Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ଚଳିତବର୍ଷର ମାଟ୍ରିକ ପରୀକ୍ଷା…
କଟକ: ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା । ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ଚଳିତବର୍ଷର ମାଟ୍ରିକ ପରୀକ୍ଷା । ୧୭ ତାରିଖ ଯାଏ ଚାଲିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା ହୋଇଛି । ଏକାସଙ୍ଗେ ହେବ ମଧ୍ୟମା ଓ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା । ଖୁବଶୀଘ୍ର ଫର୍ମ!-->…
ବ୍ରାହ୍ମଣିପାଳ ବଳିପର୍ବତ ମୁଖ୍ୟ ରାସ୍ତାରୁ ମୃତ ଦେହ ଉଦ୍ଧାର…
ଘଟଗାଁ: କେନ୍ଦୁଝର ଜିଲ୍ଲା ଦୈତାରି ଥାନା ଅନ୍ତର୍ଗତ ବ୍ରାହ୍ମଣିପାଳ ବଳିପର୍ବତ ମୁଖ୍ୟ ରାସ୍ତା ସଉତୁଣୀ ନାଳ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଘଷିପୁରା ଥାନା ଟୋଲକନାଣ୍ଡି ଗ୍ରାମର ଜଡା ଦାସ୍ ବୋଲି ଜଣାପଡିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ!-->…
ଧାନମଣ୍ଡଳ ଫାଣ୍ଡି ହାଜତରେ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର…
ଯାଜପୁର: ଯାଜପୁର ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ଫାଣ୍ଡି ହାଜତରେ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁକୁ ନେଇ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଏହି ଘଟଣାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ବଡ଼ଚଣା ଥାନା ସମ୍ମୁଖରେ ପୋଲିସ ମୁତୟନ ହୋଇଛନ୍ତି ।
ସୂଚନା!-->!-->!-->…
ବିଜେବି ଛାତ୍ର ମାଡ଼ ଘଟଣା, ୪ ଛାତ୍ର ଗିରଫ, ୪ ସସ୍ପେଣ୍ଡ
ଭୁବନେଶ୍ୱର: ମହଙ୍ଗା ପଡ଼ିଲା ରାଗିଂ। ଛାତ୍ରଙ୍କୁ ରାଗିଂ ଓ ମାଡ଼ ମାରିବା ଅଭିଯୋଗରେ ଆଜି କମିଶନରେଟ୍ ପୁଲିସ୍ ୪ ଛାତ୍ରଙ୍କୁ ଗିରଫ କରିଥିବା ବେଳେ ବିଜେବି କଲେଜ କର୍ତ୍ତୃପକ୍ଷ ୪ ଛାତ୍ରଙ୍କୁ କ୍ୟାମ୍ପସରୁ ସସ୍ପେଣ୍ଡ କରିଛନ୍ତି। ନିଲମ୍ୱିତ ହୋଇଥିବା ୪ ଛାତ୍ର ପରୀକ୍ଷା ଯାଏଁ କ୍ୟାମ୍ପସ!-->…
ମହିଳା ସବ୍ ଇନିସ୍ପେକ୍ଟର ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଘଟଣା, ୩ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ମହିଳା ସବ୍ ଇନିସ୍ପେକ୍ଟର ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଘଟଣାର ପର୍ଦା ଫାସ କରିଛି ପୋଲିସ । ଆକ୍ରମଣ ଘଟଣାରେ ଜଡିତ ୩ ଅଭିଯୁକ୍ତଙ୍କୁ ସହିଦନଗର ଥାନାରେ ଅଟକ ରଖି ପଚରା ଉଚରା କରିଛି ପୋଲିସ । ଉକ୍ତ ରାତିରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ ଇନୋଭା କାରକୁ ପୋଲିସ!-->…
ଓଡ଼ିଶାରେ ଆରମ୍ଭ ହେଲା 5G ସେବା
ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେଲା ଫାଇଭ ଜି ସେବା । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଫାଇଭ ଜି ସେବାର ଶୁଭାରମ୍ଭ କରିଛନ୍ତି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ପ୍ରଥମେ ରାଜ୍ୟର ମୁଖ୍ୟ ସହର ଗୁଡ଼ିକ 5G ନେଟୱର୍କ ସହ ଯୋଡ଼ି ହେବ ।!-->…
ଦାଦନ ଭାବେ ଚାଲାଣ ହେଉଥିବା ୩୦ ନାବାଳକ ଓ ନାବାଳିକା ଉଦ୍ଧାର…
ମାଲକାନଗିରି,୪।୧ : ଓଡିଶାରୁ ଦାଦନ ଭାବେ ଲଙ୍କା ତୋଳିବାକୁ ତେଲେଙ୍ଗାନା ରାଜ୍ୟକୁ ଦଲାଲଙ୍କ ଦ୍ଵାରା ନିଆଯାଉଥିବା ବେଳେ ୩୦ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାର ଗୁମ୍ମାରୁ ୩୦ ଜଣ ନାବାଳକ!-->…
ଡିଜିପି ଅଫିସ ଆଗରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ…
କଟକ: କଟକ ଡିଜି ଅଫିସ୍ ଆଗରେ ଆଜି ଦେଖିବାକୁ ମିଳିଥିଲା ହାଇଡ୍ରାମା। ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ସରୋଜ ରଥଙ୍କ ନାଁରେ ସାଘାଂତିକ ଅଭିଯୋଗ ଆଣି ନିଜ ଦେହରେ କିରାସିନି ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ ଜଣେ ଯୁବତୀ। ସାମ୍ବାଦିକ ତାଙ୍କର ଅଶ୍ଲୀଳ ଭିଡିଓ ଓ ଫଟୋ ଭାଇରାଲ!-->…
ରେଲୱେ ଅଧିକାରୀଙ୍କ ଘରେ ସିବିଆଇ ପକ୍ଷରୁ ୪ଟି ସ୍ଥାନରେ ଚଢ଼ାଉ…
ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ରେଲୱେ ଅଧିକାରୀଙ୍କ ଘରେ ପଶିଲା ସିବିଆଇ । ଏହି ଅଧିକାରୀଜଣକ ଆଇଆରଟିସିରେ କାର୍ଯ୍ୟରତ ଅଧିକାରୀ ପି.କେ ଜେନା ବୋଲି ଜଣାଯାଇଛି। ସିବିଆଇ ପକ୍ଷରୁ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି।
ପି.କେ ଜେନା ଆୟଠୁ ଅଧିକ ସମ୍ପତ୍ତି ଠୁଳ!-->!-->!-->…
ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ଆଇରନ ଷ୍ଟ୍ରକ୍ଚର କାମ ଆରମ୍ଭ…
କୋଣାର୍କ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଆଇରନ ଷ୍ଟ୍ରକ୍ଚର କାର୍ଯ୍ୟ ଆରମ୍ଭ ହୋଇଛି। ASIର ନିଷ୍ପତ୍ତି କ୍ରମେ ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା କାର୍ଯ୍ୟ ଆରମ୍ଭ ହୋଇଛି। !-->…