁ ନାକେଦମ ହେଲା ଅଗ୍ନିଶମ ବିଭାଗ । ପ୍ରାୟ ୮!-->…
ପାରାଦୀପରେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା; ଆସିଲା ବ୍ୟବଚ୍ଛେଦ ରିପୋର୍ଟ
ପାରାଦୀପ: ପାରାଦୀପରେ ଲାଗିଥିବା ଜାହାଜ ଏମଭି ଅଲ୍ ଦନାହର ଚିଫ୍ ଇଂଜିନିୟର ତଥା ଋଷୀୟ ନାଗରିକ ମିଲ୍ୟାକୋଭ୍ ସର୍ଗେଇଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମୁ ନ ଥିବା ବେଳେ ଆସିଛି ତାଙ୍କ ବ୍ୟବଚ୍ଛେଦ ରିପୋର୍ଟ। ହୃଦଘାତ ଯୋଗୁ ହିଁ ମିଲ୍ୟାକୋଭ୍ ସର୍ଗେଇଙ୍କ ମୃତ୍ୟୁ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ!-->…
ରାଉରକେଲାକୁ ବିମାନ ସେବା ଆରମ୍ଭ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର: ଭୁବନେଶ୍ୱରରୁ ରାଉରକେଲାକୁ ଆରମ୍ଭ ହୋଇଛି ବିମାନ ସେବା। ଭୁବନେଶ୍ୱରରୁ ରାଉରକେଲାକୁ ଆଜି ଆଲାଏନ୍ସ ଏୟାର ବିମାନ ଉଡିଛି। ଏହି ବିମାନ ସେବାକୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଦିଲ୍ଲୀରୁ ସେ ଭିସିରେ ଉଦଘାଟନ!-->…
ରାୟପୁରରେ ଧରାପଡ଼ିଲା ଇରାନୀ ଗ୍ୟାଙ୍ଗ…
ଭୁବନେଶ୍ୱର: କେତେବେଳ ନିଜକୁ ପୁଲିସ୍ କହି ଲୋକଙ୍କଠାରୁ ଲୁଟୁଥିଲେ, କେତେବେଳେ ଦୋକାନୀଙ୍କୁ ଅନ୍ୟମନସ୍କ କରି କଳାକନା ବୁଲାଉଥିଲେ। ପୁଣି କେତେବେଳେ ବିବାହ ଭୋଜିକୁ ଗେଷ୍ଟ ହିସାବରେ ଯାଇ ଗିଫ୍ଟ ଧରି ଚମ୍ପଟ ମାରୁଥିଲେ। ଏପରି ଭିନ୍ନ ଭିନ୍ନ ତରିକାରେ ଲୁଟ୍ କରି କମିଶନରେଟ ପୁଲିସ୍ର!-->…
୩୦ ଫୁଟ୍ ତଳକୁ ଖସିଲା ବୋଲେରୋ…
କରଞ୍ଜିଆ: ବଣଭୋଜି କରି ହସଖୁସିରେ ବୋଲେରୋରେ ଘରକୁ ଫେରୁଥିଲେ ମେଡିକାଲ କର୍ମଚାରୀ। ହେଲେ ସେମାନଙ୍କ ଖୁସି ବେଶି ସମୟ ରହି ନଥିଲା। ବୋଲେରୋଟି ସାଳନ୍ଦି ନଦୀ ପୋଲ ଅତିକ୍ରମ କରୁଥିବା ବେଳେ ୩୦ଫୁଟ ତଳକୁ ଖସି ପଡ଼ିଥିଲା। ମୟୂରଭଞ୍ଜ ଜିଲ୍ଲା ମହୁଲିଆ ଥାନା ଅନ୍ତର୍ଗତ ବାଗଦଫା ନିକଟରେ ଗତକାଲି!-->…
ମେମୁ ଟ୍ରେନ ପାଇଁ ରେଳରୋକ…
ଭଦ୍ରକ: ଭଦ୍ରକରୁ ପୁରୀକୁ ମେମୁ ଟ୍ରେନ ଚଳାଚଳ କରିବ ବୋଲି ରେଳ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଭଦ୍ରକ ପରିବର୍ତ୍ତେ ଜଳେଶ୍ୱରରୁ ପୁରୀକୁ ଗଡ଼ିଲା ମେମୁ ଟ୍ରେନ୍। ଏହାଦ୍ୱାରା ସ୍ୱାଭିମାନରେ ଆଞ୍ଚ ଆସୁଥିବା ଦର୍ଶାଇ ତଥା ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା କହି ଆଜି ତାତିଛନ୍ତି!-->…
ପିକ୍ନିକ୍ରୁ ଫେରିବା ବାଟରେ ସଂଜ୍ଞାହୀନ ହେଲେ ୭ ଛାତ୍ରୀ
ପଟ୍ଟାମୁଣ୍ଡାଇ: ସାଙ୍ଗମାନଙ୍କ ସହ ମଜାମସ୍ତି କରିବା ସହ ପିକ୍ନିକ୍ର ମଜା ନେବାକୁ କଟକରୁ ରାଜନଗର ପେଣ୍ଠ ବେଳା ଭୂମିକୁ ଯାଇଥିଲେ ପ୍ରାୟ ୫୦ ସ୍କୁଲ ଛାତ୍ରଛାତ୍ରୀ। ହେଲେ ସେଠାରେ ଢେଉ ମାଡ଼ ଖାଇବା ସହ ସନ୍ଧ୍ୟାରେ ଫେରିବା ବେଳେ ଥଣ୍ଡା ପବନରେ ଗୁରୁତର ହୋଇ ପଡ଼ିଲେ ୭ ଛାତ୍ରୀ। ସେମାନଙ୍କୁ!-->…
ନନ୍ଦନକାନନରେ ଧଳାବାଘ ରୂପା ଜନ୍ମ ଦେଲା ୩ ଶାବକ
ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖେଳିଛି ଖୁସି। ନନ୍ଦନକାନନରେ ଧଳାବାଘ ରୂପା ଜନ୍ମ ଦେଇଛି ୩ଟି ଶାବକ । ଏମାନେ ସବୁ କେଉଁ ପ୍ରଜାତିର ତାହା ଚିହ୍ନଟ ହୋଇନାହିଁ। ଏହି ୩ ଶାବକଙ୍କ ମଧ୍ୟରେ ଦୁଇ ଜଣଙ୍କ ରଙ୍ଗ ନାଲି ହୋଇଥିବା ବେଳେ ଜଣଙ୍କ ରଙ୍ଗ ଧଳା ।
!-->!-->!-->…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, RWSS ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
ଢେଙ୍କାନାଳ: ଢେଙ୍କାନାଳ, ଭୁବନେଶ୍ୱର RWSS ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଭୁବନେଶ୍ୱର RWSS ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପରଜଙ୍ଗ ବ୍ଳକର!-->!-->!-->…
ଯୋଜନାର ନାଆଁ ହରିଲୁଟ…! “ରକ୍ଷଣାବେକ୍ଷଣ ବାବଦରେ ଟଙ୍କାଟିଏ ସୁଦ୍ଧା ନାହିଁ”: କାର୍ଯ୍ୟ ନିର୍ବାହୀ…
ମାଲକାନଗିରି // ବାଲିମେଳା : ମାନବିକ ଅଧିକାର ତଥା ସାମ୍ବିଧାନିକ ଅଧିକାର ଦୃଷ୍ଟିରୁ ଜନସାଧାରଣଙ୍କ ଖାଦ୍ୟ , ବସ୍ତ୍ର , ବାସଗୃହ , ଶିକ୍ଷା , ସ୍ବାସ୍ଥ୍ୟ ତଥା ଗମନାଗମନ ଭଳି ପ୍ରତ୍ୟେକ ମୌଳିକ ଆବଶ୍ୟକତା ସମେତ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥାକୁ ନିଶ୍ଚିତ କରିବା ଦିଗରେ ସରକାର ଏବଂ!-->!-->!-->!-->!-->…